କେରଳ : ଡଙ୍ଗାରେ ଲାଗିଲା ନିଆଁ, ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କଲେ ନାବିକମାନେ

କେରଳ : ସୋମବାର କେରଳର କାଳିଅମ ସମୁଦ୍ରରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଥିଲା ବେଳେ ଦେଖୁ ଦେଖୁ ନିଆଁ ଡଙ୍ଗାରେ ଅତି ଶୀଘ୍ର ବ୍ୟାପିବାରେ ଲାଗିଥିଲା । ନାବିକମାନେ କୌଣସି ପ୍ରକାରେ ଡଙ୍ଗାରୁ ସମୁଦ୍ରକୁ ଡେଇଁ ନିଜ ନିଜ ଜୀବନ ରକ୍ଷା କରିଥିଲେ । ଖୁସିର କଥା, ଏହି ଦୁର୍ଘଟଣାରେ କୌଣସି ଜୀବନହାନୀର ସୂଚନା ନାହିଁ ।

Leave A Reply

Your email address will not be published.