Browsing Category
ଓଡିଶା
ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ : ଗୀତା ଯଜ୍ଞ, ନାମ ଯଜ୍ଞ ଓ ବ୍ରହ୍ମାନନ୍ଦ ଆଶ୍ରମର ପ୍ରତିଷ୍ଠା ଉତ୍ସବ…
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତ ଅନ୍ତର୍ଗତ ପୂଜାରୀ ସାହାଯବାହାଲରେ ବ୍ରହ୍ମାନନ୍ଦ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ ଅବସରରେ ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଗୀତା ଯଜ୍ଞ, ନାମ ଯଜ୍ଞ ଓ ବ୍ରହ୍ମାନନ୍ଦ ଆଶ୍ରମର ପ୍ରତିଷ୍ଠା!-->…
Read More...
Read More...
ପଲ୍ଲୀ ଆଲୋକ ପାଠାଗାର ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଭାରତ ବର୍ଷର ଜାତୀୟ ଉତ୍ସବ ୭୭ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ!-->…
Read More...
Read More...
ଦ୍ୱିଜ ଦଳପତି ପାର୍ଲିଆମେଣ୍ଟ ସଦସ୍ୟ ପାଇଁ ଆବେଦନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ପରିସରରେ ଦ୍ୱିଜ ଦଳପତିଙ୍କ ଅଧ୍ୟକ୍ଷତାରେ ଏକ ସଭା ସଂଗଠିତ ହୋଇଯାଇଛି । ଦ୍ୱିଜ ଦଳପତି ପିତା ସ୍ୱର୍ଗତ ଶେବ ଦଳପତି ନି.ବଡଟିକା, ଥା- ଲୋଇସିଂହା, ଜି. ବଲାଙ୍ଗିର ଜଣେ ପୂର୍ବତନ ରେଭେନ୍ୟୁ ଅଫିସର ଥିଲେ । ତାଙ୍କର ବହୁମୁଖି ପ୍ରତିଭା!-->…
Read More...
Read More...
ସାଇଟ୍ କଲେଜ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ସାଇଟ କଲେଜ ସଦାଇପାଲି ଠାରେ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବଲାଙ୍ଗିର ସି.ଆର୍.ପି.ଏଫ୍. ଜୋନର ମେଡିକାଲ ଚିଫ୍ କମାଣ୍ଡେଣ୍ଟ ଡ. ରାକେଶ କୁମାର ଶର୍ମା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।!-->…
Read More...
Read More...
ଉତ୍କଳ ଯାଦବ ମହାସଭା ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ ସମ୍ପ୍ରସାରଣରେ କଣ୍ଟାବାଞ୍ଜି ବିଧାୟକଙ୍କୁ ସାମିଲ କରିବା ମୁଖ୍ୟ ଦାବିଯାଦବମାନଙ୍କ ଉନ୍ନତି ପାଇଁ ପଞ୍ଚାୟତ ସ୍ତରରୁ ସଂଗଠନ ଆବଶ୍ୟକ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଉତ୍କଳ ଯାଦବ ମହାସଭାର ରାଜ୍ୟ!-->!-->!-->…
Read More...
Read More...
ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ଦ୍ଵାରା ପୁରସ୍କୃତ ହେବେ ବାଟାଲିଏନ ମେଜର ମହତାବ ବେହେରା
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଭାରତ ସରକାରଙ୍କ ଦ୍ଵାରା ପ୍ରଦତ୍ତ ରାଷ୍ଟ୍ରପତି ଉତ୍କୃଷ୍ଟ ସେବା ମେଡାଲ୍ ଘୋଷିତ ହୋଇଛି । ଏହି ସମ୍ମାନଜନକ ପୁରସ୍କାର ପାଇଁ ପନ୍ଦର ବାଟାଲିଏନ କାର୍ଯ୍ୟରତ ସୁବେଧାର ମେଜର ମହତାବ ବେହେରା ମନୋନୀତ ହୋଇଛନ୍ତି । ନିଜ ଗ୍ରାମ କୁଣ୍ଡାବୁଟଲା ଥାନା!-->…
Read More...
Read More...
ମା’ ନିତେଇ ଧୋବଣୀ ମନ୍ଦିରର ରତ୍ନମୁଦ ଉତ୍ସବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ଦିନ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଠାରେ ନବନିର୍ମିତ ମା' ନିତେଇ ଧୋବଣୀଙ୍କ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ୍ ଓ ଛବି ସେଠ୍ ପୂଜାର୍ଚ୍ଚନା କରିଥିଲେ । ଏହି ଉତ୍ସବରେ!-->…
Read More...
Read More...
ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାପାଳ ସମ୍ବର୍ଦ୍ଧିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭୁବନେଶ୍ୱର ଠାରେ ୧୬ତମ ଜାତୀୟ ମତଦାତା ଦିବସ ୨୦୨୬ (ମାଇ ଇଣ୍ଡିଆ) (ମାଇ ଭୋଟ) ରାଜ୍ୟସ୍ତରୀୟ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସମ୍ୱର୍ଦ୍ଧିତ ହୋଇଛନ୍ତି । ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଠାରୁ ଶ୍ରେଷ୍ଠ ଡିଇଓ!-->…
Read More...
Read More...
ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ସହ ଶ୍ରୀ ଗୋପାଳଜୀଙ୍କ ମନ୍ଦିର ବିଜେ
ଭବ୍ୟ ସ୍ୱାଗତ କଲେ ସହର ବାସୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଶାଳ ଶୋଭାଯାତ୍ରାରେ ଜିଲ୍ଲା କୋଷାଗାରରୁ ମନ୍ଦିର ଅଭିମୁଖେ ବିଜେ କଲେ ଶ୍ରୀ ଗୋପାଳଜୀ ଚୋରୀ ହୋଇ ଦୀର୍ଘ ୪୨ ବର୍ଷ ପରେ ସିବିଆଇ ମାଲଖାନାରୁ ସୋନପୁରକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୁ!-->!-->!-->…
Read More...
Read More...
ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚିତ
ବଲାଙ୍ଗିର/ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୈନିକ ଗୋଷ୍ଠୀ କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ!-->…
Read More...
Read More...