Browsing Category
ଦେଶ ବିଦେଶ
ଏସିଆର ପ୍ରମୁଖ ଟେଲିକମ୍ କାର୍ଯ୍ୟକ୍ରମ ଆଇଏମସି ୨୦୨୫ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀର ଯଶୋଭୂମି କନଭେନସନ ସେଣ୍ଟରରେ ୮ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଆଇଏମସି ୨୦୨୫ ଅନୁଷ୍ଠିତ ହେବଯଶୋଭୂମିରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ"ପରିବର୍ତ୍ତନ ପାଇଁ ଉଦ୍ଭାବନ" ବିଷୟବସ୍ତୁ ସହିତ, ଆଇଏମସି ୨୦୨୫!-->…
Read More...
Read More...
ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା
● ସମଗ୍ର ଭାରତରେ ସ୍ୱଦେଶୀ ଚିପ୍ ନିର୍ମାଣ ଏବଂ ପ୍ୟାକେଜିଂ କ୍ଷମତା ପାଇଁ ପ୍ରତିଭା ପୁଲ ବିକାଶ କରିବାରେ ହେବ ସହାୟକ● ଯୁବପିଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତାରେ ପ୍ରଶିକ୍ଷଣ ପ୍ରଦାନ କରି ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଡିଜାଇନ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ!-->…
Read More...
Read More...
ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କରିଛନ୍ତି ଅମିତ ଶାହ
ପଦ୍ମଶ୍ରୀ ଡକ୍ଟର ବିଠଲରାଓ ଭିଖେ ପାଟିଲ ଏବଂ ପଦ୍ମ ଭୂଷଣ ବାଲାସାହେବ ଭିଖେ ପାଟିଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକେବଳ ଛତ୍ରପତି ଶିବାଜୀ ମହାରାଜଙ୍କ ଅନୁଗାମୀମାନେ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ସମ୍ଭାଜୀନଗର ଏବଂ ଅହମ୍ମଦନଗରର ନାମ ପରିବର୍ତ୍ତନ କରି ଅହିଲ୍ୟାନଗର କରିବାର ସାହସ!-->…
Read More...
Read More...
ଦେଶର ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍ ବାୟୋଗ୍ୟାସ କାରଖାନାର ଉଦଘାଟନ କଲେ ଅମିତ ଶାହ
ସମବାୟ ଚିନି କାରଖାନା ଇତିହାସରେ ପ୍ରଥମ ଥର ପାଇଁ କମ୍ପ୍ରେସଡ ବାୟୋଗ୍ୟାସ ଏବଂ ପଟାସ ଗ୍ରାନୁଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠିତଭାରତର ପ୍ରଥମ ସମବାୟ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ଦୈନିକ ୧୨ ଟନ ସିବିଜି ଏବଂ ଗୁଡ଼ରୁ ୭୫ ଟନ ପଟାସ ଉତ୍ପାଦନ କରିବ, ଯାହା ବିଦେଶରୁ ଏହି ଉତ୍ପାଦଗୁଡ଼ିକର!-->…
Read More...
Read More...
କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ…
• ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହ ଭାରତ ସରକାରଙ୍କ ଔଷଧ ନିୟନ୍ତ୍ରକ ଓ ନିୟାମକ ସଂସ୍ଥାର ଅଧିକାରୀମାନେ କଲେ ଅଂଶଗ୍ରହଣ• ନିୟମ ଅନୁପାଳନ ପାଇଁ ସବୁ ଔଷଧ ଉତ୍ପାଦନକାରୀଙ୍କୁ ନିର୍ଦ୍ଦେଶ; ନିୟମ ମାନୁନଥିବା ସଂସ୍ଥାକୁ ଚିହ୍ନଟ କରି କାର୍ୟ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ• କାଶ!-->…
Read More...
Read More...
‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା…
"ଦାବି ନ ହୋଇଥିବା ଜମା କେବଳ କାଗଜପତ୍ରରେ ଲେଖା ନୁହେଁ; ଏହା ସାଧାରଣ ପରିବାରର କଠିନ ପରିଶ୍ରମରେ ଅର୍ଜିତ ସଞ୍ଚୟକୁ ପ୍ରତିନିଧିତ୍ୱ କରେ" - କେନ୍ଦ୍ର ଅର୍ଥମନ୍ତ୍ରୀ"ଜାଗରଣ, ପ୍ରସାର ଏବଂ କାର୍ୟ୍ୟର ୩-ଏ ରଣନୀତି ଅଭିଯାନର ମାର୍ଗଦର୍ଶୀ ନୀତି ହେବ" - ଶ୍ରୀମତୀ ନିର୍ମଳା ସୀତାରମଣକେନ୍ଦ୍ର!-->…
Read More...
Read More...
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ରୋହତକଠାରେ ‘ଖଦି କାରିଗର ମହୋତ୍ସବ’ରେ କାରିଗରମାନଙ୍କୁ…
• ଏହି କାର୍ଯ୍ୟକ୍ରମରେ, ଖଦି କ୍ଷେତ୍ର ପାଇଁ ୩୩.୬୬ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକୁ ଅନଲାଇନ ମାଧ୍ୟମରେ ଲୋକାର୍ପିତ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।• ଅନଲାଇନମାଧ୍ୟମରେ ୮,୩୧୦ ନୂତନ ପିଏମ୍ଇଜିପି ୟୁନିଟ୍ ଶୁଭାରମ୍ଭ କରାଯାଇଥିଲା ଯାହାର ମାର୍ଜିନ୍ ମନି ସବସିଡି ୩୦୧ କୋଟି!-->…
Read More...
Read More...
କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପର…
ଭାରତ ଜ୍ଞାନ ଏବଂ ଦକ୍ଷତାର ଦେଶ; ଏହି ବୌଦ୍ଧିକ ଶକ୍ତି ଆମର ସର୍ବଶ୍ରେଷ୍ଠ ଶକ୍ତି: ପ୍ରଧାନମନ୍ତ୍ରୀଆଇଟିଆଇଗୁଡ଼ିକ କେବଳ ଶିଳ୍ପ ଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ନୁହେଁ, ବରଂ ଏକ ଆତ୍ମନିର୍ଭରଶୀଳ ଭାରତର କର୍ମଶାଳା ମଧ୍ୟ : ପ୍ରଧାନମନ୍ତ୍ରୀପିଏମ୍-ସେତୁ ଯୋଜନା ଭାରତର ଯୁବପିଢ଼ିଙ୍କୁ!-->…
Read More...
Read More...
୭-୧୫ ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
• ପ୍ରାୟ ୬ କୋଟି ପିଲାଙ୍କୁ ମିଳିବ ଲାଭ; ଏହି ଶୁଳ୍କ ଛାଡ଼ ୧ ଅକ୍ଟୋବର ୨୦୨୫ରୁ କାର୍ଯ୍ୟକାରୀ; ଗୋଟିଏ ବର୍ଷ ପାଇଁ ରହିବ ବଳବତ୍ତର• ପିଲାମାନଙ୍କୁଶିକ୍ଷା, ଛାତ୍ରବୃତ୍ତି ଏବଂ ଡିବିଟିଯୋଜନାର ଲାଭଦେବା ପାଇଁ ଆଧାରରେ ହେବ ମାଗଣା ବାୟୋମେଟ୍ରିକ୍ ସଂଶୋଧନ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ!-->!-->!-->…
Read More...
Read More...
୬ ବର୍ଷରେ ପ୍ରାୟ ୧୭ କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
• ୨୦୨୩-୨୪ରେ ଦେଶରେ ନିଯୁକ୍ତି ୬୪.୩୩ କୁ ବୃଦ୍ଧି; ବେକାରୀ ହାର ୩.୨ ପ୍ରତିଶତକୁ ହ୍ରାସ• ଗତ ସାତ ବର୍ଷରେ ୧.୫୬ କୋଟି ମହିଳାଙ୍କୁ ମିଳିଛି ଆନୁଷ୍ଠାନିକ ନିଯୁକ୍ତି
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଆର୍ଥିକ ମଞ୍ଚର ଭବିଷ୍ୟତ ନିଯୁକ୍ତି ରିପୋର୍ଟ ୨୦୨୫ ମୁତାବକ ଭାରତ ଏପରି ଦେଶମାନଙ୍କ!-->!-->!-->…
Read More...
Read More...