Browsing Category
ଦେଶ ବିଦେଶ
ଗ୍ରାମୀଣ ବିକାଶର ନୂତନ ସଂକଳ୍ପ, ନିଯୁକ୍ତିର ନୂଆ ଗ୍ୟାରେଣ୍ଟି
● ଲୋକସଭାରେ ଆଜି ବିକଶିତ ଭାରତ - ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି: ଭିବି - ଜି ରାମ ଜି (ବିକଶିତ ଭାରତ - ଜି ରାମ ଜି) ବିଲ୍, 2025 ଉପସ୍ଥାପନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ● ଏହି ବିଲ୍ ଗ୍ରାମୀଣ ପରିବାରକୁ 125 ଦିନର ମଜୁରି ଆଧାରିତ ନିଯୁକ୍ତିର!-->…
Read More...
Read More...
ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: ନିର୍ଣ୍ଣାୟକ ଲାଭର ଦଶନ୍ଧି (2014-2025)
• ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 126 (2014)ରୁ ମାତ୍ର 11 (2025)କୁ ହ୍ରାସ ପାଇଛି, ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ 36 ରୁ ମାତ୍ର 3କୁ ହ୍ରାସ ପାଇଛି; ଲାଲ କରିଡରର ଧ୍ୱଂସ ପାଖେଇ ଆସିବାର ପ୍ରମାଣ ଦେଉଛି
• 12,000 କିଲୋମିଟରରୁ ଅଧିକ ରାସ୍ତା, 586 ସୁରକ୍ଷିତ ପୁଲିସ!-->!-->!-->…
Read More...
Read More...
ଭିବି- ଜି ରାମ୍ ଜି ଆଇନ 2025 ଉପରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
ବିକଶିତ ଭାରତ - ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ) : ଭିବି - ଜି ରାମ ଜି (ବିକଶିତ ଭାରତ - ଜି ରାମ ଜି ଆଇନ, 2025) କ’ଣ ?ବିକଶିତ ଭାରତ - ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ): ଭିବି - ଜି ରାମ ଜି (ବିକଶିତ ଭାରତ - ଜି ରାମ ଜି ଆଇନ, 2025)!-->…
Read More...
Read More...
ଏପ୍ରିଲ ୨୦୨୫ ପରଠାରୁ ବେକାରୀ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି : ସାମଗ୍ରିକ ଭାବେ ବୃଦ୍ଧି ପାଇବାରେ ଲାଗିଛି…
● ନଭେମ୍ବର ୨୦୨୫ରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ସାମଗ୍ରିକ ଶ୍ରମଶକ୍ତି ଅଂଶଗ୍ରହଣ ହାର (ଏଲଏଫପିଆର) ସାତ ମାସର ସର୍ବୋଚ୍ଚ ୫୫.୮ ପ୍ରତିଶତରେ ପହଞ୍ଚିଛି ।● ଗ୍ରାମୀଣ ମହିଳା ଏଲଏଫପିଆର ବୃଦ୍ଧି ପାଇବାରେ ଲାଗିଛି, ଜୁନ୍ ୨୦୨୫ରେ ୩୫.୨ ପ୍ରତିଶତରୁ ନଭେମ୍ବର ୨୦୨୫ରେ ୩୯.୭!-->…
Read More...
Read More...
ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ଧୀରେ ଧୀରେ ଅନ୍ୟ ଟ୍ରେନରେ ବି କରାଯିବ ପରିବେଷଣ
ଜାଲ୍ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନର ଫଳାଫଳ : ନୂଆ ୟୁଜର ଆଇଡି ସୃଷ୍ଟି ସଂଖ୍ୟା ପୂର୍ବରୁ ଦୈନିକ ୧ ଲକ୍ଷ ଥିବାବେଳେ ଏବେ ତାହା ୫୦୦୦କୁ ହ୍ରାସ୩.୦୩ କୋଟି ଆକାଉଣ୍ଟ ନିଷ୍କ୍ରିୟ କରାଯିବା ପରେ, ୨.୭୦ କୋଟି ଆକାଉଣ୍ଟକୁ ନିଲମ୍ବିତ କିମ୍ବା ସଂଦିଗ୍ଧ ଭାବେ ଚିହ୍ନଟ କରାଯାଇଛି
!-->!-->!-->…
Read More...
Read More...
ଖୋର୍ଦ୍ଧା-ବଲାଙ୍ଗିର ରେଳପଥର 226 କିମି ସେକ୍ସନରେ ଟ୍ରେନ୍ ଚଳାଚଳ ଜାରି ରହିଛି : ରେଳ ମନ୍ତ୍ରୀ
• 150 କିମି ତାଳଚେର-ବିମଳାଗଡ଼ ନୂତନ ରେଳପଥର 34 କିମି ସେକ୍ସନ କାର୍ଯ୍ୟକ୍ଷମ
ନୂଆଦିଲ୍ଲୀ, (ପିଆଇବି) : ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ମୋଟ୍ ଦୂରତା 301 କିଲୋମିଟର ହୋଇଥିବା ବେଳେ ନଭେମ୍ବର 2025 ସୁଦ୍ଧା ଏଥିମଧ୍ୟରୁ 226 କିଲୋମିଟର ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଆଜି!-->!-->!-->…
Read More...
Read More...
ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି : ବର୍ତ୍ତମାନ ସୁଦ୍ଧା 5ଟି ଷ୍ଟେସନ କାମ…
ନୂଆଦିଲ୍ଲୀ, (ପିଆଇବି) : ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାରେ 59ଟି ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ଷ୍ଟେସନଗୁଡ଼ିକର ପୁନର୍ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସଭାରେ କେନ୍ଦ୍ର!-->…
Read More...
Read More...
ରେଳ ନିରାପତ୍ତାରେ ଉଲ୍ଲେଖନୀୟ ଉନ୍ନତି: ୨୦୦୪-୧୪ରେ ରେଳ ଦୁର୍ଘଟଣା ସଂଖ୍ୟା ୧୭୧ ଥିବାବେଳେ ୨୦୨୫-୨୬ରେ ୧୧କୁ ହ୍ରାସ…
ରେଳ ନିରାପତ୍ତା ବଜେଟ ୨୦୧୩-୧୪ରେ ୩୯,୪୬୩ କୋଟିରୁ ବୃଦ୍ଧି ପାଇ ୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଛିକୁହୁଡ଼ି ସୁରକ୍ଷା ଉପକରଣ ୨୮୮ ଗୁଣ ବୃଦ୍ଧି ପାଇଛି - ୨୦୧୪ ରେ ଏହା ୯୦ ରୁ ୨୦୨୫ ରେ ୨୫,୯୩୯କୁ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବଗତ ଚାରି ମାସରେ ୨୧ଟି ଷ୍ଟେସନରେ କେନ୍ଦ୍ରୀୟ!-->…
Read More...
Read More...
କୋଲସେତୁ ୱିଣ୍ଡୋକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ବିବିଧ ଶିଳ୍ପ ବ୍ୟବହାର ଏବଂ ରପ୍ତାନି ପାଇଁ କୋଇଲା ଲିଙ୍କେଜର ନିଲାମ, ନିରପେକ୍ଷ ଉପଲବ୍ଧତା ଏବଂ ସର୍ବୋତ୍ତମ ସମ୍ବଳ ବ୍ୟବହାର ସୁନିଶ୍ଚିତ କରିବ କୋଲସେତୁ ୱିଣ୍ଡୋ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆର୍ଥିକ!-->!-->!-->…
Read More...
Read More...
୨୦୨୬ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୬ ଋତୁ ପାଇଁ କୋପ୍ରା (ଶୁଖିଲା ନଡ଼ିଆ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛନ୍ତି। ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ପ୍ରଦାନ!-->…
Read More...
Read More...