Browsing Category

ଦେଶ ବିଦେଶ

ସ୍ୱଚ୍ଛତମ, ସୁସ୍ଥତମ ଭାରତର ସଂକଳ୍ପକୁ ଦୋହରାଇବାର ସମୟ ଉପନୀତ : ହରଦୀପ ସିଂ ପୁରୀ

• ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ(ସହରାଞ୍ଚଳ)ର ଗୌରବମୟ ୬ ବର୍ଷ ପୂର୍ତ୍ତି ପାଳନ• ‘ସ୍ୱଚ୍ଛତା କେ ୬ ସାଲ ବେମିସାଲ’ ଶୀର୍ଷକ ୱେବିନାର ଆୟୋଜିତ• ଶ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ୱାରା ଇଣ୍ଟରଆକ୍ଟିଭ ଏସବିଏମ-ୟୁ ପୋର୍ଟାଲ ଡକ୍ୟୁମେଣ୍ଟାରୀ ଲର୍ଣ୍ଣିଂସର
Read More...

କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ

● ୧୨ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ ଆକ୍ରାନ୍ତନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ୧୧ ଦିନ ଧରି ଭାରତରେ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ କମ ରହିଛି ।ଆଜି କରୋନା ସକ୍ରିୟ ମାମଲାର ସଂଖ୍ୟା ରହିଛି ୯,୪୨,୨୧୭ ।ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ
Read More...

ଗଣବଳାତ୍କାର ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି

ହାଥରସ : ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି ଉତ୍ତର ପ୍ରଦେଶ ହାଥ୍‌ରସ ମାମଲା । ପୋଲିସ ଗୋଟିଏ ଦିନ ପୂର୍ବରୁ ଏହା ବଳାତ୍କାର ଘଟଣା ନୁହେଁ ବୋଲି କହିବା ପରେ ଏବେ ଏହାକୁ ନେଇ ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ରାଜବୀର ସିଂ ପହଲୱାନ କହିଛନ୍ତି ଯେ ଯୁବତୀଙ୍କ ମୃତ୍ୟୁ ପାଇଁ
Read More...

ଆମେରିକା ପ୍ରସ୍ତୁତ କରୁଛି ହାଇପର୍‌ସୋନିକ୍‌ ଅସ୍ତ୍ରକୁ ଭଣ୍ଡୁର କରିବାକୁ ହତିଆର : ଚୀନ୍‌ ମିସାଇଲ୍‌ର ଖେଳ ଶେଷ

ୱାସିଂଟନ : ଚୀନ୍‌ର ସାମ୍ନା କରିବାକୁ ପାଇଁ ଆମେରିକା ପ୍ରସ୍ତୁତ କରୁଛି ହାଇପର୍‌ସୋନିକ୍‌ ଅସ୍ତ୍ରକୁ ଭଣ୍ଡୁର କରିବାକୁ ହତିଆର, ଯାହାଦ୍ୱାରା ଚୀନ୍‌ ମିସାଇଲ୍‌ର ଖେଳ ଶେଷ ହୋଇଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ଚୀନ୍‌ର ଘାତକ ‘କେରିଅର୍‌ କିଲର୍‌’ ହାଇପର୍‌ସୋନିକ୍‌ ବୈଲିଷ୍ଟିକ୍‌
Read More...

ଯୋଗୀଙ୍କ ଉପରେ କଡ଼ା ଟିପ୍ପଣୀ : ‘ଯଦି ସମ୍ଭାଲି ପାରୁନ ତାହେଲେ ମଠକୁ ପଳାଅ’

ଲଖ୍‌ନଉ : ଉତ୍ତର ପ୍ରଦେଶର ମୁଖ୍ୟନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଏସପିର ମୁଖ୍ୟ ମାୟାବତୀ । ହଥ୍‌ରସ୍‌ ଏବଂ ବଳରାମପୁରରେ ଦୁଇ ବାଳିକାଙ୍କୁ ଗଣଧର୍ଷଣ ପରେ ହତ୍ୟା କରାଗଲା, ତାହକୁ ନେଇ ମାୟବତୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଡ଼ା ଟିପ୍‌ପଣୀ କରିଛନ୍ତି । ଏହା ଏକ ଦୁଃଖଦ ଘଟଣା ଓ ଏହା ସରକାରଙ୍କ
Read More...

ରାଜଘାଟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାପୁଜୀଙ୍କୁ ଶ୍ରଦ୍ଧାଂଜଳି

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୧ତମ ଜୟନ୍ତୀ । ଏହି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଶିଷ୍ଟ ରାଜନେତାମାନେ
Read More...

ପାକିସ୍ତାନ ପକ୍ଷରୁ ଗୁଳି ବର୍ଷଣ ପରେ ଏଲ୍‌ଓସିରେ ପ୍ରଚଣ୍ଡ ଉତ୍ତେଜନା : ଭାରତ ବି ଦେଲା କଡ଼ା ଜବାବ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ଏଲ୍‌ଓସିରେ ତୋପ ବର୍ଷଣ ପରେ ପ୍ରଚଣ୍ଡ ଉତ୍ତେଜନା ଦେଖାଦେଇଛି । ପାକିସ୍ତାନର ଗୁଳି ବର୍ଷାରେ ୩ ଭାରତୀୟ ସେନା ଶହୀଦ ହୋଇଥିବା ସୂଚନା ରହିଛି । ଏହି ଉତ୍ତେଜନାରେ ଅନ୍ୟ ୫ ଜଣ ଜବାନ୍‌ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଜାମ୍ମୁ-କାଶ୍ମୀରରେ ନିୟନ୍ତଣ
Read More...

ଗାନ୍ଧୀ ଜୟନ୍ତୀରେ କୃଷକଙ୍କ ବୋବାଲ୍‌ : ପଞ୍ଜାବରେ ରେଳ ରୋକୋ, ଦିଲ୍ଲୀ ପର୍ଯ୍ୟନ୍ତ ଘେରାଓ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲ୍‌କୁ ନେଇ କୃଷକଙ୍କ ରୋଷ କମି ନାହିଁ । ଦେଶର ଅଲଗା ଅଲଗା ସ୍ଥାନରେ ଲଗାତାର୍‌ ବିରୋଧ ପ୍ରଦର୍ଶନ ଚାଲିଛି । ଆଜି ପଞ୍ଜାବରେ କୃଷକମାନଙ୍କ ଦ୍ୱାରା ରେଳ ରୋକୋ ଅଭିଯାନ ଜାରି ରହିଛି । ଏହା ସହ ଉତ୍ତରପ୍ରଦେଶ, ଦିଲ୍ଲୀର ଆଖପାଖ
Read More...

ଅଟଳ ସୁଡ଼ଙ୍ଗ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩, ୨୦୨୦ରେ ରୋହତଙ୍ଗସ୍ଥିତ ଅଟଳ ସୁଡଙ୍ଗକୁ ଉଦଘାଟନ କରିବେ ।ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ । ଏହାର ଦୈର୍ଘ୍ୟ ୯.୦୨ କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ
Read More...

‘ସ୍ୱଚ୍ଛତା କେ ୬ ସାଲ, ବେମିସାଲ’ : ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ

(ଏମଓଏଚୟୁଏ)ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ମିଶନର ୬ ବର୍ଷ ପୂର୍ତ୍ତି ପାଳନ କରିବ● ପ୍ରଭାବଶାଳୀ ସ୍ୱଚ୍ଛ ଭାରତ ମିଶନ ପାଇଁ ନୂଆ ପଦ୍ଧତି ଦର୍ଶାଇବା ଲାଗି ସଂକ୍ଷିପ୍ତ ଓ ସକ୍ରିୟ ଜିଆଇଏସ ପୋର୍ଟାଲ ପ୍ରଦର୍ଶନ କରିବେ ହରଦୀପ ସିଂହ ପୁରୀ● ବିଭିନ୍ନ ଭାରତୀୟ ସହରଗୁଡିକର କୋଭିଡ-୧୯
Read More...