Browsing Category
ଦେଶ ବିଦେଶ
ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ
● ଲଗାତର ଦଶମ ଦିନରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ରହିଛି● ଭାରତରେ ମୋଟ ସୁସ୍ଥ ପ୍ରାୟ ୫୩ ଲକ୍ଷ● ଗତ ୧୨ ଦିନରେ ୧୦ ଲକ୍ଷ ସୁସ୍ଥନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ୧୦ ଲକ୍ଷରୁ ତଳେ ରହିଛି । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ୧୦!-->…
Read More...
Read More...
ହାଥରସ୍ ଯିବା ବେଳେ ରାସ୍ତାରେ ରାହୁଲ ଓ ପ୍ରିୟଙ୍କାଙ୍କୁ ରୋକିଲା ପୋଲିସ : ଧସ୍ତାଧସ୍ତି, ଲାଠିଚାର୍ଜ
ନୂଆଦିଲ୍ଲୀ : ହାଥରସ୍ ଗେଙ୍ଗ୍ ରେପ୍ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସାରା ଦେଶରେ ସ୍ୱର ଉଠିଛି । ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀରୁ ହାଥରସ୍କୁ ବାହାରିଛନ୍ତି । ଦୁଇ ନେତାଙ୍କ କହିବା ଅନୁସାରେ ସେମାନେ!-->…
Read More...
Read More...
ଅଧିକ କାର୍ଯ୍ୟକଳାପ ଖୋଲିବାକୁ ଗୃହ ମନ୍ତ୍ରଣାଳୟର ନୂଆ ଗାଇଡ ଲାଇନ
● ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଉପରେ ନ୍ୟସ୍ତ କରାଗଲା● ୫୦% ଦର୍ଶକ କ୍ଷମତା ସହିତ ସିନେମା ହଲ/ଥିଏଟର/ମଲ୍ଟିପ୍ଲେକ୍ସ ଖୋଲିବାକୁ ଅନୁମତି● କଣ୍ଟେନମେଣ୍ଟ ଜୋନ ବାହାରେ ଅଧିକ କାର୍ୟ୍ୟକଳାପକୁ ଅନୁମତି● ୩୧ ଅକ୍ଟୋବର, ୨୦୨୦ ପର୍ୟ୍ୟନ୍ତ କଣ୍ଟେନମେଣ୍ଟ!-->…
Read More...
Read More...
ଘୋଷଣା ହେଲା ଅନ୍ଲକ୍-୫ ଗାଇଡ୍ ଲାଇନ୍ : ସ୍କୁଲ୍, କଲେଜ୍ ଖୋଲିବାରେ ନୂଆ ନିୟମ
ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲକ୍-୫କୁ ନେଇ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ମଧ୍ୟ ନିୟମ ରହିଛି । ଗୃହ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ରେ କୁହାଯାଇଛି ଯେ, ୧୫ ଅକ୍ଟୋବରରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସ୍କୁଲ ଓ କଲେଜ ଖୋଲାଯାଇ!-->…
Read More...
Read More...
ବାବ୍ରୀ ମସ୍ଜିଦ୍ ମାମଲାର ଶୁଣାଣି ଆସିବା ପରେ ପାକିସ୍ତାନ ଉଦ୍ଗାରିଲା ବିଷ
ନୂଆଦିଲ୍ଲୀ : ୬ ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସ୍ଜିଦ୍ ଭଂଗା ମାମଲାରେ ଆଜି ସିବିଆଇ ସ୍ୱତନ୍ତ୍ର ଅଦାତଲ ଶୁଣାଣି କରି ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଥିବା ବେଳେ ପାକିସ୍ତାନ ଉଦ୍ଗାରିଛି ବିଷ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାରେ!-->…
Read More...
Read More...
ବିଶ୍ୱଯୁଦ୍ଧ କ’ଣ ଆରମ୍ଭ ହୋଇଗଲା ? ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମହାଶକ୍ତିମାନେ ପ୍ରବେଶ କରିବା ନିଶ୍ଚିତ
ନୂଆଦିଲ୍ଲୀ : କରୋନା ସଂକଟ ସହ ସାରା ବିଶ୍ୱ ଲଢ଼ୁଛି । ଏଭଳି ଭୟାବହ ସମୟରେ କ’ଣ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି କି ବୋଲି ଏବେ ସାରା ବିଶ୍ୱରେ ଗୋଟିଏ ପ୍ରଶ୍ନ ଘୂରି ବୁଲୁଛି । ଭାରତ ଏବଂ ଚୀନ୍ ସୀମା ବିବାଦକୁ ନେଇ ସବୁବେଳେ ସାମ୍ନା ସାମ୍ନି ହେବା ଭଳି ଅବସ୍ଥା ଜାରି ରହିଛି । କେତେ ମାସ!-->…
Read More...
Read More...
ବାବରୀ ମସ୍ଜିଦ୍ ଧ୍ୱଂସ ମାମଲା : ଆଡ଼ଭାନୀ, ଜୋଷୀ, କଲ୍ୟାଣ ସିଂହ ସମେତ ୩୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଲଖ୍ନଉ : ୨୮ ବର୍ଷ ପୁରୁଣା ବାବ୍ରୀ ମସ୍ଜିଦ ଧ୍ୱଂସ ମାମଲାରେ ଲଖ୍ନଉ ସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତର ଜଜ୍ ସୁରେନ୍ଦ୍ର କୁମାର ଯାଦବ ଆଜି ଶୁଣାଣି କରିଛନ୍ତି । ଏହି ମାମଲାରେ ପେସ୍ କରାଯାଇଥିବା ସମସ୍ତ ପ୍ରମାଣକୁ ପର୍ଯ୍ୟାପ୍ତ ଭାବେ ଗ୍ରହଣ କରିନାହିଁ କୋର୍ଟ । ୨୩୦୦ ପୃଷ୍ଠା!-->…
Read More...
Read More...
ବାବରୀ ବିଧ୍ୱଂସ ମାମଲାର ଶୁଣାଣି ଏଇ ଅଳ୍ପ ସମୟ ମଧ୍ୟରେ : କୋର୍ଟକୁ ପହଂଚିଲେ ଜଜ୍
ଲଖ୍ନଉ : ବାବରୀ ବିଧ୍ୱଂସର ୨୮ ବର୍ଷ ପରେ ଆଜି ସ୍ପେସିଆଲ ସିବିଆଇ କୋର୍ଟର ଶୁଣାଣି ହେବ ଏଇ ଅଳ୍ପ ସମୟ ମଧ୍ୟରେ । ତେବେ ସ୍ପେସିଆଲ ସିବିଆଇ କୋର୍ଟର ଜଜ୍ ସୁରେନ୍ଦ୍ର ଯାଦବ କୋର୍ଟ ପହଂଚି ସାରିଛନ୍ତି । ଅଭିଯୁକ୍ତ ଚଂପତ ରାୟ ଏବଂ ବଜରଙ୍ଗ ଦଳର ପ୍ରକାଶ ଶର୍ମା, ରାମବିଳାସ ବେଦାନ୍ତି,!-->…
Read More...
Read More...
ଭାରତ ଦେଉନାହିଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ସଠିକ୍ ରିପୋର୍ଟ : ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ୱାସିଂଟନ୍ : ଭାରତ ଦେଉନାହିଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ସଠିକ୍ ରିପୋର୍ଟ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପ ଆରୋପ ଲଗାଇଛନ୍ତି । ନିର୍ବାଚନ ପୂର୍ବରୁ ଆୟୋଜିତ ପ୍ରଥମ ପ୍ରେସିଡେନ୍ସିଆଲ୍ ଡିବେଟ୍ରେ ଭାରତ ଉପରେ ଏଭଳି ଆରୋପ ପ୍ରଦର୍ଶନ କରିଛନ୍ତି । ସେ ନିଜର!-->…
Read More...
Read More...
‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ
• ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ରହିବ ବଡ ଭୂମିକା - ଧର୍ମେନ୍ଦ୍ର ପ୍ରଧାନ• ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ବିଦେଶୀ କମ୍ପାନୀକୁ ନିମନ୍ତ୍ରଣ• ଆଗାମୀ ଦିନରେ!-->…
Read More...
Read More...