Browsing Category

ଦେଶ ବିଦେଶ

ନୂତନ ଭାରତ ବଜାର ଶକ୍ତି ଉପରେ ନିର୍ଭର କରେ, ଏହା ଏବେ ନିବେଶର ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀ ହେବ :…

ନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ବିରୋଧରେ ଭାରତ ସାତ ମାସ ଧରି ସଂଗ୍ରାମ ଜାରି ରଖିଆସିଛି । ଗତ ମାର୍ଚ୍ଚ ମାସରେ ପ୍ରଥମେ ଲକଡାଉନ୍ ଘୋଷଣା କରାଯାଇଥିଲା।ପ୍ରଧାନମନ୍ତ୍ରୀ କହିଛ‌ନ୍ତି ଯେ, ମୁଁ ଦୃଢ଼ ନିଶ୍ଚିତ ଏକଥାରେ ଆମେ ସଭିଏଁ ସହମତ ହେବା ଯେ ଏହି ଭୂତାଣୁ ସଂପର୍କରେ ପୂର୍ବରୁ
Read More...

ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ଜାପାନ ମଧ୍ୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଓ ସହଯୋଗ ନେଇ ରାଜିନାମା (ଆଇସିଟି) ଅନୁମୋଦିତ ହୋଇଛି । ଏହାଫଳରେ ଭାରତ-ଜାପାନ
Read More...

ଝୋଟ ସାମଗ୍ରୀରେ ବାଧ୍ୟତାମୂଳକ ପ୍ୟାକେଜିଂ ସମ୍ବନ୍ଧୀୟ ନିୟମର ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି

• ଓଡ଼ିଶା ସମେତ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ମିଳିବ ଲାଭ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି(ସିସିଇଏ) ବିଭିନ୍ନ ପ୍ରକାରର ଝୋଟ ଅଖାରେ ଶତ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି
Read More...

ଫ୍ରାନ୍ସର ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ : ମହିଳାଙ୍କୁ ଛୁରୀରେ ଗଳା କାଟି ହତ୍ୟା, ୩ ମୃତ

ନିସ୍‌ : ଫ୍ରାନ୍ସର ନିସ ସହରରେ ଅବସ୍ଥିତ ଏକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ଏହି ଆକ୍ରମଣରେ ସମୁଦାୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଚୁହାଯାଇଛି । ଆତଙ୍କବାଦୀ ଜଣେ ମହିଳାଙ୍କ ଗଳା କାଟିବା ସହ 'ଆଲ୍ଲାହୁ ଆକବର' କହି ଅନ୍ୟ ୨ ଜଣଙ୍କ ଜୀବନ ନେଇଥିବା
Read More...

ଇମ୍ରାନ ଖାନ୍‌ କରାଇଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ, ଫୱାଦ ଚୌଧୁରୀଙ୍କ ବଡ ବିବୃତ୍ତି

ଇସ୍‌ଲାମାବାଦ : ଇମ୍ରାନ ଖାନ୍‌ କରାଇଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବୋଲି ଫୱାଦ ଚୌଧୁରୀଙ୍କ ବଡ ବିବୃତ୍ତି ସାମ୍‌ନାକୁ ଆସିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ଏକ ପ୍ରକାର ସ୍ୱୀକାର କରିଛି । ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଫୱାଦ୍ ଚୌଧୁରୀ ପୁଲୱାମା ଆକ୍ରମଣକୁ ଏକ
Read More...

କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସାଂସଦ ଅନୁ ଟଣ୍ଡନ

ଲକ୍ଷ୍ନୌ : ଦଳର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶ ଉନ୍ନାଓର ପୂର୍ବତନ ସାଂସଦ ଅନୁ ଟଣ୍ଡନ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ରାଜ୍ୟସ୍ତରୀୟ ନେତାମାନେ ଠିକ୍‌ ଭାବେ କାର୍ୟ୍ୟ କରୁନାହାନ୍ତି ଦର୍ଶାଇ କଂଗ୍ରେସ ଦଳରୁ ସେ ଓହରି ଯାଇଥିବା ସୂଚନାରେ କୁହାଯାଇଛି । ସୂଚନା
Read More...

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗା‌ନ୍ଧୀନଗର : ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ(୯୨)ଙ୍କ ପରଲୋକ ହୋଇଯାଇଛି । କିଛିଦିନ ଆଗରୁ ସେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ଆଜି ସକାଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା
Read More...

ତାଇୱାନରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ବାୟୁସେନା ପାଇଲଟଙ୍କ ମୃତ୍ୟୁ

ତାଇପେଇ : ଗୁରୁବାର ସକାଳେ ଏକ ଟ୍ରେନିଂ ଅପରେସନ୍ ସମୟରେ ତାଇୱାନର ଏଫ୍‌-୫ଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିବାନୁସାରେ, ଦୁର୍ଘଟଣାର
Read More...

ମୂର୍ତ୍ତି ବିସର୍ଜନ ବେଳେ ଗୁଳିକା‌ଣ୍ଡକୁ ନେଇ ଥାନାରେ କ୍ରୋଧିତ ଲୋକେ ଲଗାଇଲେ ନିଆଁ

ମୁଙ୍ଗେର : ବିହାରର ମୁଙ୍ଗେରରେ ମୂର୍ତ୍ତି ବିସର୍ଜନ ଘଟଣାକୁ ନେଇ ଆଜି ପୁଣି ବୋବାଲ୍‌ ହୋଇଛି । କ୍ରୋଧିତ ଲୋକେ ପୂର୍ବ ସରାୟ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆଜି ଶହ ଶହ ଯୁବକ ରାସ୍ତାରେ ଯାଇ ମୂର୍ତ୍ତି ବିସର୍ଜନ ବେଳେ ହୋଇଥିବା ହିଂସାକୁ ବିରୋଧ
Read More...

ଫିଲାଡେଲ୍‌ଫିଆରେ ପୋଲିସ ଗୁଳିରେ କଳା ନାଗରିକଙ୍କ ହତ୍ୟା : ହିଂସା ଏବଂ ଅଗ୍ନିକାଣ୍ଡ ପରେ ସହରରେ କର୍ଫ୍ୟୁ ଲାଗୁ

ଫିଲାଡେଲ୍‌ଫିଆ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଣେ କଳା ନାଗରିକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ହଜାର ହଜାର ଲୋକ ଫିଲାଡେଲ୍‌ଫିଆ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଏବଂ ହିଂସା ଘଟଣା ସାମ୍ନାକୁ ଆସିଛି ।
Read More...