Browsing Category
ଦେଶ ବିଦେଶ
ଅଧିକ କରୋନା ନମୁନା ପରୀକ୍ଷା, ପ୍ରତି ଦଶ ଲକ୍ଷ ଲୋକରେ କମ୍ ସଂଖ୍ୟକ ପଜିଟିଭ ଓ କମ୍ ମୃତ୍ୟୁ ସଂଖ୍ୟା ବଜାୟ ରଖିଥିବା ଦେଶ…
● ଦେଶରେ ଜାରି ରହିଛି କମ୍ ସଂଖ୍ୟକ ପଜିଟିଭର ଧାରା
ନୂଆଦିଲ୍ଲୀ, (ପିଆଇବି) : ନିର୍ଦ୍ଦିଷ୍ଟ ରଣନୀତି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମିଳିତ ଭାବେ ଗ୍ରହଣ କରିଥିବା ମୁକାବିଲା ନୀତି ଯୋଗୁ ଭାରତ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ କମ୍ ସଂଖ୍ୟକ ପଜିଟିଭ୍ ଓ କମ୍!-->!-->!-->…
Read More...
Read More...
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ : ନିଜେ ଟ୍ୱିଟ୍ କରି ଦେଲେ ସୂଚନା
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ତାଙ୍କ ସହ ଯୋଗାଯୋଗ କରିଛନ୍ତି ସେମାନେ ଯଥାଶୀଘ୍ର ସେମାନଙ୍କ କରୋନା ପରୀକ୍ଷା କରିନିଅନ୍ତୁ ।
Read More...
Read More...
ରୁଷ୍ର କରୋନା ଭାଇରସ୍ ଟୀକା ସ୍ପୁଟନିକ୍ ଭି : ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ
ମସ୍କୋ : ରୁଷ୍ରେ ନିର୍ମିତ କରୋନା ଭୂତାଣୁର ଏକ ଟୀକା ସ୍ପୁଟନିକ୍ ଭି ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ । ଏହି ଟୀକା ସୃଷ୍ଟି କରିଥିବା ଗମ୍ଲେୟା ଗବେଷଣା କେନ୍ଦ୍ରର ମୁଖ୍ୟ ଆଲେକ୍ସଜାଣ୍ଡାର୍ ଗିଣ୍ଟବର୍ଗ ସୋମବାର ଏହି ସୂଚନା ଦେଇଛନ୍ତି । ସେ!-->…
Read More...
Read More...
ଇଥିଓପିଆର ସୁରି ଜନଜାତିର କିଛି ଜାଣିବା କଥା : ବିବାହ ପାଇଁ ହୁଏ ରକ୍ତାକ୍ତ ସଂଘର୍ଷ, ଝିଅମାନେ ଦାନ୍ତ ଭାଙ୍ଗି ସୁନ୍ଦରୀ…
ଇଥିଓପିଆ : ଆଫ୍ରିକାର ଇଥିଓପିଆରେ ବହୁ ପ୍ରାଚୀନ ଜନଜାତି ବସବାସ କରନ୍ତି । ଏଠାରେ ଗୋଟିଏ ପାର୍ଶ୍ୱରେ ଖୁଙ୍କାର ମୁର୍ସି ଜନଜାତି ଏବଂ ଅନ୍ୟ ପଟେ ସୁରି ସମ୍ପ୍ରଦାୟ, ଯେଉଁଠାରେ ସୌନ୍ଦର୍ୟ୍ୟର ସମୀକରଣ ଜଗତର ଅନ୍ୟମାନଙ୍କଠାରୁ ଭିନ୍ନ । ବିବାହ କରିବାକୁ ମଧ୍ୟ ପୁଅମାନଙ୍କୁ ବୀରତ୍ୱର ପରିଚୟ!-->…
Read More...
Read More...
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଦେଲେ ଶାନ୍ତି ପ୍ରସ୍ତାବ
ଇସଲାମାବାଦ : ନୱାଜ ସରିଫଙ୍କ ନେତୃତ୍ୱରେ ବିରୋଧୀ ଦଳର ଭୟଙ୍କର ଆକ୍ରମଣ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଭାରତକୁ ଶାନ୍ତି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏହି ଶାନ୍ତି ପ୍ରସ୍ତାବରେ ଇମ୍ରାନ ଖାନ ମଧ୍ୟ କାଶ୍ମୀରକୁ ସମର୍ଥନ କରି କହିଛନ୍ତି ଯେ, ଶାନ୍ତି ପାଇଁ!-->…
Read More...
Read More...
ଭାରତରେ ‘ଲଭ୍ ଜେହାଦ୍’ : ଧାର୍ମିକ କୁସଂସ୍କାର ବିରୋଧରେ ବିପ୍ଳବ ଆଉ କେବେ ?
ନୂଆଦିଲ୍ଲୀ : ଭାରତରେ ଏବେ ବି 'ଲଭ୍ ଜେହାଦ୍' ଭଳି କୁସଂସ୍କାର ଚାଲିଛି, ଯାହା ଅତ୍ୟନ୍ତ ପରିତାପର ବିଷୟ । ସତରେ ଯେମିତି ସମାଜକୁ ପକ୍ଷାଘାତ ହୋଇଯାଇଛି । ଯଦି ଏଭଳି ଧାର୍ମିକ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ନହୁଏ, ହୁଏତ ଆଗାମୀ ସମୟରେ ସମୟ କାହାକୁ ବି କ୍ଷମା ଦେଇ ନପାରେ ।
!-->!-->!-->…
Read More...
Read More...
‘ଇଣ୍ଡିଆ ଏନର୍ଜି ଫୋରମ’ର ଚତୁର୍ଥ ସଂସ୍କରଣର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ : କରୋନା ପରବର୍ତ୍ତୀ…
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ• କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ସାଉଦିଆରବର ଉର୍ଜା ମନ୍ତ୍ରୀ, ଆମେରିକାର ଉର୍ଜାସଚିବ ଏବଂ ବିଶ୍ୱର ପ୍ରମୁଖ ଶିଳ୍ପ ସିଇଓ• ଦ୍ୱିତୀୟ ଦିନରେ ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡା. ଡାନିଏଲ୍ ୟରଗେନଙ୍କ ଲିଖିତ!-->…
Read More...
Read More...
ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀମାନଙ୍କ ସହିତ ଭାବବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ନୂଆଦିଲ୍ଲୀ, (ପିଆଇବି) : ଏବେ ମୁଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସମୟରେ ଅନୁଭବ କଲି ଯେ ସମସ୍ତଙ୍କ ମଧ୍ୟରେ ଏକପ୍ରକାରର ଖୁସି ଓ ଆନନ୍ଦ ରହିଛି ।ପୂର୍ବରୁ ଚାକିରି ପେସାରେ ଥିବା ଲୋକମାନଙ୍କୁ ମଧ୍ୟ ଋଣ ନେବା ପାଇଁ ବ୍ୟାଙ୍କ ଦ୍ୱାରକୁ!-->…
Read More...
Read More...
ସୁରକ୍ଷା କର୍ମୀଙ୍କ ଦ୍ୱାରା ଏନ୍କାଉଣ୍ଟର
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ବଡଗାମର ଆରିବାଗ ମାଚମା ଅଂଚଳରେ ପହଂଚି ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ୨ ଆତଙ୍କବାଦୀଙ୍କ!-->…
Read More...
Read More...
ତିନି ମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ
● ୧୧ ସପ୍ତାହ ପରେ ସକ୍ରିୟ ମାମଲା ୬.୨୫ ଲକ୍ଷ
ନୂଆଦିଲ୍ଲୀ, (ପିଆଇବି) : ଦେଶ କୋଭିଡ ବିରୁଦ୍ଧରେ ଆରମ୍ଭ କରିଥିବା ସଂଗ୍ରାମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୦୦ରୁ କମ (୩୬,୪୭୦) ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇ ୧୮ରେ ୩୪,୮୮୪!-->!-->!-->…
Read More...
Read More...