Browsing Category
ଦେଶ ବିଦେଶ
କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁନର୍ବାର କରୋନା ସଂକ୍ରମିତ ହୋଇପାରନ୍ତି, ଆଣ୍ଟିବଡି ହେଉଛି ପ୍ରଭାବହୀନ :…
ଲଣ୍ଡନ : କରୋନା ଜୀବାଣୁରୁ ମୁକ୍ତି ପାଇଥିବା ଲୋକମାନେ ପୁନର୍ବାର ଏହି ବିଶ୍ୱ ମହାମାରୀର ଶିକାର ହୋଇପାରନ୍ତି । ବ୍ରିଟିଶ ଅନୁସନ୍ଧାନକାରୀମାନେ ଦାବୀ କରିଛନ୍ତି ଯେ ଆଣ୍ଟିବଡି, ଯାହା କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ ତାହା ଶୀଘ୍ର ହ୍ରାସ ପାଉଛି । ଏହି!-->…
Read More...
Read More...
ଭାରତର ୫ ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ବିପଦରେ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚେତାବନୀ
ନୂଆଦିଲ୍ଲୀ : ୟୁରୋପୀୟ ଦେଶମାନଙ୍କରେ କରୋନା ଭାଇରସ୍ ପୁଣି ଥରେ ବିପଦ ସୃଷ୍ଟି କରିଛି । ୟୁରୋପର ଦେଶମାନଙ୍କରେ ହଠାତ୍ କରୋନା ମାମଲାରେ ବୃଦ୍ଧି ଘଟିଛି । କିଛି ସମୟ ପାଇଁ ଚୁପ୍ ରହିଥିଲା, ଅଥଚ ପୁଣି ଏବେ ମୁଣ୍ଡ ଟେକିଛି । ଏ ବିଷୟରେ ସୂଚନା ଦେଇ ନୀତି ଆୟୋଗର ସଦସ୍ୟ ଡା. ଭି.କେ. ପାଲ!-->…
Read More...
Read More...
ଛାଡପତ୍ର ପାଇବା ପାଇଁ ସ୍ୱାମୀଙ୍କ ବ୍ୟକ୍ତିଗତ ଅଂଗ କାଟିବାକୁ ଚାହୁଁଥିଲେ ପତ୍ନୀ : ସ୍ୱାମୀଙ୍କ ଅଭିଯୋଗ
ପୁଣେ : ମହାରାଷ୍ଟ୍ରର ପୁଣେରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ନିଜ ପତ୍ନୀ ଏବଂ ପ୍ରେମିକଙ୍କ ବିରୋଧରେ ମାଲୱାଡି ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କୁ ଅସମର୍ଥ କରିବାକୁ ଚେଷ୍ଟା କରିଥିଲେ, ଯାହା ଦ୍ୱାରା ସେହି!-->…
Read More...
Read More...
ଭାରତ ସରକାର ଦ୍ୱାରା ପାକିସ୍ତାନରେ ରହିଥିବା ୧୮ ଅପରାଧୀ ଆତଙ୍କବାଦୀ ଘୋଷିତ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ପାକିସ୍ତାନରେ ରହିଥିବା ପଳାତକ ଆତଙ୍କବାଦୀ କିମ୍ବା ସେମାନଙ୍କ ସହଯୋଗୀଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଏଥିମଧ୍ୟରେ ୧୯୯୩ ମୁମ୍ବାଇ କ୍ରମିକ ବିସ୍ଫୋରଣ, ମୁମ୍ବାଇ ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣ, ୨୦୧୬ ପଠାନକୋଟ ଆଇଏଏଫ ବେସ ଆକ୍ରମଣ, ୧୯୯୯ ଆଇସି!-->…
Read More...
Read More...
ପାକିସ୍ତାନର ମଦ୍ରାସାରେ ବୋମା ବିସ୍ଫୋରଣ : ୭ ମୃତ, ୭୦ ଆହତ
ପେଶୱାର : ପାକିସ୍ତାନର ଏକ ମଦ୍ରାସାରେ ବୋମା ବିସ୍ଫୋରଣ ଘଟିଛି । ସେଥିରେ ଅତି କମରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି । ଏହି ଆକ୍ରମଣ ପାକିସ୍ତାନର ଖଇବର-ପଖ୍ତୁନ୍ଖ୍ୱାହ ପ୍ରଦେଶର ପେଶୱାର ସହରରେ ଘଟିଛି।ଡାକ୍ତରଖାନା ଅଧିକାରୀଙ୍କ ଅନୁଯାୟୀ,!-->…
Read More...
Read More...
ଗୁଜୁରାଟୀ ଚଳଚ୍ଚିତ୍ର ଅଭିନେତା ନରେଶ କାନୋଡିଆଙ୍କ କରୋନାରେ ପରଲୋକ
ଗୁଜୁରାଟ : ଗୁଜୁରାଟୀ ଚଳଚ୍ଚିତ୍ର ସୁପରଷ୍ଟାର ନରେଶ କାନୋଡିଆ(୭୭)ଙ୍କ କୋଭିଡ଼ ସଂକ୍ରମଣରେ ମୃତ୍ୟୁ ଘଟିଥିବା ଖବର ମିଳିଛି । ଚାରି ଦିନ ଧରି ଅହମ୍ମଦାବାଦର ୟୁଏନ୍ ମେହେଟା ଇନଷ୍ଟିଚ୍ୟୁଟରେ ସେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।!-->…
Read More...
Read More...
ଭାରତ-ଆମେରିକା କଥାବାର୍ତ୍ତା ଚୀନ୍ ପାଇଁ ଅସୁବିଧା ବଢ଼ାଇ ପାରେ ?
ନୂଆଦିଲ୍ଲୀ : ଜେନେରାଲ ମାର୍ଟିନ ଡେମ୍ପସି ୨୦୧୪ରେ ଆମେରିକୀୟ ଷ୍ଟାଫ୍ ଭାବରେ ଅବସର ନେବା ପୂର୍ବରୁ ଚୀନ୍ ବିଷୟରେ କହିଥିଲେ ଯେ, ଖୋଲାଖୋଲି ଭାବରେ ଆମେରିକା ଚୀନ୍କୁ ସାମ୍ନା କରିବାକୁ ବାଧ୍ୟ ହୋଇପାରେ। ତାଙ୍କର ସେଇ କଥା ଆଜି ପ୍ରମାଣିତ ହେଉଛି ।ଚୀନ୍ ସହିତ ବିବାଦରେ ଆମେରିକା ଭାରତ ପାଇଁ!-->…
Read More...
Read More...
ବିହାର ସରକାରଙ୍କୁ ନିନ୍ଦା କଲେ ସୋନିଆ ଗାନ୍ଧୀ ଭିଡିଓ ବାର୍ତ୍ତାରେ
ନୂଆଦିଲ୍ଲୀ : ଅକ୍ଟୋବର ୨୮ ରେ ବିହାର ପ୍ରଥମ ପର୍ୟ୍ୟାୟ ମତଦାନକୁ ଯିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରି ବିହାର ଲୋକଙ୍କୁ ସରକାରଙ୍କ ବିରୋଧରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଯାହାର କାର୍ୟ୍ୟ ଓ ଉଦ୍ଦେଶ୍ୟ ସନ୍ଦେହଜନକ, ତାକୁ!-->…
Read More...
Read More...
ଡ୍ରାଗନର ଧମକକୁ ନେଇ ଆମେରିକା ତାଇୱାନକୁ ମାରାତ୍ମକ ହରପନ୍ କ୍ଷେପଣାସ୍ତ୍ର ଦେବ
ୱାଶିଂଟନ୍ : ଚୀନ୍ର ବିପଦକୁ ଖାତିର ନକରି ଆମେରିକା ଟ୍ରମ୍ପ ପ୍ରଶାସନ ତାଇୱାନକୁ ୨.୩୭ ବିଲିୟନ ଡଲାରର ମାରାତ୍ମକ ହରପନ୍ କ୍ଷେପଣାସ୍ତ୍ର ଚୁକ୍ତି ଅନୁମୋଦନ କରିଛି । ଆମେରିକାର ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀଙ୍କ ବିରୋଧରେ ଚୀନ୍ର ପ୍ରତିବନ୍ଧକ ଘୋଷଣା କରିବା ପରେ ଟ୍ରମ୍ପ ପ୍ରଶାସନ ଏହି!-->…
Read More...
Read More...
ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
• ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବାର ନିକଟବର୍ତ୍ତୀ : ପ୍ରଧାନମନ୍ତ୍ରୀ• ଭାରତର ଇନ୍ଧନ ଯୋଜନା ସ୍ଥାୟୀ ବିକାଶ ପ୍ରତି ବୈଶ୍ୱିକ ପ୍ରତିବଦ୍ଧତାକୁ ପୂରଣ କରିବା ସହିତ ଇନ୍ଧନ ନ୍ୟାୟ ସୁନିଶ୍ଚିତ କରିବା ପ୍ରତି ଲକ୍ଷ୍ୟବଦ୍ଧ• ଭାରତର ଇନ୍ଧନ କ୍ଷେତ୍ର!-->…
Read More...
Read More...