Browsing Category

ଦେଶ ବିଦେଶ

ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

• ଦୀପାବଳି ପାଇଁ ସ୍ଥାନୀୟ ସାମଗ୍ରୀ କିଣିବାକୁ ଜନତାଙ୍କୁ ଆହ୍ୱାନ• ବାରାଣସୀର ସଂଯୋଗ ବ୍ୟବସ୍ଥା ଉପରେ ସରକାର ସର୍ବଦା ଅଗ୍ରାଧିକାର ଦେଉଛନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ
Read More...

୩୭ ଦିନ ଧରି ଭାରତରେ ନୂଆ କରୋନା ମାମଲାକୁ ପଛରେ ପକାଇ ଚାଲିଛି ଆରୋଗ୍ୟ ସଂଖ୍ୟା

• ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି ନୂଆଦିଲ୍ଲୀ, (ପିଆଇବି) : ଦ୍ୱିତୀୟ ଦିନ ପାଇଁ ଭାରତରେ ନୂଆ କରୋନା ମାମଲା ଗତକାଲି ୨୪ ଘଣ୍ଟାରେ ୫୦,୦୦୦ ଡେଇଁ ନାହିଁ । ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ ଲୋକ କୋଭିଡ-୧୯ ପଜିଟିଭ ଚିହ୍ନଟ
Read More...

ଭାରତୀୟଙ୍କ ପାଇଁ ଗୌରବର କଥା : ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ…

‌ୱାଶିଂଟନ୍‌ : ଭାରତୀୟଙ୍କ ପାଇଁ ଗୌରବର କଥା । ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ କମଳା ହ୍ୟାରିସ୍‌ । ତା‌ଙ୍କ ପୂରା ନାମ କମଳାଦେବୀ ହ୍ୟାରିସ୍ । ମାତା ହେଉଛ‌ନ୍ତି ଶ୍ୟାମଳା ଗୋପାଳନ ଓ ବାପା ଡୋନାଲ୍ଡ ଜେ. ହ୍ୟାରିସ୍ ।
Read More...

ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଦେଲେ ହାଇକୋର୍ଟ

ମୁ‌ମ୍ବାଇ : ମୁ‌ମ୍ବାଇ ହାଇକୋର୍ଟ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିବା ଘଟଣାରେ ଅର୍ଣ୍ଣବଙ୍କୁ ରାୟଗଡ ପୋଲିସ ଗିରଫ କରିଛି । ସେ ବର୍ତ୍ତମାନ ଚଉଦ ଦିନ ପାଇଁ ନ୍ୟାୟିକ ହେପାଜତରେ ଅଛନ୍ତି। ଏହାର
Read More...

ଅରୁଣାଚଳ ନିକଟସ୍ଥ ବ୍ରହ୍ମପୁତ୍ର ନଦୀ ଉପରେ ନୂତନ ବନ୍ଧ ନିର୍ମାଣ କରିବାକୁ ଯାଉଛି ଚୀନ୍ : ଭାରତ ସହ ବଢ଼ିପାରେ ବିବାଦ

ନୂଆଦିଲ୍ଲୀ : ଚୀନ୍ ଲଦାଖରେ ଭାରତୀୟ ସେନା‌ଙ୍କ ଠାରୁ ତଡ଼ା ଖାଇଥିବା ବେଳେ ଚୀନ୍ ବର୍ତ୍ତମାନ ଉତ୍ତର-ପୂର୍ବରେ ଉତ୍ତେଜନା ବୃଦ୍ଧି କରିବାର କାରଣ ଖୋଜୁଛି । ଅରୁଣାଚଳ ପ୍ରଦେଶର ସୀମାରେ ଏୟାରବେସ୍ ଏବଂ ରେଳ ନେଟୱାର୍କର ସମ୍ପ୍ରସାରଣ ପରେ ଜିନପିଙ୍ଗ ପ୍ରଶାସନ ବର୍ତ୍ତମାନ ଏକ ନୂତନ ବନ୍ଧ
Read More...

ନୃଶଂସତା : ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

ବାଲିଆ : ଉତ୍ତର ପ୍ରଦେଶର ବାଲିଆରେ ଘଟିଛି ଏକ ନୃଶଂସ ଘଟଣା । ଜଣେ ଯୁବକ‌ର ଦୁର୍ବ୍ୟବହାରକୁ ବିରୋଧ କରିବାରୁ ଏକ ୯ମ ଶ୍ରେଣୀର ଛାତ୍ରୀଙ୍କୁ ଗତ ଶୁକ୍ରବାର ଦିନ ଜୀଅନ୍ତା ଜାଳି ଦେଇଛି ସଂପୃ‌କ୍ତ ଯୁବକ । ନିରୀହ ଛାତ୍ରୀ ଜଣକ ୭୫ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କୁ ବାରାଣାସୀର
Read More...

କାଶ୍ମୀରରେ ସେନା କ୍ୟାପଟେନ ଶହୀଦ : ୩ ଆତଙ୍କବାଦୀ ନିହତ

ନୂଆଦି‌ଲ୍ଲୀ : ରବିବାର ରାତିରେ ପାକିସ୍ତାନୀ ଆତଙ୍କବାଦୀମାନେ କାଶ୍ମୀରର କୁପୱାରା ଜିଲ୍ଲାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି । ମାକିଲ ସେକ୍ଟରରେ ପାକିସ୍ତାନୀ ସୀମା ନିକଟରେ ଅନୁପ୍ରବେଶକୁ ରୋକିବା ପାଇଁ ସେନା ଏବଂ ସୀମା ସୁରକ୍ଷା ବଳ ମିଳିତ ଅପରେସନ୍ ଆରମ୍ଭ
Read More...

ନକଲି ସୁନାର କମାଲ୍‌ : ବ୍ୟାଙ୍କରେ ବନ୍ଧକ ରଖି କୋଟି କୋଟି ଟଙ୍କାର ଋଣ ଠକେଇ

ସୁରଟ : ନକଲି ସୁନାର କମାଲ୍‌ ଶୁଣିଲେ ତାଜୁବ୍‌ ହୋଇଯିବେ । ନକଲି ସୁନା ବ‌ନ୍ଧକ ରଖ କୋଟି କୋଟି ଟ‌ଙ୍କାର ଋଣ ଠକେଇ ହୋଇଥିବା ଭଳି ଏକ ଗୁରୁତର ଅଭିଯୋଗ ସାମ୍‌ନାକୁ ଆସିଛି । ଗୁଜୁରାଟର ସୁରଟରେ ନକଲି ସୁନା ଦେଇ ୩୦ ଜଣ ଗ୍ରାହକ ୪୧ ଥର ସୁନା ବନ୍ଧକ ରଖି ଋଣ ନେଇଥିବା ଜଣାପଡ଼ିଛି ।
Read More...

ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

● ହାଜିରା ଓ ଗୁଜରାଟର ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବାର କଲେ ଶୁଭାରମ୍ଭ● ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ କଲେ ନାମିତ● ବିଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ ତା’ର ସାମୁଦ୍ରିକ ବାଣିଜ୍ୟ ସାମର୍ଥ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିଛି:
Read More...

ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ
Read More...