Browsing Category
ଦେଶ ବିଦେଶ
କ୍ରମାଗତ ପଞ୍ଚମ ଦିନରେ ଭାରତରେ ୫୦ ହଜାରରୁ କମ୍ ନୂତନ ମାମଲା
● ଦେଶରେ ସକ୍ରିୟ କରୋନା ମାମଲା ୪.୯ ଲକ୍ଷରୁ କମ, ମୋଟ ପଜିଟିଭ୍ ମାମଲା ୫.୬୩%କୁ ହ୍ରାସ
ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ଗତ କାଲି ୨୪ ଘଣ୍ଟାରେ ନୂଆ କରୋନା ମାମଲା ୫୦ ହଜାରକୁ ଅତିକ୍ରମ କରିନାହିଁ । ଗତ କାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୯୦୫ ଜଣ!-->!-->!-->…
Read More...
Read More...
୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପିଏଲ୍ଆଇ ସ୍କିମ୍ କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
• ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ ବଢିବ ଏବଂ ଏହା ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ
ନୂଆଦିଲ୍ଲୀ, (ପିଆଇବି) : ଆତ୍ମନିର୍ଭର ଭାରତ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ!-->!-->!-->…
Read More...
Read More...
ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ
• ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ପ୍ରତି ଗୁରୁତ୍ୱାରୋପ କରିବା ସବୁଠୁ ବଡ଼ ସଂସ୍କାର• ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲର କଟକ ବେଞ୍ଚ କାର୍ୟ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ!-->!-->!-->…
Read More...
Read More...
ଏନଡିଏ ଏବଂ ଗ୍ରାଣ୍ଡ ଆଲାଏନ୍ସ ମଧ୍ୟରେ କଡ଼ା ଟକ୍କର : ଭୋଟ ବ୍ୟବଧାନ କମୁଛି
ରାଂଚି : ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ମିଳିତ ମଞ୍ଚ ୧୦୯ ଟି ଆସନରେ ଏବଂ ଗ୍ରାଣ୍ଡ ଆଲାଏନ୍ସ ୧୦୬ ଟି ଆସନରେ ଆଗୁଆ ରହିଛି । ଏନଡିଏ ସହଯୋଗୀ ଦଳ ଏବଂ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି ।
ଏଥି ସହିତ, ଏଆଇଏମ୍ଆଇଏମ୍ ୧ ଟି ସିଟ୍ ଜିତିଛି ଏବଂ!-->!-->!-->…
Read More...
Read More...
ପରାଜୟ ପାଇଁ ଟ୍ରମ୍ପ ଗଣମାଧ୍ୟମକୁ ଦାୟୀ କଲେ : କହିଲେ, ଏମାନଙ୍କୁ ନିର୍ବାଚନରେ ହସ୍ତକ୍ଷେପରୁ ଦୂରେଇ ରଖାଯାଉ
ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପାଇଁ ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ସ୍ରୋତର ଗଣମାଧ୍ୟମକୁ ଦାୟୀ କରିଛନ୍ତି । ଗଣମାଧ୍ୟମକୁ ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ ସେ ଦାବୀ କରିଛନ୍ତି । ସୋମବାର ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନିର୍ବାଚନରେ ଗଣମାଧ୍ୟମର ମନୋଭାବ!-->…
Read More...
Read More...
ବ୍ରାଜିଲ ଦେଲା ଚୀନ୍କୁ ବଡ଼ ଝଟକା : ସିନୋଭାକ୍ କରୋନା ଟୀକା ପରୀକ୍ଷଣ ସ୍ଥଗିତ
ରିଓ ଡି ଜେନେରିଓ : ଚୀନ୍କୁ ଝଟକା ଦେଇ ବ୍ରାଜିଲ ସିନୋଭାକ କମ୍ପାନୀର କରୋନା ଭାଇରସ ଟୀକା କରୋନାଭେକର ପରୀକ୍ଷାକୁ ସ୍ଥଗିତ ରଖିଛି । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି ଯେ, ଟୀକା ଦ୍ୱାରା ହୋଇଥିବା ପ୍ରତିକୂଳ ଘଟଣା ପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏହି ଘଟଣା ୨୯ ଅକ୍ଟୋବରରେ!-->…
Read More...
Read More...
ଗୁଗୁଲ୍ ରିପୋର୍ଟ : ଗୁଡ଼ ମର୍ଣ୍ଣିଙ୍ଗ୍ ମେସେଜ୍ରେ ଭାରତର ୩୦ ପ୍ରତିଶତ ଲୋକଙ୍କ ସ୍ମାର୍ଟଫୋନ୍ ମେମୋରି ଫୁଲ୍
ନୂଆଦିଲ୍ଲୀ : ଗୁଗୁଲ୍ର ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ମାନେ ପ୍ରତିଦିନ ସକାଳେ ଏତେ ଗୁଡ଼ ମର୍ଣ୍ଣିଙ୍ଗ୍ ମେସେଜ୍ ପଠାନ୍ତି ଯେ ଏହି ବାର୍ତ୍ତାରେ ଏବଂ ଚିତ୍ରରେ ଭାରତର ୩୦ ପ୍ରତିଶତ ଲୋକଙ୍କ ସ୍ମାର୍ଟଫୋନ୍ ମେମୋରି ଫୁଲ୍ ହୋଇଯାଏ ।
Read More...
Read More...
କେରଳ : ଡଙ୍ଗାରେ ଲାଗିଲା ନିଆଁ, ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କଲେ ନାବିକମାନେ
କେରଳ : ସୋମବାର କେରଳର କାଳିଅମ ସମୁଦ୍ରରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଥିଲା ବେଳେ ଦେଖୁ ଦେଖୁ ନିଆଁ ଡଙ୍ଗାରେ ଅତି ଶୀଘ୍ର ବ୍ୟାପିବାରେ ଲାଗିଥିଲା । ନାବିକମାନେ କୌଣସି ପ୍ରକାରେ ଡଙ୍ଗାରୁ ସମୁଦ୍ରକୁ ଡେଇଁ ନିଜ ନିଜ ଜୀବନ ରକ୍ଷା କରିଥିଲେ । ଖୁସିର କଥା, ଏହି ଦୁର୍ଘଟଣାରେ କୌଣସି!-->…
Read More...
Read More...
୨୦୨୧-୨୨ରୁ ୨୦୨୫-୨୬ ପର୍ୟ୍ୟନ୍ତ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପଞ୍ଚଦଶ ଅର୍ଥ ଆୟୋଗ
ନୂଆଦିଲ୍ଲୀ, (ପିଆଇବି) : ପଞ୍ଚଦଶ ଅର୍ଥ ଆୟୋଗଙ୍କ ପକ୍ଷରୁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ଗତକାଲି ୨୦୨୧-୨୨ରୁ ୨୦୨୫-୨୬ ପର୍ୟ୍ୟନ୍ତ ୫ବର୍ଷ ଅବଧିର ରିପୋର୍ଟ ପ୍ରଦାନ କରାଯାଇଛି । ଆୟୋଗର ଅଧ୍ୟକ୍ଷ ଶ୍ରୀ ଏନ୍.କେ. ସିଂହ, ଏହାର ସଦସ୍ୟ ଶ୍ରୀ ଅଜୟ ନାରାଣୟ ଝା, ପ୍ରଫେସର ଅନୁପ!-->…
Read More...
Read More...
ଆୟକର ଆପିଲେଟ ଟ୍ରିବ୍ୟୁନାଲ କଟକ ବେଞ୍ଚ କାର୍ୟ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
• ୧.୬୦ ଏକର ଜମିରେ ନିର୍ମିତ କାର୍ୟ୍ୟାଳୟରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ• ଉଦଘାଟନୀ ସମାରୋହରେ ଯୋଗ ଦେବେ କେନ୍ଦ୍ର ଆଇନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ସମସ୍ତ ବିଚାରପତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ!-->!-->!-->…
Read More...
Read More...