Browsing Category
ଦେଶ ବିଦେଶ
ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସିବିଆଇସି ଓ ଅଧୀନସ୍ଥ କାର୍ଯ୍ୟାଳୟମାନଙ୍କ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଆରମ୍ଭ
ନୂଆଦିଲ୍ଲୀ, (ପିଆଇବି) : ସ୍ୱତନ୍ତ୍ର ଅଭିଯାନ ୫.୦ ଅକ୍ଟୋବର ୨ ରୁ ଅକ୍ଟୋବର ୩୧, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସ୍ୱଚ୍ଛତାକୁ ସଂସ୍ଥାଗତ କରିବା ଏବଂ ବ୍ୟାକଲଗ୍ ହ୍ରାସ କରିବା, ଇ-ବର୍ଜ୍ୟବସ୍ତୁ ନିଷ୍କାସନ, ସ୍ଥାନ ପରିଚାଳନା, ରେକର୍ଡ ପରିଚାଳନା ଏବଂ କାର୍ଯ୍ୟାଳୟ!-->…
Read More...
Read More...
ମଧ୍ୟପ୍ରଦେଶର ଧାରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ…
ଆଜିର ଦିନରେ ସର୍ଦ୍ଦାର ପଟେଲଙ୍କ ଲୌହ ଇଚ୍ଛାଶକ୍ତି ଅନୁରୂପ ଭାରତୀୟ ସେନା ହାଇଦ୍ରାବାଦକୁ ନିଷ୍ଠୁର ଅତ୍ୟାଚାରରୁ ମୁକ୍ତ କରିଥିଲା : ପ୍ରଧାନମନ୍ତ୍ରୀ‘ମା ଭାରତୀ’ଙ୍କର ସମ୍ମାନ, ଗର୍ବ ଏବଂ ମହିମାର କୌଣସି ସୀମା ନାହିଁ: ପ୍ରଧାନମନ୍ତ୍ରୀ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ଆମର ମା’ ଏବଂ!-->…
Read More...
Read More...
ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
• ଦେଶବ୍ୟାପୀ ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ଆର୍ଥିକ ସହାୟତା କଲେ ବିତରଣ• ଛତିଶଗଡ଼ର ରାୟପୁରରୁ ଏକ ୱେବକାଷ୍ଟ ମାଧ୍ୟମରେ ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ!-->…
Read More...
Read More...
ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ…
• ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଷ୍ଟ୍ର ନିର୍ମାଣ ପ୍ରତି ଜୀବନବ୍ୟାପୀ ସମର୍ପଣ ଏବଂ କର୍ମଯୋଗର ଭାବନା କାର୍ଯ୍ୟକ୍ରମରେ ହେବ ପ୍ରଦର୍ଶିତ : ଅଶ୍ୱିନୀ ବୈଷ୍ଣବ• ଭାରତର ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ‘ମେରା ଗାଁଓ ଆଜ୍’ ଧାରାବାହିକହେଲା ଉନ୍ମୋଚନ
!-->!-->!-->…
Read More...
Read More...
ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଆଇଆଇଏମସି ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା
ଭୁବନେଶ୍ୱର, (ପିଆଇବି) : ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଲାଗି ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି) ପରିସରରେ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିପାଇଁ ଫଟୋ ପଠାଇବାର ଶେଷ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ
ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ ଏବଂ ଲକ୍ଷ ଲକ୍ଷ ଦେଶବାସୀଙ୍କ ପାଇଁ ପ୍ରେରଣାଦେଶବାସୀଙ୍କ କଲ୍ୟାଣ ପାଇଁ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିରନ୍ତର ସେବାରେ ନିୟୋଜିତ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତ୍ୟେକ ନାଗରିକଙ୍କ ପାଇଁ 'ରାଷ୍ଟ୍ର ପ୍ରଥମ' ର ଜୀବନ୍ତ ପ୍ରେରଣା!-->…
Read More...
Read More...
ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି
ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ!-->…
Read More...
Read More...
ଦେଶକୁ ପ୍ରଭାବିତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଯାତ୍ରାରେ ତାଙ୍କର ସ୍ଲୋଗାନ ଏବଂ ବକ୍ତବ୍ୟ କେବଳ ବାକ୍ୟାଂଶ ନୁହେଁ, ବରଂ ଜନ ଜାଗରଣ, ଜାତୀୟ ଗୌରବ ଏବଂ ସାଂସ୍କୃତିକ ପ୍ରତୀକ ପାଇଁ ଏକ ଉପକରଣ ।ସରଳତା ସହିତ ଗଭୀରତାର ମିଶ୍ରଣ କରି ସେ ଭାରତୀୟ ରାଜନୈତିକ ମତ ବିନିମୟକୁ ପୁନଃପରିଭାଷିତ!-->…
Read More...
Read More...
ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ଟି ବଡ଼ ପଦକ୍ଷେପ
ନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ମାତ୍ର ଗୋଟିଏ ଦଶନ୍ଧି ପଛ କଥା ଚିନ୍ତା କରନ୍ତୁ । ସେତେବେଳେ ଭାରତର ଦୈନନ୍ଦିନ ଜୀବନର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା । ରେଳବାଇ କାଉଣ୍ଟରରେ ଲମ୍ବା ଧାଡି, ଦୋକାନରେ ଟଙ୍କା ପାଇଁ ବାରମ୍ବାର ଅନୁରୋଧ, ଗ୍ୟାସ ସଂଯୋଗ ପାଇବାକୁ ଲାଞ୍ଚ ଦେବାର ଚାପ,!-->…
Read More...
Read More...
ହସ ଜରୁରୀ – ନରେନ୍ଦ୍ର ମୋଦୀଙ୍କ ହାଲୁକା ମୁହୂର୍ତ୍ତ
ରାଜନୀତିରେ, ହାସ୍ୟରସ ଏକ ଶକ୍ତିଶାଳୀ ଶକ୍ତି - ଏକ କଳା ଯାହା ମାନସିକ ଚାପକୁ ନିରସ୍ତ୍ର କରିପାରେ, ଯୋଗାଯୋଗ ବଢ଼ାଏ ଏବଂ ସତ୍ୟକୁ ଉଜାଗର କରିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ, ହାସ୍ୟରସ ଅଳଙ୍କାର ଅପେକ୍ଷା ଅନେକ ଗୁଣା ବଡ଼; ଏହା ତାଙ୍କ ନେତୃତ୍ୱ ଶୈଳୀରେ ବୁଣାଯାଇଥିବା ଏକ!-->…
Read More...
Read More...