Browsing Category
ଦେଶ ବିଦେଶ
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି
ମୋ ପ୍ରିୟ ଦେଶବାସୀଗଣ,ନମସ୍କାରସାରା ଦେଶରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଛି, ଏହି ଅବସରରେ ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏହି ପର୍ବ ଆପଣମାନଙ୍କ ପାଇଁ ସୁସ୍ଥତା, ସମୃଦ୍ଧି, ଆନନ୍ଦ ଓ ଶାନ୍ତିର ସନ୍ଦେଶ ନେଇ ଆସୁ । ଚଳିତ ବର୍ଷ,!-->…
Read More...
Read More...
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଦେଶକୁ ପ୍ରତିରକ୍ଷା, ମହାକାଶ, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ…
• ରାଷ୍ଟ୍ର ପ୍ରଥମ, ଇଣ୍ଡିଆ ଫର୍ଷ୍ଟର ଭାବନା ଆମର ବିକାଶ ଯାତ୍ରାକୁ ଆଗେଇ ନେଉଛି; ଭାରତର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଏହା ପ୍ରତିଧ୍ୱନିତ ହେଉଥିବା ଦେଖି ଉତ୍ସାହିତ : ଉପରାଷ୍ଟ୍ରପତି• ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ :!-->…
Read More...
Read More...
ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଅରୁଣାଚଳପ୍ରଦେଶ ଶାନ୍ତି ଏବଂ ସଂସ୍କୃତିର ସଙ୍ଗମସ୍ଥଳ, ଏହା ଭାରତର ଗର୍ବ : ପ୍ରଧାନମନ୍ତ୍ରୀଉତ୍ତର-ପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ : ପ୍ରଧାନମନ୍ତ୍ରୀଦେଶ ବିକାଶର ବାହକ ଶକ୍ତି ହେବାକୁ ଯାଉଛି ଉତ୍ତର-ପୂର୍ବ : ପ୍ରଧାନମନ୍ତ୍ରୀଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମର ସଫଳତା ଲୋକଙ୍କ ଜୀବନକୁ!-->…
Read More...
Read More...
ମୟୁରଭଞ୍ଜରେ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ
ମୋରଡାରେ ୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ
ମୟୁରଭଞ୍ଜ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଅଂଶ ସ୍ୱରୂପ, ମୟୁରଭଞ୍ଜ ଜିଲ୍ଲାର!-->!-->!-->…
Read More...
Read More...
ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ପାର୍ବଣ ଋତୁରେ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା ଲାଗି ସବୁ ଦେଶବାସୀଙ୍କୁ ପତ୍ର ଲେଖିଛନ୍ତି । ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି - ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା,’’!-->…
Read More...
Read More...
ସେବା ପର୍ବ ଏବଂ ‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର
ଭୁବନେଶ୍ୱର, (ପିଆଇବି) : ‘ସେବା ପର୍ବ’ ଏବଂ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଅଧୀନରେ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ସେପ୍ଟେମ୍ବରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ପ୍ରତିଷ୍ଠାନର ମହିଳା କର୍ମଚାରୀ,!-->…
Read More...
Read More...
ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନରେ ଦେଶବ୍ୟାପୀ ବିପୁଳ ଅଂଶଗ୍ରହଣ
୨.୮୩ ଲକ୍ଷ ଶିବିରରେ ୭୬ ଲକ୍ଷ ନାଗରିକଙ୍କ ଯୋଗଦାନ
ନୂଆଦିଲ୍ଲୀ, (ପିଆଇବି) : ୧୭ ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା "ସ୍ୱସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନରେ ଦେଶବ୍ୟାପୀ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି । ଏଥିରେ ଲକ୍ଷ ଲକ୍ଷ ମହିଳା, ଶିଶୁ ଏବଂ ପରିବାର ସଂପୂର୍ଣ୍ଣ!-->!-->!-->…
Read More...
Read More...
ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
● ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ● 22 ସେପ୍ଟେମ୍ବର ଠାରୁ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ : ପ୍ରଧାନମନ୍ତ୍ରୀ● ପ୍ରତ୍ୟେକ ନାଗରିକଙ୍କ ପାଇଁ ଜିଏସଟି ଲାଭର ଏକ ନୂତନ ଲହରୀ ଆସୁଛି : ପ୍ରଧାନମନ୍ତ୍ରୀ● ଜିଏସଟି ସଂସ୍କାର ଭାରତର!-->…
Read More...
Read More...
ଆଇଆଇଟି ମାଡ୍ରାସରେ ‘ଥିଙ୍କ୍ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
• 'ଦକ୍ଷିଣପଥ ସମ୍ମିଳନୀ' ଯୁବ ଶକ୍ତି ଓ ବିଶ୍ୱ କଲ୍ୟାଣର ନୂଆ ଦିଗନ୍ତ – ଧର୍ମେନ୍ଦ୍ର ପ୍ରଧାନ• ତିନିଦିନିଆ ତାମିଲନାଡୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ• ତେନକାଶୀ ସ୍ଥିତ ଜୋହୋ କର୍ପୋରେସନର ବିଭିନ୍ନ ଅନୁଷ୍ଠାନ ଗସ୍ତ କଲେ• ଜୋହୋ ସ୍କୁଲ ଅଫ୍ ଲର୍ଣ୍ଣିଂ,!-->…
Read More...
Read More...
ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ
୭୧ତମ ଜାତୀୟ ପୁରସ୍କାର ସମାରୋହରେ ୨୦୨୩ ପାଇଁ ଏହି କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ, ନିର୍ମାତାଙ୍କୁ ସମ୍ମାନିତ କରାଯିବକେରଳରୁ ବିଶ୍ୱମଞ୍ଚ ପର୍ଯ୍ୟନ୍ତ, ମୋହନଲାଲଙ୍କ ପରମ୍ପରା ଭାରତୀୟ ସୃଜନଶୀଳ ଭାବନାକୁ ପ୍ରେରିତ କରୁଛି : ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, (ପିଆଇବି) : ଦାଦାସାହେବ!-->!-->!-->…
Read More...
Read More...