Browsing Category

ବିଚିତ୍ରା

୬ଟି ରାଜ୍ୟର ଶହେ ଜଣ ଗରିବ ପିଲାଙ୍କ ଚିକିତ୍ସା ପାଇଁ ସଚ୍ଚିନ ଆର୍ଥିକ ସହୟତାର ହାତ ବଢାଇବେ

ମୁମ୍ବାଇ : ଭାରତର ଜଣେ ଆଗଧାଡିର ଉଦୀୟମାନ କ୍ରିିକେଟର୍‌ ସଚ୍ଚିନ ତେନ୍ଦୁଲକର୍‌ । ତାଙ୍କ ପ୍ରଶଂସନୀୟ କାମ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ୬ଟି ରାଜ୍ୟର ୧୦୦ ଜଣ ଗରିବ ପରିବାରର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇବେ ବୋଲି କହିଛନ୍ତି । ମହାରାଷ୍ଟ୍ର,
Read More...

ବଲିଉଡ ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ୱାଇ: ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ସୂଚନା ମିଳିଛି । ନିର୍ଦ୍ଦେଶକ ଶ୍ରୀ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଭଳି ସଂଗୀତ ଅଭିଯୋଗ ସାରା ସିନେମା ଜଗତରେ ଚ‌ର୍ଚ୍ଚାର ବିଷୟ ପାଲଟିଛି ।
Read More...

ପୃଥିବୀର ସବୁଠୁ ବଡ ବ୍ଲାକ୍‌ହୋଲ୍‌ ସାଗିଟାରିଅସ୍‌-ଏ ୨୦୦୦ ଆଲୋକ ବର୍ଷ ନିକଟତର

ଟୋକିଓ : ଆମର ଗାଲାକ୍ସି ମଧ୍ୟରେ ସାଗିଟାରିଅସ୍‌-ଏ ନାମକ ଏକ ବିଶାଳ ବ୍ଲାକ୍‌ହୋଲ୍ ଅଛି, ଯାହାର ମାସ (ଦ୍ରବ୍ୟମାନ) ଆମ ସୂର୍ୟ୍ୟଙ୍କ ତୁଳନାରେ ୪ ମିଲିୟନ୍ ଗୁଣ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ, ପୂର୍ବ ଆକଳନ ଅପେକ୍ଷା ଆମେ ଏହି ବ୍ଲାକ୍‌ହୋଲ୍ ଠାରୁ ୨୦୦୦ ଆଲୋକ
Read More...

ଶୀତ ଋତୁରେ ତ୍ୱଚାର ଯତ୍ନ ଉପରେ ନଜର୍‌ ଦିଅ‌ନ୍ତୁ

ସାଧାରଣତଃ ଶୀତଦିନେ ତ୍ୱଚା ଶୁଖିଲା ଶୁଖିଲା ଲାଗେ। ଅତ୍ୟଧିକ ଶୀତ ହେଲେ ଆହୁରି ଶୁଖିଲା ଜଣାପଡେ଼ । ତେଣୁ ଶୀତଦିନରେ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ । ତ୍ୱଚା ଖାରୁଆ ଖାରୁଆ ଲାଗୁଥିବା କାରଣରୁ ମନ ମଧ୍ୟ ଚଂଚଳ ଲାଗେ ନାହିିଁ । ସାଧାରଣ ଘରୋଇ ଉପଚାର ଉପରେ ନଜର୍‌ ଦିଅ‌ନ୍ତୁ । ଥଣ୍ଡା
Read More...

ଭାରତୀ ସିଂଙ୍କୁ ଡ୍ରଗ୍ ଯୋଗାଉ ଥିବା ବିକ୍ରେତା ଏନସିବି ହାତରେ ଧରାପଡ଼ିଲା

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଘରୁ ଗଞ୍ଜା ଏବଂ ଅନ୍ୟାନ୍ୟ ଡ୍ରଗ୍ସ ଉଦ୍ଧାର କରାଯାଇଥିଲା । ଭାରତୀ ଏନସିବି ଅଧିକାରୀଙ୍କ ସାମ୍ନାରେ ଡ୍ରଗ୍ସ ଗ୍ରହଣ କରୁଥିବା ସ୍ୱୀକାର କରିଥିଲେ। ଗୋଟିଏ ଦିନ ନ୍ୟାୟିକ
Read More...

ଖାଦ୍ୟ ଖାଇବା ପରେ ପେଟର ଭାରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ପ୍ରାୟତଃ ଖାଦ୍ୟ ଖାଇବା ପରେ ପେଟ ଟିକେ ଭାରି ଭାରି ଅନୁଭବ କରନ୍ତି । ମଧ୍ୟାହ୍ନ ଭୋଜନ ପରେ କିମ୍ବା ରାତ୍ରୀ ଭୋଜନ ପରେ ଅଧିକାଂଶ ଲୋକଙ୍କ ସହିତ ଏମିତି ହୁଏ । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ଭରପୂର ଭୋଜନ ଏକାସଂଗେ ଖାଇବା । ଏହି କାରଣରୁ, ଡାକ୍ତରମାନେ ଲୋକଙ୍କୁ ପରାମର୍ଶ
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋମବାର ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା
Read More...

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ମୁମ୍ବାଇ କୋର୍ଟରୁ ପାଇଲେ ଜାମିନ

ମୁମ୍ବାଇ : ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମୁମ୍ବାଇର ଏକ କୋର୍ଟରୁ ଜାମିନ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗରେ ଫିଲ୍ମ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ପଚରା
Read More...

ପୃଥିବୀର ଅତି ନିକଟରୁ ଚାଲିଗଲା ଜ୍ୟୋତି‌ଷ୍କ : ଜାଣି ପାରିଲା ନାହିିଁ ନାସା

ୱାଶିଂଟନ୍ : ଏକ ଜ୍ୟୋତି‌ଷ୍କ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଚାଲିଗଲା ଏବଂ ମହାକାଶ ଏଜେନ୍ସିମାନେ ମଧ୍ୟ ଏଥିପ୍ରତି ସଚେତନ ନଥିଲେ । ଏହି ଜ୍ୟୋତି‌ଷ୍କ ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଅତିକ୍ରମ କରିଥିବା କୁହାଯାଇଛି । ୨୦୨୦ଭିଟି୪ ନାମକ ଏହି ଜ୍ୟୋତି‌ଷ୍କ ଗତ୧୩ ନଭେମ୍ବରରେ ପୃଥିବୀ
Read More...

କମେଡିଆନ୍‌ ଯୋଡ଼ି ଏନସିବି ଜାଲରେ : ଗତକାଲି ଭାରତୀ, ଆଜି ତାଙ୍କ ସ୍ୱାମୀ ହର୍ଷ ହେଲେ ଗିରଫ

ମୁମ୍ବାଇ : ଡ଼୍ରଗସ ମାମଲାରେ ସିନେମା ଜଗତର ଅନେକ ଅଭିନେତା ଅଭିନେତ୍ରୀ ଛ‌ନ୍ଦି ହୋଇ ପଡ଼ିଛ‌ନ୍ତି । ଏହି କ୍ରମରେ କମେଡ଼ିଆନ୍ ଭାରତୀ ସିଂ ଗତକାଲି ଗିରଫ୍‌ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଛି ଏନସିବି । ଏନସିବିର ଜୋନାଲ ଡ଼ାରେକ୍ଟର ଏ ସଂପର୍କରେ ସୁଚନା
Read More...