oom

ଗାଁ ପରିସର ସଫା ସୁତୁରା କରିବାକୁ ଆଗେଇ ଆସିଲେ ସିଆଳବାହାଲି ଗାଁର ଯୁବଗୋଷ୍ଠୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ନିଜ ଗାଁର ବିଭିନ୍ନ ସ୍ଥାନକୁ ସଫା ସୁତୁରା କରିଛନ୍ତି । ଏହି ସଫେଇ କାର୍ୟ୍ୟକ୍ରମ କ୍ଲବର ସଦସ୍ୟ ବିଭୁ ଷାଣ୍ଢ ଓ ପଦ୍ମଲୋଚନ ବାଗଙ୍କ ତତ୍ତ୍ଵାବଧାନରେ ସାଥୀ ଅଙ୍କୁଶ ଷାଣ୍ଢ, ଗଣେଶ ମେହେର, ତାପସ ଭୋଇ, ରାଜ ଚନ୍ଦନ, ମୁନୁ ଧରୁଆ, ଅଭି ଦେବଗୁରୁ, ଆକାଶ ଚନ୍ଦନ, ଆନନ୍ଦ ଦେବଗୁରୁ, ଅଲିଭ ଦେବଗୁରୁ, ତପନ ଦେବଗୁରୁ, ବିକ୍ରମ ଦେବଗୁରୁ, ଲିପୁନ ମିଶ୍ର, ଅଜିତ ଚନ୍ଦନ, ବଡ଼ ମେହେର, ପରମେସ ମେହେର, ଦେବେନ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.