ସାରା ରାଜ୍ୟରେ ପାଳିତ ହେଉଛି ମାଣ୍ଡିଆ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଷ୍ଟି ଶସ୍ୟର ମହତ୍ତ୍ୱ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଆଜି ପବିତ୍ର ମାର୍ଗଶିର ପ୍ରଥମ ଗୁରୁବାର ଅର୍ଥାତ ୧୦ ନଭେମ୍ବରରେ ସାରା ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ଏହି ଶୁଭ ଅବସରରେ ଆସନ୍ତୁ ସମସ୍ତେ ପୁଷ୍ଟି ଶସ୍ୟକୁ ଖାଦ୍ୟାଭ୍ୟାସରେ ସାମିଲ କରିବା ପାଇଁ ଶପଥ କରିବା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.