Yearly Archives

2026

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସିଡିପିଓ ଅଫିସ୍‌ରେ କାର୍ଯ୍ୟରତ ସୁପରଭାଇଜର ଏବଂ ଜୁନିଅର ରାଜସ୍ୱ ସହାୟକ ଭିଜିଲାନ୍ସ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ଅଙ୍ଗନୱାଡି କେନ୍ଦ୍ରର ଘର ଭଡା ପ୍ରଦାନ ବାବଦକୁ ତିରିଶି ହଜାର ଟଙ୍କା ଲାଞ୍ଚ ନେବା ପାଇଁ ସମ୍ମ୍ୱନିତ୍ୱ ଶିଶୁ ବିକାଶ ଯୋଜନା ଅଧୀନରେ ସୁପରଭାଇଜର ଏବଂ ସିଡିପିଓ, ହିଞ୍ଜିଳିକାଟୁ, ଗଞ୍ଜାମର କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ…
Read More...

ଜାତୀୟ ସ୍ତରରେ ବଲାଙ୍ଗିରର ଦୁଇ କ୍ରୀଡା ପ୍ରତିଭା

୧୯ କ୍ରିକେଟରେ ଯୋଗେଶ୍ୱର ଓ ଜୁନିୟର ବାଳିକା ଫୁଟବଲରେ ଶ୍ରଦ୍ଧାଞ୍ଜଳୀ ମନୋନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର କ୍ରୀଡା ଜଗତ ପାଇଁ ଆସିଛି ଏକ ଗୌରବମୟ ଖବର । ଜିଲ୍ଲାର ଦୁଇ ପ୍ରତିଭାବାନ କ୍ରୀଡାବିତ୍‌ ଜାତୀୟ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେବାର ସୁଯୋଗ ପାଇଛନ୍ତି…
Read More...

ଛତିଶଗଡ଼ ସରକାରଙ୍କ ଦିବ୍ୟାଙ୍ଗଜନ ଅର୍ଥ ଓ ବିକାଶ ନିଗମର ଅଧ୍ୟକ୍ଷ ଲୋକେଶ କାୱଡିଆଙ୍କ କଣ୍ଟାବାଞ୍ଜି ଗସ୍ତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଛତିଶଗଡ଼ ସରକାରଙ୍କ ଦିବ୍ୟାଙ୍ଗଜନ ଅର୍ଥ ଓ ବିକାଶ ନିଗମର ଅଧ୍ୟକ୍ଷ ତଥା ରାଜ୍ୟମନ୍ତ୍ରୀ ପାହ୍ୟାପ୍ରାପ୍ତ ଲୋକେଶ କାୱଡିଆଙ୍କ କଣ୍ଟାବାଞ୍ଜି ଗସ୍ତ ସମ୍ପନ୍ନ ହୋଇଛି । ଏହି ଅବସରରେ କଣ୍ଟାବାଞ୍ଜି ପ୍ରେସ୍ କ୍ଲବ୍ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଲୋୟର ଇନ୍ଦ୍ର କେନାଲ ବିଭାଜନ ନ -୩, ବଙ୍ଗୋମୁଣ୍ଡା ଅନ୍ତର୍ଗତ ଥିବା ପାଣି ପଞ୍ଚାୟତର ସଭ୍ୟବୃନ୍ଦ ଏବଂ ଲୋୟର ଇନ୍ଦ୍ର କେନାଲ ବିଭାଜନ ନ -୩ର କର୍ମଚାରୀ ମାନଙ୍କ ଦ୍ୱାରା ସେବା ସଂକଳ୍ପ ଅଭିଯାନ…
Read More...

ବିବାହିତା ମହିଳା ନିଖୋଜ : ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ ଓ ଝିଅ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗାଁର ଜଣେ ବିବାହିତା ମହିଳା ନିଖୋଜ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ ଓ ଝିଅ । ଗତ ସେପ୍ଟେମ୍ବର ୮ ତାରିଖ ଅପରାହ୍ନ ୩…
Read More...

ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ – ଯୋଗ ଦେଲେ କଣ୍ଟାବାଞ୍ଜି…

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଯୁରାବନ୍ଧ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଜୁରାବନ୍ଧ ଗ୍ରାମ ଠାରେ…
Read More...

ଲୋଇସିଂହା ବ୍ଲକ୍ କଳାକାର ସଂଘର ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମ ପରିସରରେ ବ୍ଲକ କଳାକାର ସଂଘର ସଭାପତି ସରୋଜ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂମ୍ପାଦକ ବ୍ରଜ ମୋହନ ବିଶୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଫିରୋଜ ଦାସ୍ ଗତବର୍ଷର…
Read More...

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶନିବାର “ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ” ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ “ବ୍ୟକ୍ତିତ୍ୱ ବିକାଶ”…
Read More...

​ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ଗଞ୍ଜାମ, (କେପିଏନ୍‌ଏସ୍‌) : ଓଡ଼ିଶା ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଆଇସିଡିଏସ୍‌ ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ନୃସିଂହ ବେହେରା । ଅଙ୍ଗନବାଡି କେନ୍ଦ୍ରର ବକେୟା ଘରଭଡା ମଂଜୁର କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
Read More...

​ତୁରେକେଲା ବ୍ଲକ ବିଦ୍ୟାଳୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦୁଇଦିନ ଧରି ଚାଲିଥିବା ​​ତୁରେକେଲା ବ୍ଲକ ବିଦ୍ୟାଳୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆଦିବାସୀ ହାଇସ୍କୁଲ, ଜାମୁଟଝୁଲା ପରିସରରେ ଉଦ୍‌ଯାପିତ ହୋଇଯାଇଛି । ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କୁ ନେଇ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ…
Read More...