ତୁରେକେଲା ବ୍ଲକ ବିଦ୍ୟାଳୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍ଯାପିତ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦୁଇଦିନ ଧରି ଚାଲିଥିବା ତୁରେକେଲା ବ୍ଲକ ବିଦ୍ୟାଳୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆଦିବାସୀ ହାଇସ୍କୁଲ, ଜାମୁଟଝୁଲା ପରିସରରେ ଉଦ୍ଯାପିତ ହୋଇଯାଇଛି । ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କୁ ନେଇ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ!-->…
Read More...
Read More...