Yearly Archives

2026

କୁତୁର୍ଲାରେ ନିର୍ମାଣ ହେବ ଦେଓଗାଁ ବ୍ଲକସ୍ତରୀୟ ଷ୍ଟାଡିୟମ : ୧୫କୋଟି ଟଙ୍କା ମଞ୍ଜୁର

ମୋହନ ମାଝୀ, ସୂର୍ଯ୍ୟବଂଶୀ ସୁରଜ ଓ କଳିକେଶଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଉଦ୍ୟମ ଜାରିରହିଛି । ବିଧାୟକଙ୍କ ପ୍ରସ୍ତାବ କ୍ରମେ…
Read More...

ଦେଓଗାଁ ଗ୍ରାଜୁଏଟପଡ଼ାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଅନ୍ତର୍ଗତ ଗ୍ରାଜୁଏଟପଡ଼ା ଗଣେଶ ପୂଜା କମିଟି ପକ୍ଷରୁ ଗତ ଶୁକ୍ରବାର ଦିନ ପବିତ୍ର ନୂଆଁଖାଇ ଅବସରରେ ଏକ ଭେଟଘାଟ କାର୍ଯ୍ୟକ୍ରମ ଆନନ୍ଦ, ଉତ୍ସାହ ଓ ଭାଇଚାରାର ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ନୂଆଁଖାଇର ମହାନ ପରମ୍ପରା, ସାମାଜିକ…
Read More...

ବରଗଡ଼ରେ ୪୫ ହଜାର ଟଙ୍କାର ନକଲି ନୋଟ ଜବତ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହରରେ ନକଲି ନୋଟ କାରବାରକୁ ନେଇ ଚାଞ୍ଚଲ୍ୟ । ଜଣେ ନାବାଳକଙ୍କ ଠାରୁ ପ୍ରାୟ ୪୫ ହଜାର ଟଙ୍କାର ନକଲି ନୋଟ ମିଳିଥିବା ଜଣାପଡ଼ିଛି । ଘଟଣାରେ ବରଗଡ଼ ଟାଉନ ଥାନା ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି । ସୂଚନା ଅନୁସାରେ, ବରଗଡ଼ ସହରର…
Read More...

୫ କ୍ଵିଣ୍ଟାଲ ୪୦ କେଜି ଗଞ୍ଜେଇ ସହ ୨ କାର, ୧ ବାଇକ୍ ଜବତ : ୩ ଗିରଫ

ଜବତ ଗଞ୍ଜେଇର ବଜାର ମୂଲ୍ୟ ୫ କୋଟିରୁ ଉର୍ଦ୍ଧ୍ୱ ହେବ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ନିଶା ମୁକ୍ତ ଓଡିଶା ସ୍ୱତନ୍ତ୍ର ଅଭିଯାନ କ୍ରମେ ସୋମବାର ଦିନ ଏସ୍‌ପି ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ…
Read More...

ଆଦିବାସୀଙ୍କୁ ସୁରକ୍ଷା ଦିଅ, ନଚେତ ଦୁର୍ବାର ଆନ୍ଦୋଳନ: ନିରଞ୍ଜନ ବିଶି

କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ ।କଣ୍ଟାମାଳ ଓ ତାଳମପଦରରେ ଆଦିବାସୀଙ୍କ ସହ ଆଲୋଚନା ପୋଲିସ ଫୋର୍ସ ପ୍ରତ୍ୟାହାର ଦାବି ।ଜଳ–ଜଙ୍ଗଲ–ଜମି, ଜୀବିକା ଓ ସାଂସ୍କୃତିକ ପରିଚୟ ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନିରଞ୍ଜନ…
Read More...

ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ୍‌ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ମାନଙ୍କରେ 'ସେବା ସଂକଳ୍ପ ଅଭିଯାନ ୨୦୨୬' ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ 'ବିକଶିତ ଭାରତ' ଏବଂ '୨୫ ବର୍ଷର ସେବା' ଶୀର୍ଷକ ବିଷୟବସ୍ତୁକୁ ନେଇ ବକ୍ତୃତା ଓ…
Read More...

କୁରାଢ଼ି ଓ ପିସ୍ତଲ ଧରି ଧମକ : ଅଭିଯୁକ୍ତ ଗିରଫ ସହ ଦେଶୀ ପିସ୍ତଲ, ୩ ଜୀବନ୍ତ ଗୁଳି ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମଦ୍ୟପାନ କରି ହାତରେ କୁରାଢ଼ି ଧରି ଘର ଆଗରେ ଗାଳିଗୁଲଜ କରିବା ଏବଂ ପରେ ପିସ୍ତଲ ଧରି ହତ୍ୟା ଧମକ ଦେବା ଅଭିଯୋଗରେ ବୀରମହାରାଜପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ହେଲେ ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ…
Read More...

ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ୧୧ଗୋଟି ବିଦ୍ୟାଳୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସାକ୍ଷରତା ପରୀକ୍ଷା କାର୍ଯ୍ୟକ୍ରମକୁ…
Read More...

ସେକ୍ଟର-୧୭ରେ ଧୂମ୍‌ଧାମ୍‌ରେ ଖୁଦୁରୁକୁଣି ମେଳଣ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହଲକ୍ଷ୍ମୀ ଓ ସିନିୟର ସୋସିଆଲ ସୋସାଇଟି ପକ୍ଷରୁ ସେକ୍ଟର-୧୭ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ସୋମବାର ଖୁଦୁରୁକୁଣି ମେଳଣ ବଡ଼ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପରମ୍ପରା ଓ ପର୍ବପର୍ବାଣୀ ମଧ୍ୟରେ ଖୁଦୁରୁକୁଣି ଓଷାର ବିଶେଷ ସ୍ଥାନ ରହିଛି…
Read More...

ବରିଷ୍ଠ ନାଗରିକଙ୍କ ବାରଣାସୀ–ଅଯୋଧ୍ୟା ତୀର୍ଥଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ ତୀର୍ଥରେ ବାହାରିଛନ୍ତି । ଏଥିପାଇଁ ତୀର୍ଥଯାତ୍ରୀ ଦଳ ସମ୍ଵଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସ୍ଥାନୀୟ…
Read More...