ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା-ବନାରସ ତୀର୍ଥଯାତ୍ରା, ୧୪୧ ଶ୍ରଦ୍ଧାଳୁଙ୍କୁ ନେଇ ଗଡ଼ିଲା ବସ୍
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ର ତୃତୀୟ ଗସ୍ତ ଅନ୍ତର୍ଗତ ‘ଅଯୋଧ୍ୟା-ବନାରସ ତୀର୍ଥ ଯାତ୍ରା’ର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀ ପତାକା ଦେଖାଇ ଏହି!-->…
Read More...
Read More...