କାନଭାସ ଆୟୋଜିତ ୧୦ମ ରାଉରକେଲା ଦିବସ
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଅପ୍ରେଲ ୧୧ ଓ ୧୨ ତାରିଖ ଦୁଇଦିନ ଧରି ସେକ୍ଟର-୧୩ ମେଲଣ ପଡିଆରେ ଆୟୋଜିତ ହେବାକୁ ଯାଉଛି ରାଉରକେଲା ଦିବସ । କାନଭାସ୍ ପକ୍ଷରୁ ସେକ୍ଟର-୧ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ,!-->…
Read More...
Read More...