Yearly Archives

2026

ଲୋଇସିଂହା ବ୍ଲକ ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ୱେଛାସେବୀ…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ୱେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ଲକସ୍ତରୀୟ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା…
Read More...

‘ବହି ବସ୍ତାନି ବିହୀନ ଦିବସ’ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଶିକ୍ଷା କେବଳ ପାଠ୍ୟପୁସ୍ତକ ପଢ଼ି ପରୀକ୍ଷାରେ ଭଲ ନମ୍ବର ରଖିବାର ମାଧ୍ୟମ ନୁହେଁ । ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜଣେ ଶିଶୁର ଜ୍ଞାନ, ଚିନ୍ତନଶକ୍ତି, ସୃଜନଶୀଳତା, ନୈତିକତା, ଦକ୍ଷତା ଓ ବ୍ୟକ୍ତିତ୍ୱର ସମଗ୍ର ବିକାଶ କରିବା । ଭାରତ ସରକାରଙ୍କ ପ୍ରଣୀତ…
Read More...

କୋଲକାତାରେ କେନ୍ଦ୍ର ସାହିତ୍ୟ ଏକାଡେମିର ଦ୍ୱି-ଦିବସୀୟ ଜାତୀୟ ଆଲୋଚନାଚକ୍ର

ଭାରତୀୟ ଜାତୀୟ ଆନ୍ଦୋଳନ ଭାବରେ ବନ୍ଦେ ମାତରମର ପରିଚୟବନ୍ଦେ ମାତରମ ହେଉଛି କୋଟି କୋଟି ଭାରତୀୟଙ୍କ ହୃଦୟର ସ୍ପନ୍ଦନଓଡ଼ିଆ ଲେଖକ ଓ ଗବେଷକଙ୍କୁ ନେଇ ସ୍ୱତନ୍ତ୍ର ଅଧିବେଶନମନ ମୋହିଲା ଓଡ଼ିଶୀ ନୃତ୍ୟ କୋଲକାତା, (କେପିଏନ୍‌ଏସ୍‌) : ବନ୍ଦେ ମାତରମ୍‌ ହେଉଛି ରାଷ୍ଟ୍ରୀୟତାର ମୂଳମନ୍ତ୍ର ଏବଂ…
Read More...

ସଞ୍ଜୟ ପାଇଲେ ଗାୟତ୍ରୀ ସରାଫ ଗଳ୍ପ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସର ଗୌରବମୟ ଅବସରରେ ବିଶିଷ୍ଟ ଓଡ଼ିଆ ଲେଖକ ଡ. ସଞ୍ଜୟ କୁମାର ମିଶ୍ର ତାଙ୍କ ଚର୍ଚ୍ଚିତ ଗଳ୍ପ ସଂକଳନ ‘ସାପ ପେଟର ଆକାଶ’ ପାଇଁ ପ୍ରତିଷ୍ଠିତ ‘ଗାୟତ୍ରୀ ସରାଫ ଗଳ୍ପ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ସମକାଳୀନ…
Read More...

ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ୍ : ରାମଧୂନ କ୍ଲବ ଚମ୍ପିୟାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଚାଲିଥିବା ସିନିୟର ଫୁଟବଲ ଲିଗ୍- ୨୦୨୬ର ଫାଇନାଲ ମ୍ୟାଚ ସୋନପୁର ବ୍ଲକ୍ ଚମ୍ପିୟାନ ଏଫ୍‌ସି ଦଳ, ଗୋବିନ୍ଦପୁର ଓ ସୁବର୍ଣ୍ଣପୁର ମ୍ୟୁନିସିପାଲଟି ଚମ୍ପିୟାନ୍ ରାମଧୂନ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ସମ୍ମାନିତ ହେଲା ବଲାଙ୍ଗିର ପୌର ପରିଷଦ

ବଲାଙ୍ଗିରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ…
Read More...

ବିରୋଧ ଓ ସମାଲୋଚନାରେ ଅଟକିବନି ବଲାଙ୍ଗିରର ବିକାଶ : ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲିଟି ଅଞ୍ଚଳରେ ମାତ୍ର ୧୨ରୁ ୧୩ ଜଣ ଏଭଳି ବ୍ୟକ୍ତି ଅଛନ୍ତି, ଯେଉଁମାନେ ସହରର ପ୍ରତ୍ୟେକ ବିକାଶମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ନିଜର କାମ ବୋଲି ଭାବିନେଇଛନ୍ତି । ସେମାନଙ୍କର କାମ କେବଳ କହିବା, ସମାଲୋଚନା କରିବା ଓ ବିକାଶ…
Read More...

ସୁପୋଷିତ ଓଡ଼ିଶା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜର ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସଭାପତିତ୍ୱରେ 'ସୁପୋଷିତ ଓଡ଼ିଶା ମିଶନ' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁଭାରମ୍ଭ କରିଛନ୍ତି । ଏହା ଓଡ଼ିଶା ସରକାରଙ୍କ…
Read More...

ତହଁକ୍ କୁଟୁମ୍‌ର ହଜ୍‌ଲା ରସ୍‌, ନୁର୍‌ମା ଆସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିକଟସ୍ଥ ଦେଉଲଗାଁ ଠାରେ, କୋଶଲି ଭାଷାର କଳା ସଂସ୍କୃତିର ବିକାଶ ପାଇଁ ତହଁକ କୁଟୁମ୍‌ର ଏକ ଭିନ୍ନ ପ୍ରୟାସ, "ହଜ୍‌ଲା ରସ୍‌ ନୁର୍‌ମା ଆସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ ଅଞ୍ଚଳରେ ହଜି ଯାଉଥିବା କୋଶଲି ଟପା ଦାଏକା,…
Read More...

ସଂସ୍କୃତ ସପ୍ତାହ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ସଂସ୍କୃତ ସପ୍ତାହର ସମାପନ ସମାରୋହ ପାଳିତ ହୋଇଯାଇଛି । ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗତ ୨୫ତାରିଖରୁ ଏହି ସଂସ୍କୃତ ସପ୍ତାହ…
Read More...