Yearly Archives

2026

ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଓଡ଼ିଶାର ୪ ଶିକ୍ଷକଙ୍କୁ ମିଳିଲା ଜାତୀୟ ପୁରସ୍କାର ଦେଶର ବିକାଶ ପାଇଁ ଶିକ୍ଷାଗତ ଉତ୍କର୍ଷ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ନୂଆଦିଲ୍ଲୀରେ…
Read More...

ବୌଦ୍ଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନ୍ ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଢ଼ଗାଁ ଠାରେ ବୌଦ୍ଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନ୍ ପକ୍ଷରୁ ଭକ୍ତି ଓ ଉତ୍ସାହର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧମାର୍ଗର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ବଳଦେବ ବାଗ,…
Read More...

ଟିକ୍ରାପଡା ଦୁର୍ଗା ପୂଜା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଦୁର୍ଗାପୂଜା ଓ ଦୁର୍ଗା ମଣ୍ଡପ ପରିଚାଳନା ନିମନ୍ତେ ସମସ୍ତ ସଭ୍ୟମାନଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଗାମୀ ଦୁର୍ଗାପୂଜାର ସୁଚାରୁ ରୂପେ ପରିଚାଳନା ଏବଂ ଦୁର୍ଗା ମଣ୍ଡପର ସର୍ବାଙ୍ଗୀନ ଉନ୍ନତି ଓ…
Read More...

ଜିଲ୍ଲା ସିନିୟର ନକ୍‌ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଂଚମ ଦିବସ : ୮ଟି ପଡ଼ିଆରେ ଫୁଟବଲ ମୁକାବିଲା

ବିଭିନ୍ନ ଦଳର ଦମଦାର ବିଜୟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରବିବାର ଜିଲ୍ଲାର ୮ଟି ପଡ଼ିଆରେ ରୋମାଞ୍ଚକର ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ବିଭିନ୍ନ ପଡ଼ିଆରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅନେକ…
Read More...

ସୋନଗଡ଼ ବ୍ୟାରେଜକୁ ନେଇ ବିଜେଡ଼ି କଂଗ୍ରେସର ଶ୍ରେୟ ଲଢେଇ

ଦେଓଗାଁ ବ୍ଲକରେ ଜମୁଛି ରାଜନୀତି ଦେଓଗାଁ, (ମନୀଷ କୁମାର ସାହୁ) : ୨୪ ବର୍ଷର ବିଜେଡ଼ି ସରକାର ଅମଳରୁ ଦୁଇ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ସୋନଗଡ ବ୍ୟାରେଜ ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି । ତେବେ ଏହି ଅନୁଦାନ ଆସିବା ପରେ ଏହାର ଶ୍ରେୟ ନେବା ପାଇଁ ବଲାଙ୍ଗିର…
Read More...

କୁତୁର୍ଲା ହାଇସ୍କୁଲରେ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ କୁତୁର୍ଲା ସ୍ଥିତ ସୁରଧନୁ ଉଚ୍ଚ ବିଦ୍ୟାଳୟରେ ଚାଇଲ୍ଡ ହେଲ୍ପ ଲାଇନ ତରଫରୁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁରଧନୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଦର୍ଶିନୀ…
Read More...

ଦେଓଗାଁ ଡ଼ାକ୍ତରଖାନାରୁ ବାଇକ ଚୋରି : ଥାନାରେ ଏତଲା

ଅଚଳ ସିସିଟିଭିକୁ ନେଇ ବଢିଲା ଅସନ୍ତୋଷ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଲୋକେ ଚିକିତ୍ସା ପାଇ ଆସୁଛନ୍ତି । ଶହ ଶହ ବାଇକ ମଧ୍ୟ ଲାଇନ ଲମ୍ଭୁଛି ହସ୍ପିଟାଲ ଆଗରେ । ଏହି ସବୁକୁ ନଜର ରଖିବା ପାଇ ସିସିଟିଭିର ବ୍ୟବସ୍ଥା ହୋଇଛି ।…
Read More...

ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ମୂର୍ତ୍ତିକା ଅନୁକୂଳ ପର୍ବ ଆଜି ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବୈଦିକ ରୀତିନୀତି ଅନୁସାରେ ବେଲ୍ୱବୃକ୍ଷ ମୂଳରୁ ମା'ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ…
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ କଳ୍ପନା ମିଶ୍ର ଶ୍ରୀକୃଷ୍ଣଙ୍କ ଜନ୍ମ, ବାଲ୍ୟଲୀଳା,…
Read More...

କୁଖ୍ୟାତ ଚୋର ଗ୍ୟାଙ୍ଗ ଠାବ : ୪ ଗିରଫ

ବନ୍ଧୁକ, ଛୁରୀ, ବୁଲେଟ୍‌ ସହ ନଗଦ ଟଙ୍କା ଜବତ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଦୋକାନ ଚୋରି, ଗାଡ଼ି ଚୋରି, ସୁନାଗହଣା ଲୁଟ୍‌ ଏବଂ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଭଳି ଘଟଣା…
Read More...