ପାଇକମାଲ ଦୁର୍ଗାପୂଜା ପାଇଁ ନୂତନ କମିଟି ଗଠିତ
ପୂଜା ପରିଚାଳନା କମିଟି ସଭାପତି ହେଲେ ଗୌତମ ସିଂ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦୁର୍ଗାପୂଜାକୁ ଶୃଙ୍ଖଳିତ, ଶାନ୍ତିଶୃଙ୍ଖଳାର ସହିତ ଏବଂ ଆକର୍ଷଣୀୟ ଭାବେ ପାଳନ!-->!-->!-->…
Read More...
Read More...