ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ସକାଳୁ ସକାଳୁ ଛତ୍ରପୁର କଲେଜ୍ ଛକ ନିକଟରେ ବାଇକ୍ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ବାଇକ୍ ଯୋଗେ ଦୁଇଜଣ ଯୁବକ ବେଙ୍ଗଲୁରୁ ସିଟିରୁ ବାଲେଶ୍ଵର ଅଭିମୁଖେ ଯାତ୍ରା!-->…
Read More...
Read More...