Yearly Archives

2025

ସ୍କୁଲ ଗାଡ଼ି ସହ ଧକ୍କା ହେଲା ଟ୍ରକ୍ : ଡ୍ରାଇଭର୍ ମୃତ

କେନ୍ଦୁଝର : ସ୍କୁଲ୍ ଗାଡ଼ି ସହ ଟ୍ରକ୍ ମୁହାଁମୁହିଁ ଧକ୍କା । ଡ୍ରାଇଭର୍ ମୃତ, ୧୦ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ଗୁରୁତର । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ସାଇଁକୁଳ
Read More...

ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର : ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌

ରାଉରକେଲା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା କାଂଶବାହାଲଠାରେ ଥିବା ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସେଥିପାଇଁ ମନ୍ଦିରା ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲି ଦିଆଯାଇଛି । ଡ୍ୟାମ୍‌କୁ ୧୭,୯୭୨ କ୍ୟୁସେକ ଜଳ ପ୍ରବେଶ କରିଥିବା ବେଳେ ୧୭,୮୭୦ କ୍ୟୁସେକ ଜଳ ଛଡ଼ା ଯାଉଛି ।
Read More...

ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଳବାଇ

● ନୂଆ ବ୍ୟବସ୍ଥାରେ ଗୋଟିଏ ମିନିଟରେ ଦେଢ଼ ଲକ୍ଷ ଟିକେଟ୍ ବୁକିଂ ହୋଇପାରିବ; ପୁରୁଣା ବ୍ୟବସ୍ଥାରେ ଗୋଟିଏ ମିନିଟରେ ୩୨ ହଜାର ଟିକେଟ୍ ବୁକିଂ ହେଉଥିଲା, ନୂଆ ବ୍ୟବସ୍ଥା ଏହାଠାରୁ ପାଞ୍ଚ ଗୁଣ ଅଧିକ● ଯାତ୍ରୀ ସୁବିଧା ଏବଂ ସ୍ମାର୍ଟ ଟିକେଟିଂ ଉପରେ ଧ୍ୟାନ ଦେଇ ଭାରତୀୟ ରେଳବାଇ ଯାତ୍ରୀ ସଂରକ୍ଷଣ
Read More...

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ୧୯ତମ ପରିସଂଖ୍ୟାନ ଦିବସ ଅବସରରେ ନିରନ୍ତର ବିକାଶ ଲକ୍ଷ୍ୟ…

ନୂଆଦିଲ୍ଲୀ, (ପିଆଇବି) : ୨୯ ଜୁନ୍ ୨୦୨୫ରେ ୧୯ତମ ପରିସଂଖ୍ୟାନ ଦିବସ ଅବସରରେ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଉପରେ କେତେକ ରିପୋର୍ଟ ପୁସ୍ତିକା ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ - ଜାତୀୟ ସୂଚକ
Read More...

ପାଲିଟାଣାରେ ‘ଫିଟ୍‌ ଇଣ୍ଡିଆ ସଣ୍ଡେ ଅନ୍‌ ସାଇକେଲ’ର ନେତୃତ୍ୱ ନେଲେ ଡକ୍ଟର ମନସୁଖ ମାଣ୍ଡଭିୟ; ‘ସ୍ୱଚ୍ଛତା…

‘ସାଇକେଲ ଚାଳନାକୁ ଏକ ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ପଡିବ’ ବୋଲି ଆଧୁନିକ ପିଢିକୁ ଆହ୍ୱାନ ଦେଲେ ଡକ୍ଟର ମାଣ୍ଡଭିୟ ନୂଆଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର, କ୍ରୀଡା ଓ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ସକାଳେ ଗୁଜରାଟର ପାଲିଟାଣାରେ ବିଶେଷକରି ଆମର
Read More...

ପୁରୀ ରଥଯାତ୍ରାରେ ଛତ୍ରପୁର ଅଞ୍ଚଳରୁ ୩୦୦ ଜଣିଆ ଟିମ୍ ସକ୍ରୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଚଳିତବର୍ଷ ଦେଖିବାକୁ ମିଳିଥିଲା ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କର ସମାଗମ ହୋଇଥିବା ବେଳେ ଛତ୍ରପୁର ଅଞ୍ଚଳରୁ ଅଂଶଗ୍ରହଣ କରିଥିବା ୩୦୦ ଜଣିଆ ସେବାପ୍ରତିନିଧି ଦଳ ସକ୍ରୀୟ ସହଯୋଗ ବେଶ୍ ପ୍ରଶଂସନୀୟ ହୋଇଥିବା
Read More...

ଶ୍ରୀ ଜଗନ୍ନାଥ ଜୀ ରଥଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୭ ଜୁନ୍ ୨୦୨୫ ରେ, ୧୮୯ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ ପରିସରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଜୀଙ୍କୁ ମହା ଆଡମ୍ବର ସହିତ ପୂଜା କରାଯାଇଥିଲା ଏବଂ ପ୍ରସାଦ ବଣ୍ଟନ କରାଯାଇଥିଲା ଯେଉଁଥିରେ ଶାନ୍ତିପଦାର ବହୁ ସଂଖ୍ୟକ ସ୍ଥାନୀୟ ଲୋକ ମଧ୍ୟ ଉପସ୍ଥିତ ଥିଲେ । ପୂଜା
Read More...

କେସିଙ୍ଗା ବିଜେପି ପାର୍ଟୀ ତରଫରୁ ୧୨୩ତମ ” ମନ କି ବାତ” କାର୍ଯ୍ୟକ୍ରମ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ସାରା ଭାରତ ବର୍ଷରେ ସମସ୍ତେ ଅପେକ୍ଷା କରନ୍ତି ମାନ୍ୟବର ପ୍ରଧାନ ମନ୍ତ୍ର ଶ୍ରୀମୋଦୀଜି ଙ୍କ" ମନ କି ବାତ " କାର୍ଯ୍ୟକ୍ରମର କହିକି ନା ଏହି କାର୍ଯ୍ୟକ୍ରମରେ ମୋଦିଜୀ ଭାରତ ବର୍ଷର ବିଭିନ୍ନ ଆଞ୍ଚଳିକ ବିଶେଷତଃ ବିଷୟ ରେ ବର୍ଣ୍ଣନା କରାଇଥାନ୍ତି । ଆଜି ଏହି
Read More...

ପ୍ରକୃତିବନ୍ଧୁ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ପୁରସ୍କାର ଓ ଧନ୍ୟବାଦ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ପୁରସ୍କାର ଏବଂ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଛେଣ୍ଡ ସ୍ଥିତ ମେଫେୟାର ହକି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ
Read More...