Yearly Archives

2025

କୈବଲ୍ୟଶ୍ରୀ ଆଧ୍ୟାତ୍ମିକ ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର

କଟକ, (ସସ୍ମିତା ପ୍ରଧାନ) : ପବିତ୍ର ଶ୍ରୀ ଗୁଣ୍ଡିଚା ଅବସରରେ କୈବଲ୍ୟଶ୍ରୀ ଗୃହ ପୂଜନ ଏବଂ କୈବଲ୍ୟ ସାହିତ୍ୟ ସଂସଦର କାର୍ଯ୍ୟାଳୟ କୈବଲ୍ୟ ଶ୍ରୀ ବିଡାନାସୀ ସ୍ଥିତ ଜୟଗୁରୁ କଲୋନୀରେ ଲୋକାର୍ପିତ ହୋଇଯାଇଛି । କୈବଲ୍ୟ ଭଳି ପବିତ୍ର ଏବଂ ଆଧ୍ୟାତ୍ମିକ ଚେତନା ସମ୍ମିଳିତ ଶତାଧିକ ଦିବ୍ୟ ସାରସ୍ୱତ
Read More...

ରଥ ସରୋଜିନୀ ଫାଉଣ୍ଡେସନ ତରଫରୁ ବଡ଼ଦାଣ୍ଡରେ ସେବା କାର୍ଯ୍ୟ

ପୁରୀ : ରଥ ସରୋଜିନୀ ଫାଉଣ୍ଡେସନ ତରଫରୁ ପବିତ୍ର ଶ୍ରୀ ଗୁଣ୍ଡିଚା ଅବସରରେ ବଡଦାଣ୍ଡରେ ଘୋଷଯାତ୍ରା ଜଳଛତ୍ର ଲୋକ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ପାଞ୍ଚ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟ ଦୁଇଦିନ କରାଯାଇଥିଲା ।
Read More...

ନିଃସ୍ୱାର୍ଥପର ଜନନାୟକ ଥିଲେ ନାରାୟଣ ସାହୁ : ଜଷ୍ଟିସ ମହାପାତ୍ର

ବ୍ରହ୍ମପୁର : ବିଶିଷ୍ଟ ସମାଜବାଦୀ ନେତା ତଥା ଖଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାରାୟଣ ସାହୁ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଥିଲେ ବୋଲି ନାରାୟଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବହୁବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ବିଶିଷ୍ଟ ସମାଜବାଦୀ ନେତା ତଥା ପରିବେଶବିତ୍‌
Read More...

ସଂଘବଦ୍ଧ ଆକ୍ରମଣରେ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଲାଚ୍ଛେୟା ପାତ୍ର ମୃତ୍ୟୁ : ମାମଲା ରୁଜୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏବେ ଦିନକୁ ଦିନ ଅଶାନ୍ତ ହେଉଛି, ପୁଣି ଜଣକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଟି ଘଟିଛି, ଛତ୍ରପୁର ଥାନା ଅଧିନସ୍ଥ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଲାଚ୍ଛେୟା ପାତ୍ର । ଗତକାଲି ଗ୍ରାମ ନିକଟରେ ଥିବା ରେଳ ଫାଟକ
Read More...

ଓଡ୍ର ଖଣ୍ଡାୟତ ମହୁରୀ ଅଞ୍ଚଳ ପରିଷଦର ପ୍ରତିଭା ସମ୍ମାନ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଣ୍ଡିପଦର ସ୍ଥିତ କାଳଞ୍ଜି କୋଠଗୃହ ଠାରେ ଓଡ୍ର ଖଣ୍ଡାୟତ କାଲଞ୍ଜି ସମାଜ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହୁରୀ ଅଞ୍ଚଳ ସଭାପତି ଗୁରୁନାଥ ବିଷୋୟୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ । ଏହି ସମାରୋହରେ ମୁଖ୍ୟଅତିଥି ରୂପେ
Read More...

ବଲାଙ୍ଗିର ଜିଲ୍ଲା ଏଆଇଟିୟୁସିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ହିରା ଜିଟିଡି ୱାର୍କରସ୍‌ ୟୁନିୟନଠାରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଥିବା ୟୁନିୟନ ଗୁଡିକ ହିରା ଜିଟିଡି ୱାର୍କରସ୍‌, ଗ୍ରାମ
Read More...

ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ

କେନ୍ଦ୍ରାପଡା : ମୃତ୍ୟୁ କେତେବେଳେ କେଉଁ ବାଟେ ଆସିବ କାହାକୁ ଜଣାନଥାଏ । ଘରୁ ବାହାରି ଜଳଖିଆ ଦୋକାନକୁ ଗଲେ । ସେଠୁ ଜଳଖିଆ କିଣି ଜମିରେ ମଜୁରିଆଙ୍କୁ ଦେବାକୁ ଯାଉଥିଲେ । ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ । ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା
Read More...

ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ : ୧୦ ମୃତ

ତେଲେଙ୍ଗାନା : ତେଲେଙ୍ଗାନାର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ । କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ୧୦ ମୃତ । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ଉଦ୍ଧାରକାର୍ଯ୍ୟ ଜାରି । ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ବର୍ତ୍ତମାନର ଖବର ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା
Read More...

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ : ଏକକାଳୀନ ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ତାଙ୍କର ମୋଟ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଏଥିରେ ୧୦ ଜଣ ଡିଏସପି, ୮ ଜଣ ଇନ୍‌ସପେକ୍ଟର, ୧୦ ଜଣ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବର ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ସହ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ସମାଜ ସେବା କ୍ଷେତ୍ରରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦାବେଳେ ନିଜର ଦାୟିତ୍ଵ ନିର୍ବାହ କରିଆସୁଛନ୍ତି ଏବଂ ଏହି ଦାୟିତ୍ଵ ଗ୍ରହଣ କରିବାକୁ ଚଳିତ ବର୍ଷ ୨୦୨୫/୨୬ ପାଇଁ ସ ସଭାପତି ଭାବରେ ସଞ୍ଜୟ ସୋନିଙ୍କୁ ଚୟନ କରାଯାଇଛି । ରବିବାର ସଂଧ୍ୟାରେ
Read More...