Yearly Archives

2025

ଛତ୍ରପୁରରେ ଶ୍ରୀ ଶ୍ରୀ ରାମାୟାଣାମ୍ମା ଠାକୁରାଣୀଙ୍କ ନବରାତ୍ର ପୂଜା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା' ରାମାୟାଣାମ୍ମାଙ୍କ ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଥିବା ବେଳେ ସୋମବାର ସନ୍ଧ୍ୟାରେ ଦେବୀଙ୍କ ମହାଷ୍ଟମୀ ପୂଜା ନୀତିକାନ୍‌ନ୍ତି ଅନୁସାରେ ସମାହିତ
Read More...

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ, ରକ୍ତ ରଞ୍ଜିତ ହେଲା ରାଜରାସ୍ତା କଳାହାଣ୍ଡିର, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା'ଙ୍କ ଏହି ଛତର ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା
Read More...

କିରାବାହାଲ ରାଣୀପାଲି ଓ କୁଶଙ୍ଗ ଦୈବୀପୀଠ ଦର୍ଶନ କଲେ ନରସିଂହ

ପାର୍ବଣ ଭାଇଚାରା ଓ ବିକାଶର ବାର୍ତ୍ତାବହ ହେଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାରଦୀୟ ଦୁର୍ଗାପୂଜା ବହୁତ ଜାଗଜମକରେ ଓ ଭକ୍ତିଭାବରେ ଆମ ଅଂଚଳରେ ପାଳନ କରିଆସୁଛୁ । ଏ ଅବସରରେ ମା'ଙ୍କ ଆଗମନ ଆମ ଭିତରେ ନୂତନ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରେ । ମା'ଙ୍କ ପୂଜା ମାଧ୍ୟମରେ ଆମେ
Read More...

ଡାକ ବିଭାଗର ବଡ଼ ପଦକ୍ଷେପ : ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

ନୂଆଦିଲ୍ଲୀ, (ପିଆଇବି) : ଡାକ ବିଭାଗ ଦ୍ୱାରା ଚିଠି ଏବଂ ପାର୍ସଲର ଦ୍ରୁତ ଏବଂ ନିର୍ଭରଯୋଗ୍ୟ ବିତରଣ ପାଇଁ, ୧ ଅଗଷ୍ଟ ୧୯୮୬ ମସିହାରେ ଆରମ୍ଭ ହୋଇଥିବା ସ୍ପିଡ୍ ପୋଷ୍ଟ ସେବା, ବିଗତ ସମୟରେ ଦେଶର ସବୁଠାରୁ ବିଶ୍ୱସ୍ତ ଡାକ ସେବା ଭାବେ ନିଜ ସ୍ଥାନ ସୁଦୃଢ କରିଛି । ଏହି ସେବା, ଭାରତୀୟ ଡାକର
Read More...

ବନଦୁର୍ଗା ମନ୍ଦିରରେ ନବରାତ୍ରୀ ଦିନରେ ଭକ୍ତ ମାନଙ୍କୁ ଦର୍ଶନ ଦେଲେ ମାଁ ସିଦ୍ଧିଦାତ୍ରୀ ରୂପରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ମଙ୍ଗଳବାର ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,
Read More...

ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ୭୪ତମ ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ସମ୍ମାନିତ ଅତିଥି ଭାବରେ ପୂଜା କମିଟି ସଭାପତି ମହେନ୍ଦ୍ର
Read More...

ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜ ତରଫରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜର ସଭାପତି ବିପିନ ବିହାରୀ ଠାକୁରଙ୍କ ଅଧ୍ୟକ୍ଷତାରେ ଉକ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

କଲ୍ୟାଣସିଂହପୁର ରେଞ୍ଜରେ ହାତୀ : ଘର ଭାଙ୍ଗି ଖାଇଲେ ଖାଦ୍ୟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳର ଶିକରପାଇ ସେକ୍ସନର ଭିତର ଝୋଲା ଓ ଭେଜା ମଧ୍ୟରେ ଥିବା ଜଙ୍ଗଲରେ ଏକ ଦନ୍ତା ଓ ମାଈ ହାତୀ ତା'ର ଛୁଆ ସହ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ । ଗତ ଦୁଇଦିନ ପୂର୍ବେ ପଲମା ପଡିଭଟା ଅଞ୍ଚଳରୁ ଉପର
Read More...

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପରମ୍ପରା : ଡାଲଖାଇ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡ଼ିଶାର ସାମ୍ପ୍ରଦାୟିକ ଓ ସାଂସ୍କୃତିକ ପରିଚୟ ବୋଲି ପରିଚିତ ଡାଲଖାଇ ଆଜି ମଧ୍ୟ ଗ୍ରାମୀଣ ଜୀବନରେ ସଜିବା-ଧଜିବା ପରମ୍ପରା ଭାବରେ ବଞ୍ଚିଆସିଛି । ବଲାଙ୍ଗିର, ସମ୍ବଲପୁର, ସୋନପୁର, ବରଗଡ଼, ନୁଆପଡ଼ା ଇତ୍ୟାଦି ଜିଲ୍ଲାରେ ଏହି ଲୋକନୃତ୍ୟର ପ୍ରଭାବ
Read More...

ମୁରିବାହାଲ ବ୍ଲକର ବିଭିନ୍ନ ଦୁର୍ଗାପୂଜା ମେଢ଼ ଦର୍ଶନ କରି ମାଁଙ୍କ ଆଶିଷ ନେଲେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜା ସୋମବାର ମୁରିବାହାଲ ବ୍ଲକରେ ହେଉଥିବା ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ଜଗତ ଜନନୀ ମାଁ ଦୁର୍ଗାଙ୍କ
Read More...