Yearly Archives

2025

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତିନି ପ୍ରତିଶତ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ…

ନୂଆଦିଲ୍ଲୀ, (ଦେବାଶିଷ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (ଡିଆର)ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ଅନୁମୋଦନ କରିଛି ।
Read More...

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଷୋଳ ଦିନାତ୍ମକ ପୂଜା ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାରରେ ଷୋଳ ଦିନ ଧରି ଆୟୋଜିତ ହୋଇ ଆସିଥିବା ଶାରଦୀୟ ଦୁର୍ଗା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦଯାପିତ ହୋଇଯାଇଛିଫ ପବିତ୍ର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ
Read More...

ଭୟଙ୍କର ସଡ଼କ ଦୁର୍ଘଟଣା, ୩ ମୃତ

ଖୋର୍ଦ୍ଧା : ଭୟଙ୍କର ସଡ଼କ ଦୁର୍ଘଟଣା । ୩ ମୃତ । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ପିତାପଲୀ ଛକ ଠାରୁ ଜାତୀୟ ରାଜପଥର ରଙ୍ଗ ରୁଟ୍‌ରେ ବାଇକ୍‌ରେ ୩ ଜଣ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହିତ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା
Read More...

କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଉଠିଲା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ
Read More...

କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ବିଜେପି ଭୟଭୀତ – ଅରବିନ୍ଦ

'କଂଗ୍ରେସର ଦୁର୍ଗ କଲେଜ ଛକରେ ଦଳର ପ୍ରାଧାନ୍ୟ ଫେରିବ' ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଆଗଉଛି । ଓଡିଶାରେ ଏହି ଧାରାକୁ ପିସିସି ସଭାପତି ଭକ୍ତଚରଣ ଦାସ ଆଗେଇ ନେଉଛନ୍ତି । ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ଈର୍ଷଣୀୟ
Read More...

ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକର ଲେବଡା ପଞ୍ଚାୟତ ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ଏକ ସୁନ୍ଦର ସାଂସ୍କୃତିକ ପ୍ରତିଯୋଗୀତା (ଡ୍ୟାନ୍ସ ଡ୍ୟାନ୍ସ) ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଛି
Read More...

ଦେବଙ୍ଗ ଗ୍ରାମରେ ମା’ ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମ ଠାରେ ମା' ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ମଙ୍ଗଳବାର ଦ୍ୱାରସେନୀ ମନ୍ଦିର ଠାରୁ ନିକଟରେ ଥିବା ଗ୍ରାମ ମୁଖ୍ୟରାସ୍ତା ନିକଟରୁ ମା'ଙ୍କ ଛତର ଅଣା ଯାଇଥିଲା । ମା'ଙ୍କ ଯାତ୍ରା ଦେଖିବା ପାଇଁ
Read More...

ଡୁମ୍ବେରବାହାଲରେ ଷୋହଳ କୋଠି ଓ ଡାଲଖାଇ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଲୋପ ପାଉ ଯାଉଥିବା ଲୋକ ସଂସ୍କୃତି ପରମ୍ପରା ଓ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ଗାଁର ଗୌଡପଡ଼ାରେ ଷୋହଳ କୋଠି ଓ ଡାଲଖାଇ ପୂଜା ତିନି ଦିନ ଧରି ପାଳିତ ହୋଇଯାଇଛି ।
Read More...

ଲୋୟର ସୁକତେଲ ଡ୍ୟାମ ସ୍ଥଳରେ ମା’ ବନଦୁର୍ଗାଙ୍କ ଦଶହରା ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ପୂଜା ପାଉଛନ୍ତି ମା' ବନଦୁର୍ଗା । ବିଭିନ୍ନ ଗ୍ରାମଦେବୀ ବିସ୍ଥାପିତ ହୋଇଥିଲେ ମଧ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ପୂଜା ପାଉଛନ୍ତି ମା' ବନଦୁର୍ଗା । ସବୁ ବର୍ଷ ପରି ଏବର୍ଷ ଦଶହରା ପୂଜା ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଯେ,
Read More...

ଐତିହ୍ୟ ସମ୍ପନ୍ନ ସାଲେଭଟା ମା’ ପାଟଣେଶ୍ୱରୀ ଦେବୀଙ୍କ ବଏଲ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ଗୋଟିଏ ଗମ୍ଭୀରାରେ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀ ପୂଜା ପାଉଛନ୍ତି । ଏହି ଐତିହ୍ୟ ପୀଠରେ ଦଶହରା ଓ ନବରାତ୍ରିି ପୂଜା ଆୟୋଜିତ ହୋଇଥିଲା । ପାଟଣା ଶାସନ ସମୟରେ ତନ୍ତ୍ରମନ୍ତ୍ର ପୀଠ ଭାବରେ ଏହା
Read More...