ରାସ୍ତା ନିର୍ମାଣରେ ଜାଲିଆତି ଅଭିଯୋଗ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ହରିଲୁଟ୍
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଂଘାତିକ ଅଭିଯୋଗ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକରେ ଚାଲିଛି ହରିଲୁଟ୍ । ଖପ୍ରାଖୋଲ ଅଞ୍ଚଳରେ ଠିକାଦାରମାନେ ଯେପରି ସରକାରୀ ଅଫିସରଙ୍କ ଏକ ଟଙ୍କା ଲଗାଇବା ଗଛ ଭଳି ହୋଇଯାଇଛି ବୋଲି ଚର୍ଚା ଜୋର୍ ଧରିଛି । ଯେତେ ଲୁଟିଲେ ବି କାହାର!-->…
Read More...
Read More...