Daily Archives

ଆକାଶବାଣୀର ସ୍ୱୀକୃତି ପ୍ରାପ୍ତ ସୁଗମ ସଂଗୀତ କଣ୍ଠଶିଳ୍ପୀ ଭାବେ ଚୟନ ହେଲେ ମାନସ କୁମାର ଷଡ଼ଙ୍ଗୀ

ବିଜେପୁର, (କେପିଏନ୍‌ଏସ୍‌) : ଆକାଶବାଣୀ (ଭାରତର ଲୋକ ସେବା ପ୍ରସାରକ ) ତରଫରୁ ସ୍ୱୀକୃତି ପ୍ରାପ୍ତ ସୁଗମ କଣ୍ଠଶିଳ୍ପୀ ଭାବେ ଚୟନ ହେଲେ ବରଗଡ ଜିଲ୍ଲା ବିଜେପୁର ମାଟିର ମାନସ କୁମାର୍ ଷଡ଼ଙ୍ଗୀ । ଏହି ଉପଲବ୍ଧି ପାଇଁ ଆକାଶବାଣୀ କର୍ତ୍ତୃପକ୍ଷ ତାଙ୍କୁ ବି'ଗ୍ରେଡ କଳାକାର ଭାବେ ସ୍ୱୀକୃତି
Read More...

ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ ସମାରୋହ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଅତିଥି ଭାବେ
Read More...

ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ

ଭଦ୍ରକ : ବେଆଇନ ଗୋରୁ ଚାଲାଣ ଓଲଟିଲା ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ଏବଂ ୩ ଗୋରୁଙ୍କ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଲିରେ । ସୂଚନା ଯୋଗ୍ୟ ଯେ, ଗୋଟିଏ ଗାଡ଼ିରେ ଗୋରୁଙ୍କୁ ଚାଲାଣ କରିବା ପାଇଁ ନିଆଯାଉଥିଲା । ଖବର ପାଇ
Read More...

କେନ୍ଦ୍ର ସମବାୟ ସଚିବଙ୍କ ଉପସ୍ଥିତିରେ, ସ୍ୱିଗି ଇନଷ୍ଟାମାର୍ଟରେ ସମବାୟ ଦୁଗ୍ଧ ଏବଂ ଅନ୍ୟାନ୍ୟ ଉତ୍ପାଦକୁ ଅନ୍ତର୍ଭୁକ୍ତ…

ସମବାୟ ସମିତିଗୁଡ଼ିକ ମଧ୍ୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନୂତନ ଗ୍ରାହକଙ୍କ ସହ ସଂଯୋଗ ସ୍ଥାପନ କରିପାରିବେଭାରତ ଅର୍ଗାନିକ୍ସ ଏବଂ ଅନ୍ୟାନ୍ୟ ସମବାୟ ଦୁଗ୍ଧ ଉତ୍ପାଦ ଏବେ ସ୍ୱିଗିର ଇ-କମର୍ସ ଏବଂ କ୍ୟୁ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବସ୍ୱିଗି ମାର୍କେଟିଂ, ପ୍ରୋତ୍ସାହନ, ଗ୍ରାହକ
Read More...

ଢେଙ୍କାନାଳ ପିଏମ୍ ଶ୍ରୀ ପଞ୍ଚସଖା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା

• ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ସହ ସମାନ ସୁଯୋଗ ଦେବା ଆମର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ବୀର ଭୂମି ଢେଙ୍କାନାଳର ଅନେକ ଅବଦାନ ଅଛି• ଓଡ଼ିଶା ଏବଂ ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷା ଜରୁରୀ• ଓଡ଼ିଆ ଜାତି
Read More...

ମାଲିକଙ୍କୁ ଠେଙ୍ଗାରେ ପିଟି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ମୟୂରଭଞ୍ଜ : ମାଲିକଙ୍କୁ ଠେଙ୍ଗାରେ ପିଟି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ମାଲିକ ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସୁନଗାଡ଼ିଆ ଯିବା ରାସ୍ତର ପଛପଟ ଅଞ୍ଚଳରେ । ସୂଚନା ଅନୁସାରେ,
Read More...

ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଯେତେବେଳେ ଯୁବପିଢ଼ି ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଯୋଗଦାନ ଦିଅନ୍ତି, ଦେଶ ଦ୍ରୁତଗତିରେ ବିକାଶ ଲାଭ କରେ ଏବଂ ବିଶ୍ୱସ୍ତରରେ ସ୍ୱୀକୃତି ହାସଲ କରେ : ପ୍ରଧାନମନ୍ତ୍ରୀନିଜର ସମର୍ପଣ ଏବଂ ନବସୃଜନ ମାଧ୍ୟମରେ, ଭାରତର ଯୁବପିଢ଼ି ଆଜି ବିଶ୍ୱକୁ ଦେଖାଉଛନ୍ତି ଯେ ଆମ ପାଖରେ କେତେ ସମ୍ଭାବନା ଅଛି :
Read More...

ବାଇକ ଧକ୍କାରେ ଜଣେ ବୃଦ୍ଧା ମୃତ

ବ୍ରହ୍ମପୁର : ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ (୭୦) । ସୂଚନା ଯୋଗ୍ୟ ଯେ, ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ କୌଣସି କାମରେ ଛକକୁ ଆସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା
Read More...