Daily Archives

ଶିକ୍ଷକ କୀର୍ତ୍ତନ ବେହେରାଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କପିଲାଭଟା ପଞ୍ଚାୟତ ତାଲଭଟା ନିବାସୀ କୀର୍ତ୍ତନ ବେହେରାଙ୍କ ୫୭ ବର୍ଷ ବୟସ ରେ ପରଲୋକ ହୋଇଛନ୍ତି ।
Read More...

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲାଣି ଖରାର ପ୍ରକୋପ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଖରା । ଏମିତିରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସରକାର ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଏହି କ୍ରମରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳ ୭ରୁ ୯ଟା ଅଙ୍ଗନବାଡ଼ି ଚାଲିବା
Read More...

ଟିଟିଲାଗଡ଼ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଓରିଏନ୍‌ଟେସନ କାର୍ଯ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲର ଜୁନିଅର ୱିଂସରେ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ନେଇ ଏକ ଓରିଏନ୍‌ଟେସନ କାର୍ଯ୍ୟକ୍ରମ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତିଙ୍କ ସଭାପତିତ୍ୱରେ
Read More...

ମୁରିବାହାଲ ବ୍ଲକରେ ବେଆଇନ ଛଦ୍ମ ଗାଁ ସାଥୀରେ : କୋଟି କୋଟି ଟଙ୍କାର ମନରେଗା ଉନ୍ନୟନ କାମ

ମୁରିବାହାଲ ବ୍ଲକ ଗାଁସାଥୀ ସଂଘର ବିଡ଼ିଓଙ୍କ ନିକଟରେ ତୀବ୍ର ପ୍ରତିବାଦ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ବେଆଇନ୍ ଛଦ୍ମ ଗାଁସାଥୀ (ମେଟ୍) ମାନଙ୍କ ଦ୍ଵାରା କୋଟି କୋଟି ଟଙ୍କାର ମନରେଗା ଉନ୍ନୟନ କାର୍ଯ୍ୟ କରାଯାଉଥିବାକୁ ନେଇ ବ୍ଲକ
Read More...

ବଲାଙ୍ଗିର ଟାଉନ ହଲ ମରାମତି : ବଲାଙ୍ଗିର ପୌର ପରିଷଦ ଓ ଜିଲ୍ଲା ପ୍ରଶାସନକୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ହଲ ଦୁଇ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଟାଉନ ହଲର ମରାମତି ପାଇଁ ରାଜ୍ୟ ସରକାର ଏକ କୋଟି ପଚାଶ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଟେଣ୍ଡର ହୋଇ ଏକ କମ୍ପାନୀ ପାଇଁ ଥିଲା ଏବଂ କାମ ମଧ୍ୟ ଆରମ୍ଭ ହୋଇଥିଲା । ଦୁଃଖର ବିଷୟ କାମ ଆରମ୍ଭ ହେଉ
Read More...

କୁମ୍ଭମେଳାର ସଫଳ ସମାପନ ସଂପର୍କରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ମୁଁ ଲୋକମାନଙ୍କୁ ପ୍ରଣାମ କରୁଛି ଯେଉଁମାନଙ୍କ ଉଦ୍ୟମରେ କୁମ୍ଭମେଳାର ସଫଳ ଆୟୋଜନ ହୋଇପାରିଛି :ପ୍ରଧାନମନ୍ତ୍ରୀକୁମ୍ଭମେଳାର ସଫଳତାରେ ଅନେକ ଲୋକଙ୍କ ଯୋଗଦାନ ରହିଛି, ମୁଁ ସରକାର ଏବଂ ସମାଜର ସମସ୍ତ କର୍ମଯୋଗୀମାନଙ୍କୁ ଅଭିନନ୍ଦନ ଜଣାଉଛି : ପ୍ରଧାନମନ୍ତ୍ରୀକୁମ୍ଭମେଳା ଆୟୋଜନରେ ଆମେ ଏକ
Read More...

ବସ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା, କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ସହ ମୁହାଁମୁହାଁ ଧକ୍କା ହେଲା କାର । ଏହି ଭୟଙ୍କର ଦୁର୍ଘଟଣାରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ବାକି ବସରେ ଥିବା ୨ ଯାତ୍ରୀ ଆହତ ହୋଇଛନ୍ତି ।
Read More...

୨୦ରୁ ରାଜ୍ୟରେ ଝଡ଼ ବର୍ଷା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଗୁରୁବାରଠାରୁ ରାଜ୍ୟରେ କାଳବୈଶାଖୀ । ଏହାର ପ୍ରଭାବରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିଦର୍ଶନ କଲେ ମିଜୋରାମର ଶିକ୍ଷକ-ପ୍ରଶିକ୍ଷକ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ମିଜୋରାମର ଆଇଜଲ୍ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଏଚ୍. ଲୋଲଫକ ଜୁଆଲାଙ୍କ ନେତୃତ୍ୱରେ ସେଠାକାର ବାରଜଣ ଶିକ୍ଷକ - ପ୍ରଶିକ୍ଷକ ଆଜି ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶୈକ୍ଷିକ ପରିଦର୍ଶନରେ ଆସିଛନ୍ତି । ସେମାନେ ବିଭିନ୍ନ
Read More...

ଗଣମାଧ୍ୟମ ଏବଂ ମନୋରଞ୍ଜନ ଷ୍ଟାର୍ଟଅପ୍ ପାଇଁ ଅଭିନବ ସୁଯୋଗ ଆଣିବ ଓ୍ୱେଭେକ୍ସ ୨୦୨୫

ୱେଭେକ୍ସ ୨୦୨୫ରେ ପୁଞ୍ଜିପତି ଓ ନିବେଶକଙ୍କ ଆଗରେ ନିଜର ପ୍ରସ୍ତାବ ଉପସ୍ଥାପନ କରିବେ ଷ୍ଟାର୍ଟଅପ୍‌ନିବେଶ ଏବଂ ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ଲାଗି ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଦ୍ୱାର ଖୋଲିଲା ୱେଭେକ୍ସ ୨୦୨୫ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Read More...