ବସ୍ ଧକ୍କାରେ ଚାଲିଗଲା ଜୀବନ
ଭୁବନେଶ୍ୱର : ବେପାରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ । ଭୁବନେଶ୍ୱର ଘାଟିକିଆ ଛକରେ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ନାମ ସୌମ୍ୟରଂଜନ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୩୩ ବର୍ଷ ବୋଲି ଜଣାପଡିଛି । ସେ ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁର ବାସିନ୍ଦା!-->…
Read More...
Read More...