Daily Archives

ଏନଏଚ ଉପରେ ଲାଗିଥିବା ୧୬ଟି ବିଦ୍ୟୁତ ଖୁଣ୍ଟ କାହାର

୪ବର୍ଷ ହେଲା ଖୁଣ୍ଟ ଲାଗିଛି, ହୋଇନି ବିଦ୍ୟୁତ ସଂଯୋଗଅନ୍ଧାରରେ ବଙ୍ଗଳା ଛକ ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥକୁ ଆଲୋକିକରଣ ଓ ସୁନ୍ଦର କରିବା ପାଇଁ ସରକାର ଯୋଜନା କରିଛନ୍ତି । ୨୬ନଂ ଜାତୀୟ ରାଜପଥର ଦେଓଗାଁ ଡ଼ାକ ବଙ୍ଗଳା ଛକର ରାସ୍ତା କଡ଼ରେ ୧୬ଟି ବିଦ୍ୟୁଟ ଷ୍ଟ୍ରିଟ
Read More...

ଭୁବନେଶ୍ୱରରେ ଡ୍ରିମ୍ ଗାର୍ଲ ହେମାଳିନୀ

ଭୁବନେଶ୍ୱର : ଓଡ଼ିଶାରେ ବଲିଉଡର ଡ୍ରିମ୍ ଗାର୍ଲ ହେମାଳିନୀ । ବୃନ୍ଦାବନ ମହୋତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ଅଭିନେତ୍ରୀ ହେମାଳିନୀ । ଗୁରୁକୁଳ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗରେ ଆସନ୍ତାକାଲି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ସାମିଲ୍
Read More...

ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କ୍ଲଷ୍ଟର ଅନ୍ତର୍ଗତ ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ଫଗୁନୁ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ରାଜ୍ୟସଭାରେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟପନ୍ଥା, ଆଲୋଚନା ଉପରେ ସାଂସଦ ନିରଞ୍ଜନ ବିଶିଙ୍କ ମତ

ନୂଆଦିଲ୍ଲୀ, (ପିଆଇବି) : ସଂସଦର ସମ୍ପ୍ରତି ବଜେଟ ଅଧିବେଶନରେ, ରାଜ୍ୟସଭାରେ ସାଂସଦ ଏବଂ ଆଇସିଟିଏମ୍ ଉପରେ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ନିରଞ୍ଜନ ବିଶି ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟପନ୍ଥା ଆଲୋଚନାରେ ଉଦ୍‌ବୋଧନ ଦେଇଥିଲେ । ଶ୍ରୀ ବିଶି ଦେଶର ସାମ୍ପ୍ରତିକ ଶିକ୍ଷା ସ୍ଥିତି ଉପରେ
Read More...

ଚାଲିଥିଲା ବେଆଇନ ବନ୍ଧୁକ କାରଖାନା, ଚଢାଉ କଲା କ୍ରାଇମ୍‌ବ୍ରାଞ୍ଚ

କଟକ : କଟକରେ ବେଆଇନ ବନ୍ଧୁକ କାରଖାନା ଠାବ । କଟକ ସଦର ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ଜବତ କରାଯାଇଛି । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ
Read More...

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ

ସଇଁତଲା, (କେପିଏନ୍‌ଏସ୍‌) : ଭୁବନେଶ୍ଵର ରାଜ ଭବନରେ ରାଜ୍ୟସ୍ତରୀୟ ରେଡ଼କ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟିଙ୍କ କରକମଳରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ
Read More...

ଏପ୍ରିଲ୍‌ ପହିଲାରୁ ଲାଗୁ ହେବ ‘ଆୟୁଷ୍ମାନ ଭାରତ’ ଯୋଜନା

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଆସନ୍ତା ଏପ୍ରିଲ ପହିଲା ଦିନଠୁ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ । ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ
Read More...

ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବୁଧବାର ବିଳମ୍ବିତ ରାତିରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଦେଶିବେହେରାଙ୍କ ଘର ନିକଟରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ । ବୁଧବାର ଯାତ୍ରା ସମୟ
Read More...

ସାମାନ୍ୟ ବିବାଦରୁ ପୁଅକୁ ହତ୍ୟା କରିଦେଲା ବାପା

ସୋର : ପାରିବାରିକ କଳହରୁ ପୁଅକୁ ହତ୍ୟା କରିଦେଲା ବାପା । ମାଆ ଏବଂ ବାପାଙ୍କ ଝଗଡ଼ାରେ ବଳିପଡିଲା ପୁଅ । ନିଶାସକ୍ତ ଅବସ୍ଥାରେ ନାବାଳକ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ନୃଶଂସ ବାପା । ବାଲେଶ୍ୱର ଜିଲ୍ଲା ଔପଦା ଥାନା ନରମା ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଖବର ଅନୁସାରେ
Read More...

ଧାନର ପୋଷକତତ୍ତ୍ୱ ଦକ୍ଷତା ବୃଦ୍ଧି ନିମନ୍ତେ ସୂତ୍ର ତାଲିମ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ କୃଷି ସମ୍ପ୍ରଦାୟ ପାଇଁ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଧାନର ପୋଷକ ଲତ୍ୱ ଦକ୍ଷତା ବୃଦ୍ଧି ପାଇଁ ଏକ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲ୍ଲୀ ଅମା ଗ୍ରାମରେ ଇ ଚାଷୀ ପ୍ରକଳ୍ପ ଅଧୀନରେ ମୁଖ୍ୟ
Read More...