Daily Archives

ବିଡ଼ିଓ-ସାମ୍ବାଦିକ ମୁହାଁମୁହିିଁ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼…
Read More...

ଚଳକୀ-ଗୁଡିଘାଟ ରାସ୍ତାରୁ ବେଆଇନ୍ ଚୋରାଚାଲାଣ ହେଉଥିବା ଖଇର କାଠ ବୋଝେଇ ମାକ୍ସ୍ ପିକଅପ୍ ଭ୍ୟାନ ଜବତ

ଡ୍ରାଇଭର ସମେତ ଦୁଇ ଚୋରାଚାଲାଣକାରୀ ଫେରାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଚଳକୀ-ଗୁଡିଘାଟ ମୁଖ୍ୟରାସ୍ତାରେ ଚୋରାଚାଲାଣ ହେଉଥିବା ମୂଲ୍ୟବାନ ଖଇର କାଠ ବୋଝେଇ ଏକ ମାକ୍ସ ପିକ୍‌ଅପ୍‌ ଭ୍ୟାନକୁ ଜଙ୍ଗଲ ବିଭାଗ ପକ୍ଷରୁ ଜବତ କରାଯାଇଛି ।…
Read More...

ମାଁ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅଲାତରା(କ) ଦଳ ସେମିଫାଇନାଲକୁ ପ୍ରବେଶ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଖେଳ ପଡ଼ିଆ ଠାରେ ଚାଲିଥିବା ମାଁ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଦ୍ୱିତୀୟ ଦିନରେ ୩ ଗୋଟି ମ୍ୟାଚ୍‌ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ଅଲାତରା (କ) ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ…
Read More...

ଜାତୀୟ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ତରଫରୁ କ୍ଳଷ୍ଟର ସ୍ତରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…
Read More...

ରୋତ କଲେଜରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ରୋତ୍ ମହାବିଦ୍ୟାଳୟ ଠାରେ ଏନ୍‌ଏସ୍‌ଏସ୍‌ କୋ - ୟୁନିଟ୍ ତରଫରୁ ସଡ଼କ ସୁରକ୍ଷା ସପ୍ତାହ - ୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମଟିକୁ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ନାରା ଦେଇ…
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ : ବଡଗମଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି ।…
Read More...

ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଦର୍ଶକ ମାନଙ୍କୁ ହସାଇଲେ ଟିଙ୍କୁ ଟିଙ୍ଗାଲୁ ଓ ମିସ୍‌ ମିଲି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟ ପୂଜା, ଚର୍ତୁଦ୍ଧା ମୂର୍ତ୍ତିଙ୍କ…
Read More...

ବିଶ୍ଵ ଭାରତୀୟ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମରେ ଚାଲିଥିବା ୨୭ତମ ବିଶ୍ଵ ଭାରତୀୟ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଛିନପାଣି ଓ ପଥରେଲ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ଛିନପାଣି ଦଳ ବିଜୟୀ ହେଇଥିଲା ।…
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷଠାରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ସମ୍ପନ୍ନ ହୋଇଛି । ମଙ୍ଗଳବାର ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ହୋଇଥିବା ଏହି…
Read More...

ଶ୍ରୀରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି : ଅମ୍ୱାଦଳାରେ ରାମଲାଲାଙ୍କ ପାଇଁ ଶୋଭାଯାତ୍ରା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଅଯୋଧ୍ୟାର ଭଗବାନ ଶ୍ରୀରାମ ମନ୍ଦିରର ପବିତ୍ର ଶୁଭ ଲୋକାର୍ପଣର ସ୍ମୃତି ଅବସରରେ ଅମ୍ୱାଦଳା ଅଞ୍ଚଳରେ ଏକ ଭକ୍ତି ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି ଅବସରରେ ଅମ୍ୱାଦଳା ଅଞ୍ଚଳର ରାମ ଓ ଶ୍ୟାମ…
Read More...