Daily Archives

ମ. ରାମପୁର ଠାରେ ବ୍ଲକ ସ୍ତରୀୟ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉତ୍‌ଯାପିତ

ଶ୍ରେଷ୍ଠ ଆୟୋଜକ ପଞ୍ଚାୟତ ଭାବେ ମଦନପୁର ପୁରସ୍କୃତ ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ସଭାପତିତ୍ୱରେ ମହା ସମାରୋହରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତି, ପରମ୍ପରାର ଗର୍ବର
Read More...

ଗ୍ରୀନ ପ୍ଲାଏଉଡ୍‌ ରାଜେଶ ମିତ୍ତାଳ ପ୍ରକଳ୍ପରେ ସ୍ଥାନୀୟ ୭୦ ଭାଗ ନିଯୁକ୍ତିକୁ ନେଇ ଗ୍ରାମବାସୀ ଦେଲେ ସମର୍ଥନ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ଓ ପାକଝୋଲା ଗ୍ରାମ ପଂଚାୟତର ଅଧୀନରେ ଥିବା କାଡ଼ାମଗୁଡ଼ା ଗ୍ରାମରେ ଦୁଇ ପଞ୍ଚାୟତବାସୀ ଶତାଧିକ ଲୋକେ ଆଲଚନାରେ ଭାଗ ନେଇଥିଲେ । ଉକ୍ତ ବୈଠକରେ ପ୍ରତି ଗ୍ରାମରୁ ଜଣେ ଲେଖାଏ ନିଜନିଜର ମତ ସାବ୍ୟସ୍ତ
Read More...

ବେଦାନ୍ତ କମ୍ପାନୀ ବିରୋଧରେ ନିୟମଗିରି ସୁରକ୍ଷା ସମିତିର ଡଙ୍ଗରିଆଙ୍କ ସାମ୍ବାଦିକ ସମ୍ମିଳନୀ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ଲଖାପଦର ଗ୍ରାମରେ ବେଦାନ୍ତ କମ୍ପାନୀର ପୁନର୍ବାର ଗ୍ରାମସଭାକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଡଙ୍ଗରିଆ କନ୍ଧ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଥିବା ବେଦାନ୍ତ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ପଛ ପଟରୁ ଚଢ଼ାଇବାକୁ ଚେଷ୍ଟା କରିଥିବା ଗାଡ଼ିଟି କାହାର, ପୋଲିସ ତଦନ୍ତରୁ ଜଣାପଡିବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ବୁଧବାର ଅପରାହ୍ନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗାଡି ପଛ ପଟେ ଧକ୍କା ମାରି ମାରିବା ପାଇଁ ଉଦ୍ୟମ କରୁଥିବା ଗାଡିର ଫଟୋ ମିଳିଲା । ସୂଚନାଯୋଗ୍ୟ ଯେ, ସେଦିନ ଆମ୍ବ ଗଛ ମୂଳେ ଟିପିଡବ୍ଲୁଓଡିଏଲ୍‌
Read More...

ସିହିନୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର ବାର୍ଷିକ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି
Read More...

ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଭାରତ ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହୋଇଛି । ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟି
Read More...

ଆଇଆଇଟି ଭୁବନେଶ୍ୱରରେ ଦ୍ଵିତୀୟ ସିଏସ୍ଆର୍ କନକ୍ଲେଭରେ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତି, ନବସୃଜନ ଏବଂ ସର୍କୁଲାର୍…

ଭୁବନେଶ୍ୱର, (ପିଆଇବି) : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ସିଏସ୍ଆର୍ ସେଲ୍ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗୀ ପାର୍କର ସହଯୋଗରେ ଆୟୋଜିତ ଦ୍ୱିତୀୟ ସିଏସ୍ଆର କନକ୍ଲେଭରେ ୧୦ ଜାନୁଆରୀ ୨୦୨୫ରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ମିଳିତ ଆଭିମୁଖ୍ୟ
Read More...

ଏସୀୟ କପ୍ କାନୋ ପ୍ରତିଯୋଗିତା, ହଂକଂ ୨୦୨୪-୨୫ରେ SAI NCOE ଜଗତପୁର ଆଥଲେଟମାନେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ଜଗତପୁରରୁ ଦୁଇଜଣ କାୟାକିଂ ଏବଂ କାନୋଇଂ ଆଥଲେଟ୍ ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ ଏବଂ ଶ୍ରୀମାନ ସଲାମ୍ ସୁନିଲ ସିଂହ ୯ରୁ ୧୨ ଜାନୁଆରୀ ୨୦୨୫
Read More...

ସ୍ମାର୍ଟଫୋନ୍ ଠାରୁ ଲାପଟପ୍ ପର୍ଯ୍ୟନ୍ତ : ଆଇ.ଟି. ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭାରତ

● ଚେନ୍ନାଇରେ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ କମ୍ପାନୀ ସିର୍ମା ଏସ୍.ଜି.ଏସ୍.ର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନ ଉଦ୍‌ଘାଟିତ● ପିଏଲ୍‌ଆଇ-୨ର ୧୮ମାସର ସ୍ୱଳ୍ପ ସମୟ ମଧ୍ୟରେ ତାମିଲନାଡ଼ୁରେ ପ୍ରଥମ ୟୁନିଟ୍ ଆରମ୍ଭ ହୋଇଛି; “ମେଡ୍ ଇନ୍ ଇଣ୍ଡିଆ” ଲାପଟପ ଉତ୍ପାଦନ ଆରମ୍ଭ●
Read More...