Daily Archives

ସାହୁ ଜ୍ୱେଲର୍ସରୁ ସୁନା ବ୍ୟାଗ ଲୁଟ୍‌

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ମୁନିଗୁଡା ବ୍ଲକ ଅମ୍ବାଦୋଳାର ସାହୁ ଜ୍ୱେଲର୍ସରୁ ପ୍ରାୟ ୫୦୦ ଗ୍ରାମ ସୁନା ଲୁଟ୍‌ର ଏକ ଅଭିଯୋଗ ହୋଇଛି । ତେବେ ଦୁଇ ଲୁଟେରା ଏକ ବ୍ଲୁ ରଙ୍ଗର ପଲ୍‌ସର୍‌ରେ ଆସି ଦୋକାନୀ ମହେଶ୍ୱର ନାୟକଙ୍କ ଦୋକାନ ଖୋଲିବା ସମୟରେ ଲୁଟ୍‌ କରିଥିବା ଖବର ଜଣାପଡ଼ିଛି । ଏ
Read More...

ଖୋ-ଖୋ ବିଶ୍ଵ କପରେ ଯୋଗଦେବେ ଡେଲାଙ୍ଗର ଭରତ ଓ ଅନନ୍ୟା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଖୋ-ଖୋ ବିଶ୍ଵ କପ ନିମନ୍ତେ ଭାରତୀୟ ପ୍ରଶିକ୍ଷଣ ଶିବିରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଗଜେନ୍ଦ୍ର ପ୍ରଧାନଙ୍କ ପୁତ୍ର ଭରତ କୁମାର ପ୍ରଧାନ (ବରକେରା) ଓ ଭୀମସେନ ପ୍ରଧାନଙ୍କ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂକଳ୍ପ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ନବ ନିଯୁକ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଉପଖଣ୍ଡ ସ୍ତରୀୟ ସଂକଳ୍ପ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ
Read More...

ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସଙ୍କ ଠାରୁ ଚାନ୍ଦ ସଂଗ୍ରହ : ତେବେ କଟନି ଛଟନି ବନ୍ଦ ହେବ କେମିତି

ବରଗଡ, (ନିରୋଜ କୁମାର ପାଣୀ) : ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀମାନଙ୍କୁ ଦେଇଥିବାର ପ୍ରତିଶୃତି ଅନୁଯାୟୀ ପ୍ରତି ଧାନ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବା ପର୍ବ ଗତକାଲି ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛାପାଲିଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଡିସେମ୍ବର ୧୧ରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ର ଗ୍ରାଣ୍ଡ୍ ଫାଇନାଲ୍
ଆୟୋଜନ ପାଇଁ ଆଇଆଇଟି ଭୁବନେଶ୍ୱର ପ୍ରସ୍ତୁତ

ଭୁବନେଶ୍ୱର : ଅନ୍ୟ ୫୧ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ଏକ ନୋଡାଲ୍ ଏଜେନ୍ସି ଭାବରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ଆଗାମୀ ୧୧ ଏବଂ ୧୨ ତାରଖରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ର ସଫ୍ଟୱେର୍ ସଂସ୍କରଣର ଗ୍ରାଣ୍ଡ୍ ଫିନାଲ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି ।
Read More...

ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକ ଜୟନ୍ତୀ ପାଳନ ହୋଇଯାଇଛି । ଏହି ସମାରୋହ ତାଙ୍କ ଗୃହ ଆଗରେ ହୋଇଥିଲା । ଏଥିରେ ଅତିଥି ଭାବରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ, ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ, ନାଟ୍ୟ ଭୂଷଣ ଜଗଦାନନ୍ଦ
Read More...

ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡକ୍ଟର ଅଶୋକ କୁମାର ସେଠୀ ଏବଂ ଡ. ଭାରତୀ ଦାସ ରୋଗୀମାନଙ୍କ ସ୍ୱାସ୍ଥ୍ୟ
Read More...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ
Read More...

ମଧ୍ୟାହ୍ନ ଭୋଜନ ଖାଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା : ଡେଙ୍ଗପଦର ଗ୍ରାମରେ ସ୍ଥିତି ଅନୁଧ୍ୟାନ କଲେ କଣ୍ଟାବାଞ୍ଜି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଅଧିକ ଛାତ୍ରଛାତ୍ରୀ ଗତ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୬୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ
Read More...