Daily Archives

ଉପଖଣ୍ଡ ସ୍ତରୀୟ ୩ ଦିନିଆ ଗୋପାଳନ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଏଫ.ଆଇଏ.ସି. ହଲ୍‌ ପରିସରରେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେରେ ୩ ଦିନିଆ ମଧ୍ୟମ ଔଦ୍ୟାଗିକ ଗୋପାଳନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ସଇଁତଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ
Read More...

ଫପସି ମହୋତ୍ସବର ଷଷ୍ଠ ଦିବସରେ ଟିଟିଲାଗଡ଼ ଢ଼ାପ ନୂତ୍ୟରେ ଝୁମିଲେ ଦର୍ଶକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଫପସି ଠାରେ ଚାଲିଥିବା ଆରସିବି ଯୁବକ ସଂଘ ଆନୁକୂଲ୍ୟରେ ଫପସି ମହୋତ୍ସବର ଷଷ୍ଠ ଦିବସରେ ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ
Read More...

ହିରାପୁରରେ ଧାନମଣ୍ଡି ଉଦ୍‌ଘାଟନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେଛୋଦାଦର ପଞ୍ଚାୟତ ହିରାପୁର ଠାରେ ଚଳିତ ବର୍ଷର ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଆନୁଷ୍ଠାନିକରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ କରକମଳରେ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି । ବିଧିବଦ୍ଧ ଭାବେ
Read More...

ପ୍ରଧାନମନ୍ତ୍ରୀଙ୍କୁ ଗୁୟାନାର ଅର୍ଡର୍ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ

ନୂଆଦିଲ୍ଲୀ, (ପିଆଇବି) : ଗୁୟାନାର ରାଷ୍ଟ୍ରପତି ଆଜି ଷ୍ଟେଟ୍ ହାଉସ୍ରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ 'ଦ ଅଡର୍ ଅଫ୍ ଏକ୍ସଲେନ୍ସ' ପ୍ରଦାନ କରିଛନ୍ତି । ଜଣେ ଦୂରଦର୍ଶୀ ରାଜନେତା ରୂପରେ ବିଶ୍ୱ ମଞ୍ଚରେ ବିକାଶଶୀଳ ରାଷ୍ଟ୍ରଙ୍କ ଦାବି
Read More...

ଡଃ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି- ଧର୍ମେନ୍ଦ୍ର ପ୍ରଧାନ

ଡଃ. ମହତାବଙ୍କ ୧୨୫ତମ ଜୟନ୍ତୀ ବାର୍ଷିକୀ ସମାରୋହରେ ଯୋଗଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଲେଡ. ମହତାବଙ୍କ ଜୟନ୍ତୀକୁ ଭବ୍ୟ ସମାରୋହ ଭାବେ ପାଳନ କରିବା ପାଇଁ କମିଟି ଗଠନ କରିଥିବାରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେଓଡ଼ିଆ ଅସ୍ମିତାର ଜୀବନ୍ତ
Read More...

କଣ୍ଟାବାଞ୍ଜି ଆଇବି ଠାରେ ଗନ୍ଧମାର୍ଦ୍ଦନକୁ ନେଇ ବିଜେଡି ନେତାଙ୍କ ସାମ୍ବାଦିକ ସମ୍ମିଳନୀ

କଣ୍ଟାବାଞ୍ଜି / ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗନ୍ଧମାର୍ଦ୍ଦନ ପାହାଡ ତଳେ ଆଦାନୀ କମ୍ପାନୀ ଜମି କିଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଏନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରାଜ୍ୟ ଯୁବ ବିଜେପି ସଂପାଦକ ଅଜିତ ଯୋଶୀ ଏକ
Read More...

ବେକରେ ରସି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀଙ୍କ ନିଜ ଘରେ ଆତ୍ମହତ୍ୟା । ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ୱାମୀ ସ୍ତ୍ରୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି
Read More...

ମୂଲ୍ୟବୋଧଭିତ୍ତିକ ଶିକ୍ଷା ହିଁ ଶୃଙ୍ଖଳିତ ଚରିତ୍ର ଗଠନର ମୂଳଆଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୈତିକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ହିଁ କୋମଳମତି ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ଚରିତ୍ର ଗଠନର ମୂଳଆଧାର ଓ ତଦନୁଯାୟୀ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସେମାନଙ୍କୁ ପ୍ରାରମ୍ଭରୁ ଗଢ଼ି ତୋଳିବାକୁ ଏବଂ ପିଲାମାନେ ମଧ୍ୟ ସେହି ଅନୁସାରେ ଆପେ ଆପେ
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ ହୋଇଯାଇଛି । ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ କରାଯାଇଛି । ତେଣୁ ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ
Read More...

ଘରେ ଘରେ ପୂଜା ପାଇଲେ ମାଁ ଲକ୍ଷ୍ମୀ ଠାକୁରାଣୀ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଣବସା ଗୁରୁବାର ଓଷା ଓଡ଼ିଶାରେ ପାଳିତ ହେଉଥିବା ଏକ ପ୍ରମୁଖ କୃଷିଭିତ୍ତିକ ପାର୍ବଣ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ଏହାର ବେଶ ମହତ୍ତ୍ୱ ରହିଛି । ତେଣୁ ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର ଅବସରରେ
Read More...