Daily Archives

ଟିଟିଲାଗଡ଼ ଦେବନ୍ଧ ପଡ଼ାର ଝିଅ ବେବି ନାଏକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ଟିଟିଲାଗଡ଼ ଅଗ୍ରୱାଲ ସଭା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ବି ମାନବିକତା ବଞ୍ଚିଛି । ମଣିଷ ପଣିଆ ଭାଇଚାରାର ଉଦାହରଣ ସୃଷ୍ଟି କରିଛି ଟିଟିଲାଗଡ଼ ଅଗ୍ରୱାଲ ସଭା । ଟିଟିଲାଗଡ଼ ଦେବନ୍ଧ ପଡ଼ାର ୧୩ ନମ୍ୱର ୱାର୍ଡ଼ ନିବାସୀ ପୌର ପରିଷଦର ଠିକା ସଫେଇ କର୍ମଚାରୀ ଚନ୍ଦନ ନାଏକ ଓ ମମତା ନାଏକଙ୍କ ଝିଅ ବେବି ନାଏକ
Read More...

ହରିଦ୍ୱାରଠାରେ ଗଙ୍ଗା ଉତ୍ସବ ୨୦୨୪କୁ ଉଦ୍‌ଘାଟନ କରି ଗଙ୍ଗା ସଂରକ୍ଷଣ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଉପରେ…

ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ମା’ ଗଙ୍ଗାଙ୍କ ସଂରକ୍ଷଣ ଏବଂ ଏହା ପ୍ରତି ଶ୍ରଦ୍ଧାକୁ ପ୍ରୋତ୍ସାହିତ କରିବାରେ ଗଙ୍ଗା ଉତ୍ସବର ଭୂମିକା ଉପରେ ଆଲୋକପାତ କଲେଗଙ୍ଗା ନଦୀର ଜାତୀୟ ମାନ୍ୟତା ପାଳନ ଏବଂ ସଂରକ୍ଷଣ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏନଏମସିଜି ଦ୍ୱାରା ଗଙ୍ଗା ଉତ୍ସବ ଆୟୋଜନ
Read More...

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ । କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବା ସହ ଆଇନର ଶାସନ ବଜାୟ ରଖିବେ ବୋଲି ଆମେ ଆଶା କରୁଛୁ : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କାନାଡାର ଏକ ହିନ୍ଦୁ ମନ୍ଦିର
Read More...

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ‘କେନ୍ଦ୍ରୀୟ ହିନ୍ଦୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ, ପ୍ରସାର ଏବଂ ବ୍ୟାପକ ବ୍ୟବହାର ପାଇଁ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତିଆଗାମୀ ୫ ବର୍ଷ ମଧ୍ୟରେ ‘ହିନ୍ଦୀ ଶବ୍ଦସିନ୍ଧୁ’ ଅଭିଧାନ ବିଶ୍ୱର ସର୍ବବୃହତ ଓ ସମୃଦ୍ଧ ଅଭିଧାନରେ ପରିଣତ ହେବଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ ଓ ପ୍ରଚାର
Read More...

ବିଶ୍ୱ ସୁନାମି ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ସୁନାମି ସଚେତନତା ଦିବସ' ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ନଭେମ୍ବର ୫ରେ ସୁନାମିର ବିପଦପୂର୍ଣ୍ଣ ପ୍ରଭାବ ଏବଂ ସୁନାମି ପ୍ରସ୍ତୁତିର ମହତ୍ତ୍ୱ ଏବଂ ସୁନାମିର ପ୍ରାରମ୍ଭିକ ଚେତାବନୀ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ
Read More...

ତେଲେଙ୍ଗାନା ସଡ଼କ ଦୁର୍ଘଟଣାରେ ୪ ସାମ୍ବାଦିକ ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ତେଲେଙ୍ଗାନା ସଡ଼କ ଦୁର୍ଘଟଣାରେ ମାଲକାନଗିରି ଅଞ୍ଚଳର ୪ ଜଣ ସାମ୍ବାଦିକ ଗୁରୁତର ହୋଇ ପଡିଛନ୍ତି ବୋଲି ସୂଚନା ମିଳିଛି । ପ୍ରକାଶ ଯେ' ଓଡ଼ିଶାର ମାଲକାନଗିରି ଜିଲ୍ଲାରୁ ତିରୁପତି ତୀର୍ଥ କ୍ଷେତ୍ରକୁ ଦର୍ଶନ ସାରି ଫେରୁଥିବା ସମୟରେ ରାମେଶ୍ୱରର
Read More...

ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଘଟଣାରରେ ୨ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଗୁଡା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳର ଆଡୁ କାନ୍ଦୁଲୁ ଓ ଆର୍ ସୁରେନ୍ଦ୍ର ରେଡ୍ଡୀ ବୋଲି
Read More...

ଭୀମପାହାଡ଼ ମହୋତ୍ସବରେ କଂସ ଦରବାର

ଭୀମପାହାଡର ବିକାଶ ପାଇଁ ସବୁ ପ୍ରଚେଷ୍ଟା କରାଯିବ : ସାଂସଦ ନିରଞ୍ଜନ ବିଶିମହାରାଜ କଂସଙ୍କ ରଡ଼ିରେ ଦୁଲୁକୁଛି ଭୀମପାହାଡ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ୧୦ ତମ
Read More...

ସପ୍ତମ ବାର୍ଷିକ ଅଧିବେଶନ ଆୟୋଜନ କରୁଛି ଆନ୍ତର୍ଜାତିକ ସୌର ମଞ୍ଚ : ୧୦୩ ସଦସ୍ୟ ଏବଂ ୧୭ ସ୍ୱାକ୍ଷରକାରୀ ଦେଶର…

ନୂଆଦିଲ୍ଲୀ, (ପିଆଇବି) : ଆନ୍ତର୍ଜାତୀୟ ସୌର ମଞ୍ଚ (ଆଇଏସଏ) ୨୯ଟି ଦେଶର ମନ୍ତ୍ରୀଙ୍କୁ ନେଇ ଭାରତୀୟ ରାଜଧାନୀରେ ଏହାର ସପ୍ତମ ବାର୍ଷିକ ଅଧିବେଶନ ଆୟୋଜନ କରୁଛି । ଉଦ୍‌ଘାଟନୀ ସମାରୋହରେ ଭାରତର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଇଏସ୍‌ଏ ସଭାର ସଭାପତି ଭାବରେ ଯୋଗଦେଇ
Read More...

ୱାର୍ଲ୍ଡ ଅଡିଓ ଭିଜୁଆଲ ଏଣ୍ଟରଟେନ୍‌ମେଣ୍ଟ ସମିଟ (ୱେଭ୍ସ) ଅନୁଷ୍ଠିତ ହେବା ପୂର୍ବରୁ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ…

କ୍ରିଏଟର ଇକୋନୋମିରେ ଯୋଗ ଦିଅନ୍ତୁ : କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ପାଇଁ ବର୍ତ୍ତମାନ ପଞ୍ଜିକରଣ କରନ୍ତୁ ଏବଂ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ପ୍ରତିଭା ପ୍ରଦର୍ଶନ କରନ୍ତୁକ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସାରା ଦେଶରେ ଉତ୍ସାହପୂର୍ଣ୍ଣ ଭାବେ ୧୦,୦୦୦ ପଞ୍ଜୀକରଣ ଅତିକ୍ରମ
Read More...