Daily Archives

ତୁଷୁରା ଗାୟତ୍ରୀ ପରିବାର ତରଫରୁ ଦୀପାବଳି ପାଳନ ଓ ମିଷ୍ଟାନ୍ନ ବଣ୍ଟନ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଗାୟତ୍ରୀ ପରିବାର ତରଫରୁ ଆଜି ମଧ୍ୟାହ୍ନ ୧ଟା ସମୟରେ ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୀପାବଳି ପାଳନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । ଗାୟତ୍ରୀ ପରିବାର ତରଫରୁ ରାଧାରମଣ କେଡିଆ, ଉଷା କେଡିଆ, ବିଭୋର କେଡିଆ ଓ ଭାବନା କେଡିଆ
Read More...

ଅସତୀ ତୁଳସୀ ସତୀ ଚଉଁରା ଓ ରାତି ପାହିବାକୁ ଅଳପ ବାକି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ଆନୁକୁଲ୍ୟରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ ଠାରେ ଦୁଇଟି ନାଟକ ଅସତୀ ତୁଳସୀ ସତୀ ଚଉଁରା ଓ ରାତି ପାହିବାକୁ ଅଳପ ବାକି ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ଅରୁଣ ବାରିକଙ୍କ ରଚିତ ଅସତୀ ତୁଳସୀ ସତୀ ଚଉଁରା ଓ
Read More...

ବାଳସୁଧାର ଗୃହରେ ଖୁସି ବାଣ୍ଟିଲା ରାଉରକେଲା ଭାଇବ୍ରାଣ୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ଟିସ୍କୋ ଖାଦାନ ନିକଟସ୍ଥ ବାଳସୁଧାର ଗୃହରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଦୀପାବଳି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଠାରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଟାନ୍ନ ଓ ଖୁସି ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମର ଅଧ୍ୟକ୍ଷ
Read More...

ପବିତ୍ର ଦୀପାବଳି ଅବସରରେ ବୈଦିକ ଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଦୀପାବଳି ଓ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ନିର୍ବାଣ ଦିବସ ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ
Read More...

ଜଗନ୍ନାଥ ମନ୍ଦିର ନିକଟରେ ଥିବା ଦୋକାନରେ ବାଣ ଫୁଟି ଅଗ୍ନିକାଣ୍ଡ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବାଣ ଫୁଟି ଦୋକାନରେ ଅଗ୍ନିକାଣ୍ଡ । ରାୟଗଡ ସହର ମହକୁମା ଜଗନ୍ନାଥ ମନ୍ଦିର ନିକଟସ୍ଥ ସାଇକୃପା ପେଟ୍ରୋଲ ପମ୍ପ ନିକଟରେ ରହିଥିବା ସନ୍ତୋଷ ପାନ ଦୋକାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଖୁଚୁରା
Read More...

ପୋଲ ତଳକୁ ଖସିପଡି ଯୁବକ ମୃତ

କେନ୍ଦୁଝର : ଗୋଳାବନ୍ଧ ଗାଁରେ ଅଘଟଣ । ପୋଲ ତଳକୁ ଖସିପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଲମ୍ବୋଧର ନାୟକ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ଗୋଳାବନ୍ଧ ଗାଁର ଲମ୍ବୋଧର ପୋଲ ଉପର ଦେଇ ଯାଉଥିବା ବେଳେ
Read More...

୭୫ତମ କଳାହାଣ୍ଡି ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ । ଜିଲ୍ଲା ଗଠନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭବାନୀପାଟଣା ସହର ଉତ୍ସବ ମୁଖର ହୋଇଉଠିଛି । ୧ ନଭେମ୍ବର ମସିହା ୧୯୪୯ରେ କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଓଡ଼ିଶା ରାଜ୍ୟର ଏକ ଜିଲ୍ଲା ଗଠନ କରାଯାଇଥିଲା
Read More...

ପିପଲମୁଣ୍ଡାରେ ବଙ୍ଗୋମୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷକଙ୍କୁ ନେଇ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଂଚାୟତ ଅନ୍ତର୍ଗତ ପିପଲମୁଣ୍ଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବଙ୍ଗୋମୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷକମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା କ୍ଲଷ୍ଟର
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରିଣୀ କମିଟି ଓ ଟୁର୍ଣ୍ଣାମେଣ୍ଟ ବୈଠକ

ସି.କେ. ନାଇଡୁ କ୍ରିକେଟ୍‌ ନଭେମ୍ବର ୮ରୁ କୁଚ୍‌ ବେହାର ଟ୍ରଫି ନଭେମ୍ବର ୨୦ରୁ ଓ ସିନିୟର ଆନ୍ତଃକ୍ଲବ କ୍ରିକେଟ୍‌ ୨୬ରୁ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ କାର୍ଯ୍ୟାଳୟ ପ୍ରକୋଷ୍ଠ ସଂସଦର କାର୍ଯ୍ୟକାରିଣୀ ଓ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ ସଭାପତି ଡ.
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀ ନୃସିଂହାୟ ଯଜ୍ଞ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀ ନୃସିଂହାୟ ଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ରଜକିଶୋର ପଣ୍ଡା ସପତ୍ନିକ କର୍ତ୍ତା ଭାବରେ ଦାୟିତ୍ୱ ତୁଳାଇଥିଲେ । ପଣ୍ଡିତ ଗିରିଧାରୀ ଶତପଥିଙ୍କ ପୌରହିତ୍ୟରେ ପଣ୍ଡିତ
Read More...