Daily Archives

ଦାଦନ ଶ୍ରମିକ ଉଦ୍ଧାର, ହେଲେ ଧରିପାରିଲେନି ଦାଦନ ସର୍ଦ୍ଦାରଙ୍କୁ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ବିଶ୍ଵସ୍ଥସୂତ୍ରରୁ ଖବର ପାଇ ବାହାର ରାଜ୍ୟକୁ ଚାଲାଣ ହେବାକୁ ଥିବା ୧୮ ଜଣ ଦାଦନ ଶ୍ରମିକଙ୍କୁ ବେଲପଡା ଥାନା ଅନ୍ତର୍ଗତ ବାଗଦୋର ଗ୍ରାମରୁ ଉଦ୍ଧାର କରିଛି । ଦାଦନ ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଗୁଲୁମି
Read More...

ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ଡେଲାଙ୍ଗ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଛି । ଏଥି ସକାଶେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଜାରି କରିଛନ୍ତି ।
Read More...

୨୪ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ୨୦୨୪ ସମ୍ପନ୍ନ

'ଧରିଥିଲି ହାତ ହେଲା ହତିଆର' ଶ୍ରେଷ୍ଠ ପ୍ରଯୋଜିତ ନାଟକ, ରାଜେନ୍ଦ୍ର ସାହୁ ଶ୍ରେଷ୍ଠ ଅଭିନେତା ଓ ମଧୁମିତା ମହାନନ୍ଦ ଶ୍ରେଷ୍ଠ ଅଭିନେତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମବର୍ଣ୍ଣା ସାଂସ୍କୃତିକ ଅନୁଷ୍ଠାନ ଓ ସେକ୍ଟର ୬ ଲକ୍ଷ୍ମୀପୂଜା କମିଟିର ମିଳିତ ଆନୁକୂଲ୍ୟରେ ୨୪ତମ
Read More...

ବଲାଙ୍ଗିର ବୈଦିପାଲି ଜଙ୍ଗଲରେ ଅଭାବନୀୟ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଗଳିତ ମୃତଦେହ । ଘଞ୍ଚ ଜଙ୍ଗଲ ଭିତରେ କ'ଣ ଘଟିଛି ମହିଳାଙ୍କ ଉପରେ ? ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ସତ୍କାର ନକରି ଜଙ୍ଗଲ ଭିତରେ ଫୋପାଡ଼ି ଦେଇଛନ୍ତି କି ? ନା' କୌଣସି ସୈତାନ ମହିଳାଙ୍କୁ ହତ୍ୟା କରି ଜଙ୍ଗଲ
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ପୂରାତନ ଛାତ୍ରଙ୍କ ଦ୍ୱାରା ଟିଆଇଏଫ୍‌ଆର୍‌ ସମ୍ପର୍କରେ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ପୂରାତନ ଛାତ୍ରଙ୍କ ସହିତ ଭାବ ବିନିମୟ ଆଧାରକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଜନ୍ମେଜୟ ପଣ୍ଡା ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମୀକ୍ଷା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମୀକ୍ଷା ବୈଠକ ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ହରିହର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ମହାସଭାର ବିଭିନ୍ନ
Read More...

୫୫ତମ ଆଇଏଫ୍ଏଫ୍ଆଇ ପାଇଁ ପ୍ରତିନିଧି ପଞ୍ଜୀକରଣ ଆରମ୍ଭ

ଗୋଆରେ ଫିଲ୍ମ ମହୋତ୍ସବ ପାଇଁ ପ୍ରସ୍ତୁତ ହୁଅନ୍ତୁଚଳିତ ବର୍ଷ, କେହି ବାଦ୍ ପଡ଼ିବେ ନାହିଁ୫୫ତମ ଆଇଏଫ୍ଏଫ୍ଆଇ ୨୦୨୪ ଟିକେଟ୍ ଆପଣଙ୍କୁ ଅପେକ୍ଷା କରିଛି ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ମାସ ଫିଲ୍ମ ଉତ୍ସବ ନେଇ ଆସୁଛି, ଏହି ଅବସରରେ ଆମେ ଆପଣଙ୍କୁ ଗୋଆର ପାନାଜୀଠାରେ ନଭେମ୍ବର ୨୦ରୁ ୨୮
Read More...

ପୂର୍ବତଟ ରେଳପଥ ପକ୍ଷରୁ ବାତ୍ୟା ସାବଧାନତା :

■ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସର୍ବୋଚ୍ଚ ପ୍ରାଥମିକତା - ପୂର୍ବତଟ ରେଳପଥ■ ନିରାପତ୍ତା ପାଇଁ ଟ୍ରେନ୍ ସେବା ବାତିଲ୍ ।■ ପରିସ୍ଥିତିର ୨୪X୭ ନିୟନ୍ତ୍ରଣ ପାଇଁ ରେଳ ସଦନରେ ପୂର୍ବତଟ ରେଳପଥର ବିପର୍ଯ୍ୟୟ ପରିଚାଳନା ସେଲ୍ ।■ ଟ୍ରେନ୍ ଚଳାଚଳ ଏବଂ ଶୀଘ୍ର ପୁନରୁଦ୍ଧାର ଉପରେ ନଜର
Read More...

ଋଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ମନ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) : ମହାମହିମ,ଆପଣଙ୍କ ବନ୍ଧୁତା, ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହା ମୋ ପାଇଁ ଖୁସିର ବିଷୟ ଯେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ମୋତେ କାଜାନ ଭଳି ଏକ ସୁନ୍ଦର ସହରକୁ ଆସିବାର ସୁଯୋଗ ମିଳିଛି । ଏହି ସହର ସହିତ ଭାରତର ଗଭୀର
Read More...

ଗୁଜରାଟର ଆନନ୍ଦଠାରେ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନ୍‌ଡିଡିବି)ର ହୀରକ ଜୟନ୍ତୀ ଉତ୍ସବ ଏବଂ ଶ୍ରୀ ତ୍ରିଭୁବନ ପଟେଲଙ୍କ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶ୍ୱେତ ବିପ୍ଳବ ପାଇଁ ଏସ୍‌ଓପି ୨.୦ ଜାରି କରାଯାଇଛି, ଏବେ ୧ ଲକ୍ଷ ନୂଆ ଏବଂ ପୂର୍ବରୁ ରହିଥିବା ଡାଏରୀକୁ ସୁଦୃଢ଼ କରାଯିବ ଏବଂ ଦୁଗ୍ଧ ପାଇଁ ମାର୍ଗ ସମ୍ପ୍ରସାରଣ କରାଯିବ• ତ୍ରିଭୁବନ ଦାସ ଜୀ ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ ବାଦ୍ ଦେଇ ଗରିବ
Read More...