Daily Archives

‘ସବକି ଯୋଜନା ସବ୍ କା ବିକାଶ’ ଅଭିଯାନ – ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍‌ରେ ସକ୍ରିୟ ଭାବେ…

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ସାମଗ୍ରିକ ବିକାଶର ଲକ୍ଷ୍ୟ ହାସଲରେ ଏକତାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ସରପଞ୍ଚ, ପଞ୍ଚାୟତ ସଭ୍ୟ ଏବଂ ଲୋକମାନଙ୍କୁ ପିପୁଲ୍ସ ପ୍ଲାନ କ୍ୟାମ୍ପେନ୍ ରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତିପଞ୍ଚାୟତ ଉନ୍ନୟନ ଯୋଜନା (୨୦୨୫-୨୬)
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ମୁଖ୍ୟ ଉଦ୍ୟେକ୍ତା ଭଗବତୀ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ଫାଉଣ୍ଡେସନର
Read More...

ଗୁଡଭେଲା ବ୍ଲକସ୍ତରୀୟ ସୁରଭି – ୨୦୨୪ ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକସ୍ତରୀୟ ସୁରଭି - ୨୦୨୪ ସ୍ଥାନୀୟ ହାଇସ୍କୁଲ ଠାରେ ପୂର୍ବାହ୍ନ ୧୦ ଟା ସମୟରେ ପ୍ରଧାନ ଶିକ୍ଷକ ଜୁଗଳ କିଶୋର ସାହୁଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବିଇଓ ରୁଷିଆ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

ଆର୍‌ଏସ୍‌ପିର ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ଦୁର୍ଗା ତନ୍ତୀ

ବିଧାନସଭା ସ୍ୱାଣ୍ଡିଙ୍ଗ କମିଟି ଫର ଷ୍ଟିଲ୍‌ ଏଣ୍ଡ ମାଇନ୍ସର ସଦସ୍ୟ ବିଧାୟକ ଦୁର୍ଗା ତନ୍ତୀ ନିଜ ରିପୋର୍ଟ କମିଟିର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସପ୍ତାହରେ ରାଉରକେଲା ଇସ୍ପାତ କାରଖାନା ପରିଷରରେ ଥିବା ଏସ୍‌ଏମ୍‌ଏସ୍‌ -୧
Read More...

ଝାଡ଼ଖଣ୍ଡର ହଜାରୀବାଗରେ ୮୦,୦୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି…

ଧର୍ତ୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ସହିତ ପ୍ରାୟ ୫୫୦ଟି ଜିଲ୍ଲାର ୬୩୦୦୦ ଆଦିବାସୀ ଗାଁ ଉପକୃତ ହେବେ୪୦ଟି ଏକଲବ୍ୟ ବିଦ୍ୟାଳୟର ଉଦ୍‌ଘାଟନ ସହ ୨୫ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସଆଜିର
Read More...

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା : ୪ ଅଟକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତି ୧୧ଟା ସମୟରେ କେହି ଜଣେ ଦୁର୍ବୁତ୍ତ ଯୁବକଙ୍କୁ ଟାଙ୍ଗିଆରେ ନିର୍ମମ
Read More...

ଦୁର୍ଗାପୂଜା ପୂର୍ବରୁ ଆଇନ ପାଠ ପଢିଲେ ଶାନ୍ତି କମିଟି ସଦସ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସୋସାଇଟି ଫର ନେଚର, ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଫାଉଣ୍ଡେସନ ଓ ମେନେନାଇଟ ସେଣ୍ଟ୍ରାଲ କମିଟିର ମିଳିତ ଆନୁକୂଲ୍ୟରେ ସ୍ନେହ କେନ୍ଦ୍ର ଭୁବନେଶ୍ୱରସ୍ଥିତ ସାଲିଆ ସାହିଠାରେ ଏକ ଆଇନ ସାକ୍ଷରତା
Read More...

ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପାଖାପାଖି ୧୦ ହଜାର କୋଟି ଟଙ୍କାର ବିଭିନ୍ନ ପରିମଳ ଓ ସ୍ୱଚ୍ଛତା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭସ୍ୱଚ୍ଛ ଭାରତର ୧୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ୧୪୦ କୋଟି ଭାରତୀୟଙ୍କ ଅତୁଟ ମନୋବଳକୁ ମୁଁ ଅଭିବାଦନ ଜଣାଉଛିସ୍ୱଚ୍ଛ ଭାରତ ହେଉଛି ଏହି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ

ସ୍ୱଚ୍ଛତା ହିଁ ଆମ ଜୀବନ ଭାବେ ଆମ ଭିତରେ ସଂସ୍କାରର ଆବଶ୍ୟକତା ରହିଛି : ମନ୍ତ୍ରୀ ବିଭୁତି ଭୂଷଣ ଜେନାବିକଶିତ ଭାରତର ସ୍ୱପ୍ନ ପାଇଁ ସମସ୍ତଙ୍କ ମାନସିକ ପରିବର୍ତ୍ତନ ଲୋଡା : ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ
Read More...

ଆପ୍ ପକ୍ଷରୁ ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ଗାନ୍ଧୀ ଜୟନ୍ତୀ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତିୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଏବଂ ଶାନ୍ତିଦୂତ ଲାଲ ବହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଦିବସ ଅବସରରେ ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆପ୍ ପକ୍ଷରୁ ଭକ୍ତିପୂତ
Read More...
error: Content is protected !!