shyamal
Daily Archives

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ, (ପିଆଇବି) : ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ କରାଯିବ । ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ
Read More...

କୋର୍ବା ବିଶାଖାପାଟଣମ୍‌ ଏକ୍ସପ୍ରେସ୍‌ରେ ନିଆଁ

ବିଶାଖାପାଟଣମ୍‌ : କୋର୍ବା ବିଶାଖାପାଟଣମ୍‌ ଏକ୍ସପ୍ରେସ୍‌ରେ ନିଆଁ । ବିଶାଖାପାଟଣମ୍‌ ଷ୍ଟେସନ୍‌ରେ ପହଂଚିବା ପରେ ଏକ୍ସପ୍ରେସ୍‌ ଟ୍ରେନ୍‌ର ୩ଟି ଏସି ବଗିରେ ନିଆଁ ଲାଗି ଯାଇଥିା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ୩ଟି ଏସି ବଗିରୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ ଅଗ୍ନିଶମ
Read More...

ମୁରିବାହାଲରେ ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ଯୁବ ସାମ୍ୱାଦିକଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀଠାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ବ୍ଲକ ଅଞ୍ଚଳର ଯୁବ ସାମ୍ୱାଦିକମାନଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ୱାଦିକ
Read More...

ମାକ୍ରିପଡା ଲାୟନ୍ସ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡା ଗ୍ରାମ ପଞ୍ଚାୟତ ମାକ୍ରିପଡ଼ା ଗ୍ରାମର ଲାୟନ୍ସ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାରା ଗଛ ଲଗାଯାଇଥିଲା
Read More...

ଲିଓ କ୍ଲବ ବରଗଡ଼ ୟୁଥର ସ୍ଥାପନା ସମାରୋହ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ହୋଟେଲର ସମ୍ମିଳନୀ କକ୍ଷରେ ଲିଓ କ୍ଲବ ବରଗଡ଼ ୟୁଥର ୭ମ ସ୍ଥାପନା ଦିବସ ପୂର୍ବ ସଭାପତି ମନ୍ଥନ ଝାବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସଭାପତି ମନ୍ଥନ ଝାବର ସ୍ଵାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରି ଥିବା ବେଳେ ଲିଓ ଚିରଞ୍ଜଜିତ
Read More...

କର୍ତ୍ତବ୍ୟନିଷ୍ଠ ଅବସରପ୍ରାପ୍ତ ସ୍କୁଲ ଇନିସ୍‌ପେକ୍ଟର ହୃଷିକେଶ ସାହୁଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଭିଏସ୍‌ଏସ୍‌ ନଗର ସ୍ଥିତ ନିଜ ବାସଭବନରେ କର୍ତ୍ତବ୍ୟନିଷ୍ଠ ଅବସରପ୍ରାପ୍ତ ସ୍କୁଲ ଇନିସପେକ୍ଟର ହୃଷିକେଶ ସାହୁ(୮୨)ଙ୍କ ଗତ ଜୁଲାଇ ୨୪ ତାରିଖ ଦିନ ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ପରଲୋକ ଘଟିଯାଇଛି । ଜିରାନଦୀ କୂଳରେ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ
Read More...

ସଇଁତଲାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସଇଁତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ
Read More...

ଇନର୍‌ ହୁଇଲ୍‌ କ୍ଲବ ୫ମ ଅଧିଷ୍ଠାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନର୍‌ ହୁଇଲ୍‌ କ୍ଲବ୍ ଅଫ୍ ରାଉରକେଲା ରିଭର୍‌ସାଇଡ୍‌ ତରଫରୁ ୫ମ ଅଧିଷ୍ଠାନ ଦିବସ ବ୍ରାହ୍ମଣୀ କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବ୍‌ର ବିଦାୟୀ ସଭାପତି ପ୍ରମିଳା ମିଶ୍ର ଓ ସାଧାରଣ ସମ୍ପାଦକ ମହିମା ମହାପାତ୍ର ନୂତନ ସଭାପତି
Read More...

ରଙ୍ଗିଲା ବାବୁଙ୍କ ୩୪ ବର୍ଷ ବୟସରେ ୬୨ ପ୍ରେମିକା : ପୁଣି ୫ ପତ୍ନୀ

ଭୁବନେଶ୍ୱର : ଜଣେ ପ୍ରେମିକାଙ୍କ ପ୍ରେମରେ ଉବୁଡ଼ୁବୁ ହେବା ବେଳକୁ ଜୀବନରେ ବେଳ ପାଉନି । ଅଥଚ ରଙ୍ଗିଲା ବାବୁଙ୍କ ୩୪ ବର୍ଷ ବୟସରେ ୬୨ ପ୍ରେମିକା । ପୁଣି ୫ ପତ୍ନୀ । ଶୁଣିବାକୁ ଅଡ଼ୁଆ ଲାଗିଲେ ବି କଥାଟା ସତ । ବାଟରେ ପଡ଼ି ହାଟରେ ଗଡ଼ୁଛି ଏହି ଘଟଣା । ପୋଲିସ ହାତରେ ଧରାପଡ଼ିଗଲେ ରଙ୍ଗିଲା
Read More...

ଏସ୍‌ବିଆଇ ଷ୍ଟାଫ୍‌ ଆସୋସିଏସନ୍‌ ଏଇଟ୍‌ଥ୍‌ ସାର୍‌କିଲ୍‌ର ଉପ ସଭାପତି ଭାବରେ ନିର୍ବାଚିତ ହେଲେ କମ୍ରେଡ୍ ରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୦ ତାରିଖରେ ଏସ୍‌ବିଆଇ ଷ୍ଟାଫ୍‌ ଆସୋସିଏସନ୍‌ ଏଇଟ୍‌ଥ୍‌ ସାର୍‌କିଲ୍‌ର ତ୍ରିବାର୍ଷିକ ସମ୍ମିଳନୀ ଚଣ୍ଡୀଗଡରେ ଅନୁଷ୍ଠିତ ହୋଇଯାଇଛି । ସେଠାରେ କମ୍ରେଡ୍ ରୋହିତ କୁମାର ଶତପଥୀ, ଏଜିଏସ୍, ସମ୍ବଲପୁର ମଣ୍ଡଳ ଏଇଟ୍‌ ସାର୍‌କିଲ୍‌ର ଉପ ସଭାପତି ଭାବରେ
Read More...