Daily Archives

ଜନମତକୁ ସମ୍ମାନ ଓ ସ୍ୱୀକାର କଲେ ସମରେନ୍ଦ୍ର

ସଂକଳ୍ପ ପତ୍ରର ପ୍ରତିଶୃତି ପାଳନ କରନ୍ତୁ ନୂଆ ବିଧାୟକ : ସମରେନ୍ଦ୍ରଗରିବଙ୍କୁ ଜମିପଟ୍ଟା ପ୍ରଦାନର ପଦକ୍ଷେପ ଶୀଘ୍ର ନିଅନ୍ତୁ ବିଧାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନମତକୁ ସମ୍ମାନ ଓ ସ୍ୱୀକାର କଲେ ସମରେନ୍ଦ୍ର । ସଂକଳ୍ପ ପତ୍ରର ପ୍ରତିଶୃତି ପାଳନ କରନ୍ତୁ ନୂଆ ବିଧାୟକ ବୋଲି
Read More...

ବଗିଚା ଭିତରୁ ବିସ୍ଫୋରକ ଜବତ କଲା ସୁରକ୍ଷାବାହିନୀ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ସୁରକ୍ଷାବାହିନୀ ଏକ ବଗିଚା ଭିତରୁ ମାଟି ତଳେ ଲୁଚା ହୋଇ ରଖା ଯାଇଥିବା ବିସ୍ଫୋରକ ଜବତ କରିଛନ୍ତି । ଦୀର୍ଘ ସମୟ ଦରି ଖୋଜିବା ପରେ ଯେଉଁ ମାଟି ତଳେ ଆଇଇଡି ରଖାଯାଇଥିଲା, ସେହି ମାଟି ଭିତରେ ଦୁଇଟି ବାକ୍ସ ଦେଖିବାକୁ ମିଳିଥିଲା । ପରେ
Read More...

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : କେନ୍ଦ୍ରରେ ମୋଦୀ ସରକାରଙ୍କ ତୃତୀୟ ଇନିଂସ ଆରମ୍ଭ ହୋଇଛି । ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ ପାଠ କରାଇଛନ୍ତି । ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମୋଦୀଙ୍କ ସହ ଅନ୍ୟ
Read More...

ରାଜନୀତିରୁ ଅବସର ନେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜନୀତି ଛାଡିଲେ ପାଣ୍ଡିଆନ । ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଭି. କେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିବା ସହ ବିଜେଡିର ପରାଜୟ ପାଇଁ କ୍ଷମା ମାଗିଛନ୍ତି । ଏହା ସହ ସେ ଦଳୀୟକର୍ମୀଙ୍କ ନିକଟରେ
Read More...

ହଜିଗଲା ମଣିଷ ପଣିଆ : ବର୍ବରତାର ସୀମା ଟପିଗଲେ ସୁବଳୟା ଥାନା ଏଏସ୍‌ଆଇ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ହଜି ଯାଇଛି ମଣିଷ ପଣିଆ । ଥାର୍ଡ଼ଡିଗ୍ରୀ ନାମରେ ପୋଲିସ ସାଜିଛି ଗୁଣ୍ଡା । ବର୍ବରତାର ସୀମା ଟପି ଯାଇ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ପଠାଇ ଦେଲେ ଡାକ୍ତରଖାନା । ନିଜକୁ ସିଂହମ ଭାବେ ପରିଚୟ ଦେଉଥିବା ସୁବଳୟା
Read More...

ପଦ୍ମପୁର ଶାଖା ତରଫରୁ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବିକାଶ ପରିଷଦ, ପଦ୍ମପୁର ଶାଖା ତରଫରୁ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଶିଶୁମନ୍ଦିର ବୌଦ୍ଧିକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସନାତନ ଭୋଇ ଯୋଗଦାନ କରିଥିଲେ । ଗୁରୁ
Read More...

ମାସିକ ରଚନା ସନ୍ଧ୍ୟା : ଆମ ବୈଦିକ ଶାସ୍ତ୍ର, ସଂସ୍କୃତି ଓ ପରମ୍ପରାରେ ପ୍ରକୃତି ଓ ଜୀବଜଗତ ପରସ୍ପର ଘନିଷ୍ଠ ଭାବରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ବୈଦିକ ଶାସ୍ତ୍ର, ସଂସ୍କୃତି ଓ ପରମ୍ପରାରେ ପ୍ରକୃତି ଓ ଜୀବଜଗତ ପରସ୍ପର ଘନିଷ୍ଠ ଭାବରେ ନିର୍ଭରଶୀଳ । ଏକ ଆରେକ ବିନା ତିଷ୍ଠି ରହିବା ସମ୍ଭବ ନୁହେଁ । ତଥାକଥିତ ଆଧୁନିକତା ଓ ବିକାଶର ଦ୍ୱାହି ଦେଇ ମଣିଷ ପ୍ରକୃତିର ଅନିଷ୍ଟ କରିଚାଲିଛି । ଆମ ଜୀବଜଗତକୁ
Read More...

ପୁଣି ଚମକିଲେ ବଲାଙ୍ଗିରର ସୁନେନା ବେହେରା : ହାତେଇଲେ ନିଜ ବିଭାଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଇଣ୍ଟର କ୍ଲବ ଭାରୋତ୍ତଳନ ପ୍ରତିଯୋଗିତାରେ ପୁଣିଥରେ ବଲାଙ୍ଗିର ପ୍ରତିଯୋଗୀ ସୁନେନା ବେହେରା ସବ୍‌ ଜୁନିୟର ଓ ଜୁନିୟର ବିଭାଗରେ ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଚ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଭୁବନେଶ୍ୱର କଳିଙ୍ଗ ପରିସରରେ ଗତ ୫ରୁ
Read More...

ପାଇପ ଫାଟି ପାଣି ଗଳୁଛି : ପ୍ରଶାସନର ଦେଖାନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବସୁଧା ଯୋଜନାରେ ରାଜ୍ୟ ସରକାର ପ୍ରତି ଗ୍ରାମରେ ଘର ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାର ପ୍ରାବଧାନ ଅଛି । ବରଗଡ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବସୁଧା ଯୋଜନାରେ ପ୍ରତି ଘରକୁ ପାଇପ ସଂଯୋଗ ହୋଇ ପାଣି ଯୋଗାଇ ଦିଆଯାଉଛି । ହେଲେ ପରିତାପର
Read More...

ବିରୁଳିଗଡ଼ର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିରୁଳିଗଡ଼ ରାଜବଂଶର ୨୬ତମ ପୀଢ଼ିର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓ (୮୯)ଙ୍କ ଶନିବାର ପ୍ରତ୍ୟୁଷରେ ବିରୁଳିଗଡ଼ ରାଜବାଟିରେ ପରଲୋକ ହୋଇଯାଇଛି । ସେ ଶାରୀରିକ ଅସୁସ୍ଥତା ଭିତ୍ତିରେ ବାର୍ଦ୍ଧକ୍ୟ ଜନିତ କାରଣରେ ତାହାଙ୍କ ପରଲୋକ ହୋଇଯାଇଛି ।
Read More...