Yearly Archives

2023

ନୂତନ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନସ୍ଥ ସଇଁତଲା କେନ୍ଦୁପତ୍ର ରେଞ୍ଜ ଅଫିସଠାରେ ନୂତନ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ସିସିଏଫ୍‌ ହର୍ଷବର୍ଦ୍ଧନ ଉଦ୍‌ଗାତା
Read More...

ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ‘ନବୀନ ପାଠାଗର ଓ ସାହିତ୍ୟ ପ୍ରତିଷ୍ଠାନ’ର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ତଥା 'ସକାଳ' ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ପରିଚାଳକ ଡ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିିଷ୍ଠାନର ସଭାପତି ତଥା ନବୀନର
Read More...

ମାନସିକ ବିକୃତ ଥିବା ବ୍ୟକ୍ତି ଘଞ୍ଚ ଜଙ୍ଗଲ ଭିତରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା, ଆତ୍ମହତ୍ୟା ପାଇଁ କାନ୍ଧର ଗାମୁଛା…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କୁର୍ଲୁମାଲ ନିକଟସ୍ଥ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଯୁବକଙ୍କ ବେକରେ ଥିବା ଗାମୁଛା ସାଜିଛି ତାଙ୍କ ମୃତ୍ୟୁର ଫାଶ । ଗୋଟିଏ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘଟଣାର ଖବର
Read More...

ଆମ୍ବଗାଁ ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ୍ବଗାଁ ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଆହତ ଯୁବକ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଫଟାମୁଣ୍ଡା ଗ୍ରାମର ପଙ୍କଜ ଭୋଇ ବୟସ ୩୦ ଆଜି ସକାଳୁ ନିଜ ଗାଁରୁ
Read More...

ରଥଯାତ୍ରା ପାଇଁ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ, ବଲାଙ୍ଗିର ସହରରେ ଥିବା ଦେବୋତ୍ତର କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଟଗାଁ ଗ୍ରାମବାସୀଙ୍କ ଦ୍ୱାରା ରଥଯାତ୍ରା ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ସହରରେ ଥିବା ଦେବୋତ୍ତର କାର୍ଯ୍ୟାଳୟ ଘେରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଆଟଗାଁରେ ଦେବୋତ୍ତର ବିଭାଗ
Read More...

୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଦମକଳ ବାହିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନବ ବିବାହିତ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଆଜି ଦେଖିବାକୁ ମିଳିଛି । ୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକ ଜଣକ ଡେଇଁବାକୁ ଉଦ୍ୟମ କରିଥିଲେ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରୁ ବାଇକ ଚୋରି ନେଇ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରୁ ବାଇକ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସିନଖମନର ହିମାଂଶୁ ନାଏକ ତାଙ୍କର ଏକ ସମ୍ପର୍କୀୟଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲର ସର୍ଜରୀ ୱାର୍ଡରେ ଭର୍ତ୍ତି
Read More...

ସୋନପୁରରେ ଉଦ୍‌ଘାଟନ ହେଲା ଉତ୍କଳ ବାଳାଶ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ଉତ୍କଳ ବାଳାଶ୍ରମ ଆଜି ଅନୁଷ୍ଠାନିକ ଭାବରେ ସ୍ଥାନୀୟ ଶିଶୁ ଗୃହ ଠାରେ ଉଦଘାଟିତ ହୋଇଯାଇଛି । କାର୍ୟ୍ୟକ୍ରମର ମୁଖ୍ୟଅତିଥି ଶ୍ରୀମତୀ ସୁପାର ଠେଲା, ଅଧ୍ୟକ୍ଷା ଜିଲ୍ଲା ପରିଷଦ
Read More...

ଲୋଇସିଂହା ବାରିକ ସମାଜର ସାଙ୍ଗଠନିକ କାର୍ଯ୍ୟକ୍ରମ

ଲୋଇସିଂହ, (ବିମଳେନ୍ଦୁ ସାହୁ) : ଲୋଇସିଂହ ବ୍ଲକ ବାରିକ ସମାଜର ଏକ ସାଙ୍ଗଠନିକ ସଭା ବ୍ଲକ ସଭାପତି କିଶୋର ବାରିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବାରିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି କଂଗାଲୁ ବାରିକ, ଉପ ସଭାପତି ନବୀନ କୁମାର ପଶାୟତ, କାର୍ଯ୍ୟକାରୀ
Read More...

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭାରସାମ୍ୟ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଚାଳକକୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣା ପ୍ରକାରେ ଗୁରୁବାର ଅପରାହ୍ନରେ
Read More...