Daily Archives

ବିଜେଡି ସକ୍ରିୟ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ପ୍ରଶିକ୍ଷିଣ ଶିବର ପରିପେକ୍ଷୀରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର ଓ ପୁଇଁତଲା ବ୍ଲକର ବିଜୁ ଜନତା ଦଳର
Read More...

ପାଟଣାଗଡରେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର : ବିଧାୟକଙ୍କ ଦ୍ଵାରା ବିଜୁ କନ୍ୟାରତ୍ନ ଯୋଜନାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡର ପାଟଣେଶ୍ୱରୀ ମନ୍ଦିର ନିକଟସ୍ଥ ପାଟଣେଶ୍ୱରୀ ଉତ୍ସବ ଭବନଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଉଡାନ୍‌ ଯୋଜନାକୁ ନେଇ ସଂସଦରେ ଜୁଏଲ ଓରାମଙ୍କ ପ୍ରଶ୍ନ

ରାଉଲକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍ ଓରାମ ଉଡାନ୍‌ ଯୋଜନାରେ ରାଉରକେଲା ବିମାନ ବନ୍ଦର ଉପରେ ସଂସଦରେ ପ୍ରଶ୍ନ ଉତ୍ଥାପନ କରିଥିଲେ । କେନ୍ଦ୍ର ସରକାର ଦେଶରେ ୧୦୦ଟି ବିମାନ ବନ୍ଦର ଉଡ଼ାନ୍‌ ଯୋଜନାରେ କରିବା ପାଇଁ ସ୍ଥିର
Read More...

ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଶୁଭ ଉଦ୍‌ଘାଟନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଚିକିଟି ଏନଏସିର ଚାରୋଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଥିବା ଖବର ମଳିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଉଦ୍‌ଘାଟନ କରିଥିଲେ ।
Read More...

ବେଦାନ୍ତ ସିପିପିର କନ୍‌ଭେୟର୍‌ ବେଲ୍ଟ୍‌ରେ ଚାପି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ଝାରସୁଗୁଡା, (କେପିଏନ୍‌ଏସ୍‌) : ବେଦାନ୍ତ ସିପିପିର କନ୍‌ଭେୟର୍‌ ବେଲ୍ଟରେ ଚାପି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଡ୍ରାଇଭର ଜଣକ ହେଲେ ଝାରଖଣ୍ଡ ଅଞ୍ଚଳର ଇଫ୍‌ତିକର ଅନସାରୀ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡ୍ରାଇଭର ଜଣକ କୋଇଲା ଅନଲୋଡ଼ କଲା
Read More...

ନୂଆଁ- ଓ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ଆୟୋଜିତ ନୂଆଁ-ଓ କାର୍ଯ୍ୟକ୍ରମର ଦ୍ଵିତୀୟ ଓ ତୃତୀୟ ଦିନରେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନା ଓ ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ
Read More...

କଳଙ୍ଗା ସମାଜକୁ ଆଦିବାସୀ ମାନ୍ୟତା ପ୍ରଦାନ ପ୍ରସଙ୍ଗ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଏକ ଦଶ ଜଣିଆ…

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବିଶେଷ ଭାବେ ବରଗଡ, ବଲାଙ୍ଗିର, ନୁଆଁପଡା, ସୁନ୍ଦରଗଡ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା " କଳଙ୍ଗା " ସମାଜକୁ ଆଦିବାସୀ ମାନ୍ୟତା ଦାବିରେ ପଶ୍ଚିମ ଓଡ଼ିଶାର ସମାଜର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି
Read More...

୧୦ରୁ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରଠାରୁ ଅନତିଦୂରରେ ଥିବା ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ୍‌ଠାରେ ଆସନ୍ତା ରବିବାରଠାରୁ ୫୬ତମ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ଆଜି ରାମଜୀ ଯୁବକ ସଂଘର ସଂପାଦକ ଡା. ନାରୟଣ ପ୍ରସାଦ
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟା : ମହୁମାଛି ତରଫରୁ ନାଟକ ‘ଅପରାହ୍ନର ଆକାଶ’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ସପ୍ତମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ମହୁମାଛି ତରଫରୁ ନାଟକ 'ଅପରାହ୍ନର ଆକାଶ' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଲଲାଟେନ୍ଦୁ ରଥ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି
Read More...

ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି ଲୋଇସିଂହାର ମିଳିତ ଆନୁକୁଲ୍ୟରେ ଲୋଇସିଂହା ବ୍ଲକ ସମ୍ମିଳନୀ କକ୍ଷରେ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...