Monthly Archives

February 2023

ଗୁହୁରାମୁଣ୍ଡାଠାରେ ସଡକ ଦୁର୍ଘଟଣା, ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁରର ଗୁହୁରାମୁଣ୍ଡାଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ଆଗଲପୁର ବ୍ଲକ ମହଖଣ୍ଡ ଗ୍ରାମର ହେମନ୍ତ ଦୀପ ବୋଲି ଜଣାପଡିଛି ।
Read More...

ନୃସିଂହନାଥରେ ଆଞ୍ଚଳିକ ଶୁଣ୍ଢି ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନୃସିଂହନାଥ ଠାରେ ଅବସ୍ଥିତ ଧର୍ମଶାଳାଠାରେ ଆଞ୍ଚଳିକ ଶୁଣ୍ଢି ସମାଜର ବୈଠକ ସଭାପତି ଭୁବନେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାର୍ଷିକ ଆୟ ବ୍ୟୟ, ବିଭିନ୍ନ ଆଞ୍ଚଳିକ ସମସ୍ୟା, ଉପଖଣ୍ଡ ସ୍ତରୀୟ ମହାସଭା ତଥା ସମାଜ
Read More...

ରତନପୁରଠାରେ ସଡକ ଦୁର୍ଘଟଣା ଘଟି ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରୋଡଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଭିର୍‌କାପଡାର ରାଜେଶ ମହାନନ୍ଦ ବୋଲି ଜଣାପଡିଛି । ସୂଚନା ଅନୁସାରେ କୌଣସି ଏକ କାମ ପାଇଁ ରାଜେଶ
Read More...

ଭୂମିକା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସମାଜିକ ସାଂସ୍କୃତିକ ସଙ୍ଗଠନ ଭୂମିକା ତରଫରୁ ସ୍ଥାନୀୟ ବଲାଙ୍ଗିର ପବ୍ଲିକ ସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସହରର ବିଭିନ୍ନ ସ୍କୁଲର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଚିତ୍ର ଅଙ୍କନ କରିଥିଲେ ।
Read More...

ହରିଶଙ୍କର ଏଫ୍‌ଏମ୍‌ୟୁ ସହଯୋଗରେ ଆର୍‌ସିଡିସି ବଲାଙ୍ଗିର ଦ୍ୱାରା “ଫୁଡ୍ ମେଳା” ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କର ଏଫ୍‌ଏମ୍‌ୟୁ ସହଯୋଗରେ ଆର୍‌ସିଡିସି ବଲାଙ୍ଗିର ଦ୍ୱାରା “ଫୁଡ୍ ମେଳା" ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସାପମୁଣ୍ଡ ଭିଏସ୍ଏସ୍‌ର ବ୍ୟାପକ ତଥା ବିବିଧ ପାରମ୍ପାରିକ ଖାଦ୍ୟ ରୀତିନୀତିର ଏକ ଉଲ୍ଲେଖନୀୟ ଉତ୍ସବ ଥିଲା ଏବଂ ଆମର ସାଂସ୍କୃତିକ
Read More...

କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌ : ୨ ଶ୍ରମିକ ମୃତ, ୩ ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଯାଇଥିବା ଜଣାପଡିଛି । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି । ସମସ୍ତ ଶ୍ରମିକ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି ।
Read More...

କାଜିବଜାରରେ ସିରିଜ ଦୁର୍ଘଟଣା : ୨ ଗୁରୁତର, ୧ ଆହତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତାର କାଜିବଜାରରେ ସିରିଜ ଦୁର୍ଘଟଣା ଘଟି ୩ଟି ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟାଟା ଏସି । ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଚାଳକ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରମାନଙ୍କୁ କଟକ ବଡ଼ ମେଡ଼ିକାଲକୁ
Read More...

ବଲାଙ୍ଗିରର ଛାତ୍ରୀ ସ୍ପର୍ଶା ମିଶ୍ରଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟୟନରତ ପିଜି ଛାତ୍ରୀ ସ୍ପର୍ଶା ମିଶ୍ର(ଇଗ୍‌ଲୁ) ଇଂରାଜୀ ଡିବେଟ ପ୍ରତିଯୋଗିତା ‘ଭାଇସ ଚାନ୍‌ସେଲର କପ୍‌ ଇଂରାଜୀ ଡିବେଟ’ରେ ପ୍ରଥମ ସ୍ଥାନରେ ଉନ୍ନୀତ ହୋଇ ପୁରସ୍କୃତ ହୋଇଛନ୍ତି । ଇଂରାଜୀ ଡିବେଟ
Read More...

ଘରେ ଶୋଇଥିବା ବେଳେ ବିଭତ୍ସ ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଇଁଲାସାରି ଗ୍ରାମରେ ବିଳମ୍ବିତ ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘରେ ପଶି ଜଣଙ୍କୁ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିି । ମୃତକ ଜଣଙ୍କ ହେଲେ ଜନମୁ ଖୁଟୁଲି । ସୂଚନା ଅନୁସାରେ, ନିଜ ଘରେ
Read More...

ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି । ଏନେଇ ବୋର୍ଡ
Read More...