Monthly Archives

February 2023

ପଞ୍ଚାୟତ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ବନମାଲଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ
Read More...

ରାସ୍ତାର କାମ ତଦାରଖ କଲେ ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ସାରମସିଲିରୁ ସାନକୁଞ୍ଜାରୀ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର କାମ ତଦାରଖ କରିଛନ୍ତି ବିଧାୟିକା ବର୍ଷା ସିଂ ବରିହା ।
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତଦାନ ଶିବିର…

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟତିଥି ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳେ ଷ୍ଟେସନ ସମ୍ମୁଖରେ ସଂଘ ଦ୍ୱାରା ସ୍ଥାପିତ
Read More...

ଟେଙ୍ଗରା ଓ ଖରଜୁରୀ ଗ୍ରାମ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତର ଟେଙ୍ଗରା ଓ ଖରଜୁରୀ ଗ୍ରାମ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ । ଏହି ଅବସରରେ ଜନସାଧରଣଙ୍କ ସହିତ ଗାଁର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ
Read More...

ଦ୍ଵିତୀୟ ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା

କୃଷି ସଂବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିରଠାରେ ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି
Read More...

ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ : ପୋଲିସର ତଦନ୍ତ ଆରମ୍ଭ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ଦୁଇ ସାଙ୍ଗଙ୍କଠାରୁ ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପାଟଣାଗଡ ରାମପୁରର ଧର୍ମେନ୍ଦ୍ର ମେହେର ଓ ଭୀଷ୍ମ ନାଗ ସାଙ୍ଗ ହୋଇ ପାଟଣାଗଡ ବରୋଦା ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଟଙ୍କା ଓ ପଞ୍ଜାବ ନାସନାଲ
Read More...

ଯୁବ ବିକାଶ ମଞ୍ଚର ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଇକୋକଛାର ଗ୍ରାମ ଠାରେ ଯୁବ ବିକାଶ ମଞ୍ଚ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ସୁରେନ୍ଦ୍ର ଏକ୍କାଙ୍କ ସଭାପତିତ୍ୱ ଓ ସଂପାଦକ ସୁଶୀଲ ଲାକ୍ରାଙ୍କ ଆବାହକତ୍ୱରେ ଆୟୋଜିତ
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ

ଚକ୍ରଧରପୁର, (ସସ୍ମିତା ପ୍ରଧାନ) : ଆଜି ଚକ୍ରଧରପୁର ସ୍ଥିତ ଉତ୍କଳମଣି ବିଦ୍ୟା ମନ୍ଦିର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ଅବସରରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଓଡ଼ିଆ ଭାଷା ବିକାଶ ପରିଷଦ
Read More...

କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଏସିଲାଟ ବ୍ଲକ ଅନ୍ତର୍ଗତ ସଂକ୍ରିପାଣି ଗାଁରେ କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌ ହୋଇଯାଇଛି‌ । ଏହି ଉତ୍ସବରେ‌ ଉକ୍ତ ଅଞ୍ଚଳର ଲୋକବାଦ୍ୟ, ଲୋକଗୀତ, ଲୋକନୃତ୍ୟର‌ ବିଶିଷ୍ଟ କଳାକାରମାନେ‌ ତାଙ୍କର କଳା ପରି‌ବେଷଣ
Read More...

ଖାଉଟି ଅଦାଲତରେ ଦଣ୍ଡିତ ହେଲା ଜୟରାମ ମୋଟର୍ସ

ଲୋଇସିଂହା, (କେପିଏନ୍‌ଏସ୍‌) : ଋଣ କରି ଗାଡି କିଣିବା ସହିତ ଠିକ ସମୟରେ କିସ୍ତି ଟଙ୍କା ପରିଶୋଧ କଲେ । ହେଲେ ଗାଡି ମାଲିକ ଆଜି ପର୍ୟ୍ୟନ୍ତ ପାଇନାହାନ୍ତି ଗାଡି ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର । କାଗଜପତ୍ର ପାଇବା ପାଇଁ ବହୁବାର ଗାଡି ବିକ୍ରି କରିଥିବା ଡିଲରଙ୍କ ଦୃଷ୍ଟି ଆକର୍ଷଣ
Read More...