Yearly Archives

2022

ଡେଲାଙ୍ଗ ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଗତ ୧୯ ତାରିଖରେ ଉତ୍କଳ ଗୌରବ ବିଦ୍ୟା ନିକେତନ, ସିଂହବ୍ରହ୍ମପୁର ଠାରେ ଉଦ୍‌ଘାଟିତ ହୋଇ ଆଜି କବି ପ୍ରସନ୍ନ ପଟ୍ଟଶାଣୀ ହାଇସ୍କୁଲ ମୁନିନ୍ଦାଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ
Read More...

ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ହେବ ବୈତାଳି-ଧନେଶ୍ୱର ସେତୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ଝାରବନ୍ଧ ତଥା ପାଇକମାଲ ଅଞ୍ଚଳର ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିବା ବେଳେ ଅନେକ ସମସ୍ୟାର ସମାଧାନ ହୋଇସାରିଛି, ଯାହା
Read More...

ରବି -୨୦୨୨/୨୩ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

ଜିଲ୍ଲାର କୃଷି ଓ କୃଷକଙ୍କୁ ସଶକ୍ତକରଣ ଆମର ଲକ୍ଷ୍ୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାର ରବି ୨୦୨୨-୨୩ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ
Read More...

ବିଦ୍ୟାଳୟସ୍ତରୀୟ ଖେଳାଳି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ତିନି ଦିନ ଧରି ବ୍ଲକସ୍ତରୀୟ ବିଦ୍ୟାଳୟ ଖେଳାଳି ଚୟନ ୨୦୨୨-୨୩ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁତମୁଣ୍ଡା ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଅବସରରେ ପାଟଣାଗଡ ବ୍ଲକର ବିଇଓ ଶଙ୍କର ମାଝୀ ମୁଖ୍ୟ ଅତିଥି, ବାଳିଆ ମାଝୀ
Read More...

ଗ୍ରାମାଞ୍ଚଳରେ ସାଢେ ୯ ଲକ୍ଷ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନ କରାଯିବ

ଆସନ୍ତା ଜାନୁଆରୀ ସୁଦ୍ଧା କାର୍ଯ୍ୟାଦେଶ ପ୍ରଦାନ ଏବଂ ଜୁନ ସୁଦ୍ଧା ଗୃହ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ନିମନ୍ତେ ଜାରି ପ୍ରକ୍ରିୟାକୁ ତ୍ୱରାନ୍ୱିତ
Read More...

୫ଟି ଉପକ୍ରମରେ ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ

ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀସାଢେ ପାଞ୍ଚ ଲକ୍ଷ ଲୋକ ୨୪ ଘଣ୍ଟିଆ ସ୍ୱଚ୍ଛ ପାଣି ପାଇଲେପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ସ୍ୱପ୍ନ ଓ ମୋ ସରକାରର ପ୍ରାଥମିକତା - ମୁଖ୍ୟମନ୍ତ୍ରୀବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନସମସ୍ତଙ୍କ ମୁହଁରେ ହସ, ପାଣି
Read More...

ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ଆଗରୁ ବଲାଙ୍ଗିର ଡାକ୍ତରଖାନାରେ ଜଣେ ବୃଦ୍ଧଙ୍କୁ ଭର୍ତି କରାଯାଇଥିବା ବେଳେ ବିଙ୍ଗ ହ୍ୟୁମାନର କର୍ମକର୍ତ୍ତା ମାନେ ତାଙ୍କର ସେବା କରୁଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ହେଲେ ବୃଦ୍ଧ ଜଣଙ୍କର କୌଣସି ଆତ୍ମୀୟ
Read More...

ବଲାଙ୍ଗିର ସହରରେ ସେଫସିଟି କେମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସେଫସିଟି କେମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ କରକମଳ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତିରେ
Read More...

ୟୁରୋ ସ୍କୁଲର ତୃତୀୟ ବାର୍ଷିକ କ୍ରୀଡା ସାମାରୋହରେ କୃତି କୁନି ଖେଳାଳିମାନେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରା ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ-ସ୍କୁଲର ଦୁଇ ଦିନିଆ କ୍ରୀଡା ସାମାରୋହ ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ତୃତୀୟ ବାର୍ଷିକ କ୍ରୀଡାର ଉଦ୍‌ଘାଟନୀ ସାମାରୋହରେ ଦି-ନ୍ୟୁଉ ଏଇଜ୍ ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ
Read More...

ଦେଶରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଚୀନ୍ ସମେତ ବିଶ୍ୱର ଅନେକ ଦେଶରେ କରୋନାର ତୀବ୍ର ସଂକ୍ରମଣ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ଶ୍ରୀ ମାଣ୍ଡଭିଆ କହିଛନ୍ତି ଯେ, କରୋନା ଏପର୍ଯ୍ୟନ୍ତ ଦେଶ ଛାଡି ନାହିିଁ । ଆମେ
Read More...