Yearly Archives

2022

ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟ ସାଧକ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଭାରତୀୟ ସାହିତ୍ୟ ଓ ସଂସ୍କୃତି ସଂସଦ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବରେ ବରଗଡ଼ ଜିଲ୍ଲାର ସୁସାହିତ୍ୟିକ ତଥା ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ
Read More...

ଜାମ୍ମୁ କାଶ୍ମୀରର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବ :…

କାଶ୍ମୀର : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ତଥା ଜାମ୍ମୁ କାଶ୍ମୀର ଏବଂ ଲଦାଖର ଦାୟିତ୍ୱରେ ଥିବା ତରୁଣ ଚୁଗ୍ ଜାମ୍ମୁ କାଶ୍ମୀରରେ ଦଳ ସଂଗଠନ ଏବଂ କ୍ୟାଡରକୁ ନିରନ୍ତର ମଜବୁତ କରି ସରକାର ଗଠନ କରିବାକୁ ଦାବୀ କରିଛନ୍ତି । ତରୁଣ ଚୁଗ୍‌ କହିଛନ୍ତି ଯେ, ଡକ୍ଟର ଶ୍ୟାମା ପ୍ରସାଦ
Read More...

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା

ତୋଳାଳୀ ପାଇଲେ ୧୦୦୦ ଟଙ୍କା, ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତାଗରିବ ଲୋକର ଖୁସି ମୋର ସବୁଠାରୁ ବଡ ଖୁସି : ମୁଖ୍ୟମନ୍ତ୍ରୀହିତାଧୀକାରୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଘୋଷଣା ଅନୁଯାୟୀ ଗତକାଲି ସହାୟତା ପାଇଛନ୍ତି
Read More...

ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ରକ୍ଷା କରିପାରିବ ନାହିଁ : ସ୍ୱାମୀ ଜୀବନ ମୁକ୍ତାନନ୍ଦ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶ୍ମୀର ଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁମାନଙ୍କ ପଳାୟନ ଜାରି ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ
Read More...

ଶ୍ରଦ୍ଧା ହତ୍ୟା ମାମଲା : ଅଫ୍‌ତାବର ପଲିଗ୍ରାଫ୍ ଟେଷ୍ଟ ଆଜି ଚତୁର୍ଥ ଥର ପାଇଁ କରାଯିବ, ନାର୍କୋ ଟେଷ୍ଟ ପାଇଁ ୭୦ଟି…

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଫ୍‌ତାବର ପୁଣି ଥରେ ପଲିଗ୍ରାଫ୍ ଟେଷ୍ଟ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଅଫ୍‌ତାବର ପଲିଗ୍ରାଫ୍ ଟେଷ୍ଟ ୨୦ ଘଣ୍ଟାରୁ ଅଧିକ ସମୟ ଧରି କରାଯାଇଛି । ଏହା ସତ୍ତ୍ୱେ ଦିଲ୍ଲୀ ପୋଲିସକୁ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିନାହିଁ ।
Read More...

ସି ଜିନପିଙ୍ଗଙ୍କ ବିରୋଧରେ ନାରା : ଚାଇନାରେ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଲା, କୋଭିଡ ପ୍ରତିବନ୍ଧକ ହଟାଇବାକୁ ଲଗାତାର…

ବେଜିଂ : ଚାଇନାରେ କରୋନା ସଂକ୍ରମଣ ବନ୍ଦ ହେବାର ନାମ ନେଉନାହିିଁ । ଏହି କାରଣରୁ ଏଠାରେ କଡା ଜିରୋ କୋଭିଡ ନୀତି ଲାଗୁ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନାରେ ଲକଡାଉନ୍, ବଡ଼ ଆକାରର ପରୀକ୍ଷା ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ପରେ ଗୋଟିଏ ଚାଇନାରେ
Read More...

ଭୀମପାହାଡଠାରେ ମାହେଶ୍ୱରୀ ସେନା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଓ ବାର୍ଷିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୀମପାହାଡ ପର୍ଯ୍ୟଟନ ସ୍ଥଳୀ ଠାରେ ମା' ମାହେଶ୍ୱରୀ ସେନା, ବଲାଙ୍ଗିର ତରଫରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଶତାଧିକ ପର୍ଯ୍ୟଟକ ବଣଭୋଜି ଓ ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବାକୁ ଏଠାକୁ ଆସିଥାନ୍ତି ।
Read More...

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ(ବିକ୍ଷିପ୍ତ ଅଣ୍ଡାଦାନ) ଦେଖିବାକୁ ମିଳିଛି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ବେଳାଭୂମିରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସ୍ପାରାଟିକନେଷ୍ଟିକ(ବିକ୍ଷିପ୍ତ ଅଣ୍ଡାଦାନ) ହୋଇଥିବା ଜଣାପଡିଛି । ଫଳରେ ଏହାକୁ ନେଇ ପରିବେଶବିତ୍‌ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି ।
Read More...

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚ୍‌ର ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଛେଣ୍ଡ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚ୍‌ର ବନ୍ଧୁ ମିଳନ ଆଲମୁନି ମିଟ୍‌ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ଼. ବିଶ୍ୱ ରଞ୍ଜନ
Read More...

କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ଼ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାରାବଙ୍ଗ ରାଜୀବ ଭବନ ଠାରେ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ ଓ ଏସସିଡ଼ି ଚକ୍ଷୁ ଚିକିତ୍ସାଳୟ ପିପଲପଦର ଟିଟିଲାଗଡ଼ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
Read More...